Daily Archives

April 18, 2022

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ସାମ୍ନାକୁ ଆସିଲା ନୂଆ ଦୃଶ୍ୟ । ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଭିତରେ ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥା ପ୍ରକଳ୍ପର କିଛି ଲେ ଆଉଟ ବା ପୋଷ୍ଟର ହଟାଇ ଦେଇଛି । କାହିଁକି ଏଭଳି ପଦକ୍ଷେପ ନେଲା ତାକୁ ନେଇ ଚର୍ଚ୍ଚା ବଢୁଛି । ୨୧ ତାରିଖରେ ହାଇକୋର୍ଟରେ ଶୁଣାଣି ଥିବାରୁ ତରବରିଆ ଭାବରେ ଏଭଳି…

ଅଡୁଆରେ ଦେଶର ପ୍ରତିଷ୍ଠିତ ଏଫଏମସିଜି କମ୍ପାନୀ ଆମୱେ: ରେଡ୍ କରି ଇଡି ୭ଶହ ୫୦ କୋଟିରୁ ଅଧିକ ସମ୍ପତି କଲା ଜବତ

କନକ ବ୍ୟୁରୋ: ଅଡୁଆରେ ଦେଶର ପ୍ରତିଷ୍ଠିତ ଏଫଏମସିଜି କମ୍ପାନୀ ଆମୱେ । ଆଜି ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ ୭୫୮ କୋଟି ଟଂକାର ସଂପତି ଜବତ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ଏଭଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି କହିଛି କମ୍ପାନୀ ଯେଉଁ ପ୍ରଡକ୍ଟ ବିକ୍ରି କରୁଥିଲା ତାର ଦାମ…

ବ୍ରଜରାଜନଗରରେ କାହାକୁ ବାଛିବ ବିଜେଡି? ଦିବଙ୍ଗତ କିଶୋରଙ୍କ ପତ୍ନୀ କଲେ ଟିକେଟ ପାଇଁ ଦାବି

କନକ ବ୍ୟୁରୋ: ଖୁବଶୀଘ୍ର ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା ହେବ । ଏହା ପୂର୍ବରୁ କିଏ ବିଜେଡି ଟିକେଟ୍ ପାଇବେ ସେ ନେଇ ଚର୍ଚ୍ଚା ବଢିଛି । ଏହାରି ଭିତରେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଟିକେଟ୍ ପାଇଁ ଆଶାବାଦୀ ବୋଲି…

ହାଜତ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ: ସ୍ୱାମୀ କାହାର… ମୃତଦେହ ନେବାକୁ ହସ୍ପିଟାଲରେ ପହଞ୍ଚିଲେ ଦୁଇ ମହିଳା

କନକ ବ୍ୟୁରୋ: ବଡଗଡ ଥାନା ହାଜତରେ ପ୍ରଦୀପ ସାହୁଙ୍କ ମୃତ୍ୟୁ ମାମଲା । ମୃତଦେହ କିଏ ନେବ ଆରମ୍ଭ ହୋଇଛି ବିବାଦ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି ଦୁଇଜଣ ମହିଳା । ଉଭୟ ମହିଳା ମୃତ ଯୁବକଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ମୃତ ଦେହ ନେବାକୁ ଜିଦ । ତେବେ ଏହି ଘଟଣା ଏବେ…

ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ପୋଲିସ କବଜାରେ ଥିବା ଯୁବକଙ୍କ ମୃତ୍ୟୁ ପରେ ଅଭିଯୋଗ ଆଣିଲେ ପତ୍ନୀ

କନକ ବ୍ୟୁରୋ: ଅଡୁଆରେ ପୋଲିସ । ଜଣେ ବ୍ୟକ୍ତିଙ୍କୁ ଏକ ମାମଲାରେ ପୋଲିସ ଉଠାଇ ଆଣି ପଚରାଉଚରା କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ହେଲେ ଯେଉଁ ବ୍ୟକ୍ତି ଭାବି ପୋଲିସ ଉଠାଇ ଆଣିଥିଲା ସେ ସେହି ବ୍ୟକ୍ତି ନୁହେଁ ବୋଲି ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି । ଏହାପରେ ପୋଲିସ ହରଡଘଣାରେ…

ପରପାରିକୁ ଚାଲିଗଲେ କମଳ ରାଇଜର ରାଜକୁମାର । ପଞ୍ଚଭୂତରେ ବିଲୀନ ହେଲା ସଙ୍ଗୀତଜ୍ଞ ପ୍ରଫୁଲ କରଙ୍କ ପାର୍ଥିବ ଶରୀର

କନକ ବ୍ୟୁରୋ: ଅଫେରା ରାଇଜରେ ଲକ୍ଷେ ରାଜାର ମଉଡ଼ମଣି ତଥା ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଅଗଣିତ ଶ୍ରୋତାଙ୍କ ହୃଦୟକୁ ଜିତିଥିବା ଓଡିଶା ସଙ୍ଗୀତ ଜଗତର ଏହି ବେତାଜ ବାଦଶାହ । ବଡ ପୁଅ ମହାଦୀପ କର ଦେଇଛନ୍ତି ମୁଖାଗ୍ନି ।…