Daily Archives

March 29, 2022

ଖରା ଯୋଗୁଁ ଶରୀରରୁ ଦୁର୍ଗନ୍ଧ ବାହାରୁଛି? ଘରୋଇ ଉପାୟରେ ଫ୍ରେସ୍ ରୁହନ୍ତୁ

କନକ ବ୍ୟୁରୋ: ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ । ଏଥିପାଇଁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ଫିକା ପଡିଯାଏ । ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍ ଅନୁଭବ କରିବେ ଜାଣନ୍ତୁ... । ଆଳୁକୁ ପତଳା ପତଳା କରି କାଟି କିଛି ସମୟ ପର୍ଯ୍ୟନ୍ତ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଶର୍ମିଷ୍ଠା ରାଉତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଏଥିପାଇଁ ଭଦ୍ରକ ଉପକାରାଗାରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ନିରଞ୍ଜନ ସେଠୀ, ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକ ଓ…

ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଖେଳିବେ ୨…

କନକ ବ୍ୟୁରୋ : ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା । ସନ୍ରାଇଜର୍ସକୁ ଅନେକ ମ୍ୟାଚ୍ ଜିତାଇଥିବା ରସିଦ୍ ଖାନ୍ ଏଥର ଦଳରେ ନାହାନ୍ତି । ତାଙ୍କ ଉପସ୍ଥିତିରେ ଦଳ ଥରେ ଚାମ୍ପିଅନ୍ ହୋଇଥିଲା । ଭୁବନେଶ୍ୱର କୁମାର, ଟି ନଟରାଜନ୍ ଓ ଉମ୍ରାନ୍ ମଲ୍ଲିକ ବୋଲିଂ ବିଭାଗ…

ପୁଲିସ ସହ ଲୁଚକାଳି ଖେଳରେ ଶର୍ମିଷ୍ଠାଙ୍କୁ କିଏ କରୁଥିଲେ ସହାୟତା : ସୁରକ୍ଷା ଦେଉଥିବା ନେତା, ଅଫିସରଙ୍କ ପାଖରେ…

କନକ ବ୍ୟୁରୋ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପଛରେ ମେମୋରି ଚିପ୍ ମୁଖ୍ୟ କାରଣ ବୋଲି କୁହାଯାଉଛି । ଶର୍ମିଷ୍ଠା ରାଉତ ଗିରଫ ହେବା ପରେ ମେମୋରି ଚିପ୍ ରହସ୍ୟ ଖୋଲି ପାରିବ ତ କ୍ରାଇମବ୍ରାଞ୍ଚ ? ଏହି ମେମୋରି ଚିପରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ…

ରୁଷ ସହ ଆଲୋଚନା କରିବାକୁ ରାଜି ଜେଲେନସ୍କି : କହିଲେ, ପୁଟିନଙ୍କ ସହ ମୁହାଁମୁହିଁ ବସିଲେ ସରିବ ଯୁଦ୍ଧ

କନକ ବ୍ୟୁରୋ : କିଭ୍, ଖାରକିଭ ଓ ମାରିୟୁପୋଲରେ ଭୟଙ୍କର ରୁଷିଆ ଆକ୍ରମଣ କରୁଛି । ୯୦ ପ୍ରତିଶତ ଘର ଧ୍ୱଂସ, ୟୁକ୍ରେନର ନିରପେକ୍ଷତା ଓ ସୁରକ୍ଷା ଗ୍ୟାରେଂଟି ପାଇଁ ରୁଷ ସହ ଆଲୋଚନା କରିବାକୁ ଜେଲେନସ୍କି ରାଜି ହୋଇଛନ୍ତି । କହିଲେ, ପୁଟିନଙ୍କ ସହ ମୁହାଁମୁହିଁ ବସିଲେ ଯୁଦ୍ଧ ସରିବ । ତେବେ…

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ : ଆଜି ସଂସଦ ଭବନ କାର୍ଯ୍ୟାଳୟରେ ଦଳୀୟ ସାଂସଦଙ୍କ ସହ କରିବେ ଆଲୋଚନା

କନକ ବ୍ୟୁରୋ : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ପହଞ୍ଚିବା ପରେ ତାଜ ହୋଟେଲରେ ବିସିସି କ୍ରୀଡ଼ା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ଆଜି ଓ…