Daily Archives

May 30, 2022

ଗୌରବ ଆଣିଲେ ସୁନ୍ଦରଗଡ଼ର ଗୌରବ ଅଗ୍ରୱାଲ । ଦିଲ୍ଲୀରେ କୋଚିଂ ନନେଇ ବି ପାଇହେବ ଆଇଏଏସ୍ ।

କନକ ବ୍ୟୁରୋ: ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ହେଲେ ଦିଲ୍ଲୀ ଯିବାକୁ ହେବ, ଏ ଯେଉଁ ଧାରଣା ଥିଲା, ତାକୁ ଭୁଲ ପ୍ରମାଣିତ କରିଛନ୍ତି ସୁନ୍ଦରଗଡ଼ର ଗୌରବ ଅଗ୍ରୱାଲ । ଇଂଟରନେଟରେ ଯୋଗେ ପାଠପଢ଼ି ୟୁପିଏସସି ପରୀକ୍ଷାରେ ୮୬ ନମ୍ବର ର୍ୟାଙ୍କ ହାସଲ କରି ପାରିଛନ୍ତି ଗୌରବ । ଆଇଏଏସ୍…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ ଗିରଫ । ମନି ଲଣ୍ଡ୍ରିଂ ମାମଲାରେ ଇଡି ଗିରଫ କରିଛି ।

କନକ ବ୍ୟୁରୋ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ ଗିରଫ । ସତୈନ୍ଦ୍ର ଜେନକୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ସରକାର ମନ୍ତ୍ରୀ ଥିବା ସତୈନ୍ଦ୍ର ମିଛ କମ୍ପାନୀ ଜରିଆରେ ଟଙ୍କା ନେଣଦେଣର ଅଭିଯୋଗ ପରେ ଇଡି…

କିଡନୀ ଦେଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲା ସ୍ତ୍ରୀ: ସେପଟେ ଆସିଲା ଆଦିବାସୀ ଅଂଚଳରୁ ସତ୍ୟବାନର କାହାଣୀ

କନକ ବ୍ୟୁରୋ: ସାବିତ୍ରୀ ବ୍ରତ ଅବସରରେ ଦୁଇଟି ଭିନ୍ନ ଚିତ୍ର ଆମେ ଆପଣମାନଙ୍କୁ ଦେଖାଇବୁ । ଜଣେ ୨୦ ବର୍ଷ ହେଲା ଦିବ୍ୟାଙ୍ଗ ସ୍ତ୍ରୀର ସେବା କରୁଥିବା ବେଳେ ଅନ୍ୟ ଜଣେ ଫୁସଫୁସ୍ ସଂକ୍ରମଣର ଶିକାର ହୋଇଥିବା ସ୍ୱାମୀଙ୍କ ଜୀବନ ଭିକ୍ଷା କରୁଛନ୍ତି । କଟକ ଫିରିଙ୍ଗିବଜାର ଅଂଚଳରେ ରହୁଥିବା…

ଭତ୍ତା ଟଙ୍କା ବୃଦ୍ଧା ଚାଲୁଛନ୍ତି ୧୦ କିଲୋମିଟର: ପାଖରେ ବ୍ୟାଙ୍କ ସେବା ନମିଳିବାରୁ ଟଙ୍କା ଉଠାଇବାକୁ ନାକେଦମ୍

କନକ ବ୍ୟୁରୋ: ଭତା ଟଙ୍କା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୦ ବର୍ଷି ବୃଦ୍ଧା । ବୟସର ଅପରାହ୍ନରେ ଚାଲିବାକୁ ଦେହରେ ଶକ୍ତି ନାହିଁ । ତଥାପି ହାତରେ ବାଡ଼ି ଖଣ୍ଡିଏ ଧରି ଜୀବନର ଅଙ୍କାବଙ୍କା ରାସ୍ତାରେ ଆଗେଇ ଚାଲିଛନ୍ତି ନବରଙ୍ଗପୁର ପାପଡ଼ାହାଣ୍ଡି ପାତ୍ରଗୁଡ଼ା ଗାଁର ଜଳେନ୍ଦ୍ରୀ ଭତ୍ରା । ଘରେ…

ବଜାରକୁ ଯାଇ ଘରକୁ ଫେରିଲାନି ରୋଜଗାରିଆ ପୁଅ: ୨ ବର୍ଷ ଧରି ପୁଅର ଫେରିବା ବାଟକୁ ଚାହିଁ ବାପା ଶଯ୍ୟାଶାୟୀ

କନକ ବ୍ୟୁରୋ: ଦୁଇବର୍ଷ ଧରି ରୋଜଗାରିଆ ପୁଅ ନିଖୋଜ । ପୁଅ ଫେରିବା ବାଟକୁ ଚାହିଁ ବାପା ଶଯ୍ୟାଶାୟୀ । ଆଉ କାନ୍ଦି କାନ୍ଦି ମା’ର ଦିନ କଟୁଛି । ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଯୁବୁଲି ଟାଉନ୍ ଗୋଡ଼ିସାହି ହରିଜନ ବସ୍ତିରେ । ବସ୍ତିର ୨୮ ବର୍ଷୀୟ ଜଟାଧାରୀ ଜେନା…

ଢେଙ୍କାନାଳ ଶ୍ୟାମାଚରଣପୁରରେ ସିରିଜ ଲୁଟ୍: ୩ ଘଂଟାରେ ୭ଟି ଦୋକାନରୁ ବୁଲାଇଲେ କଳାକନା

କନକ ବ୍ୟୁରୋ: ଢେଙ୍କାନାଳ ଶ୍ୟାମାଚରଣପୁର ଠାରେ ସିରିଜ ଲୁଟ୍ । ଲେବଲ କ୍ରସିଂ ଛକ ଠାରେ ଥିବା ୭ଟି ଦୋକାନରୁ ସିରିଜ ଲୁଟ୍ ହୋଇଛି । ଗୋଟିଏ ମିଠା ଦୋକାନ, ୨ଟି ଫଳ ଦୋକାନ, ଚିକେନ୍ ଦୋକାନ, ମୋବାଇଲ, ଗ୍ରୋସରୀ ଦୋକାନର ସଟର ତାଡ଼ି ଲୁଟ୍ କରିଛନ୍ତି ଲୁଟେରା । ପାଠାପାଖି ୫୦ ହଜାର ଟଙ୍କା, ମିଠା,…