ସରିଲା ଅକ୍ସନ । ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି…ଦେଖନ୍ତୁ ପୂରା ଲିଷ୍ଟ ।

3,815

କନକ ବ୍ୟୁରୋ : ଆଇପିଏଲ ୨୦୨୨ ପାଇଁ ଶେଷ ହୋଇଛି ନିଲାମୀ ପ୍ରକ୍ରିୟା । ୧୦ଟି ଟିମ୍ ନିଜ ପସନ୍ଦର ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛନ୍ତି । ଦେଖନ୍ତୁ କେଉଁ ଖେଳାଳୀଙ୍କୁ କେତେ ଟଙ୍କାରେ କିଣିଛନ୍ତି କେଉଁ ଦଳ ।

ମୁମ୍ବାଇ ଇଣ୍ଡିଆନ୍ସ :

ଇଶାନ କିଷାନ : ୧୫ କୋଟି ୨୫ ଲକ୍ଷ, ଡିୱଲର୍ଡ ବ୍ରେଭିସ : ୨କୋଟି ୬୦ ଲକ୍ଷ, ବେସିଲ ଥମ୍ପି : ୩୦ ଲକ୍ଷ, ମୁର୍ଗାନ ଅଶ୍ୱିନ : ୧ କୋଟି ୬୦ ଲକ୍ଷ, ଜୟଦେବ ଉନାଦକତ : ୧ କୋଟି ୩୦ ଲକ୍ଷ, ମୟଙ୍କ ମାର୍କଣ୍ଡେୟ :୬୫ ଲକ୍ଷ, ଏନ୍ ତିଲକ : ୧ କୋଟି ୭୦ ଲକ୍ଷ, ସଞ୍ଜୟ ଯାଦବ : ୫୦ ଲକ୍ଷ, ଜୋଫ୍ରା ଆର୍ଚର : ୮ କୋଟି, ଡାନିଏଲ ସାମ୍ସ :୨ କୋଟି ୬୦ ଲକ୍ଷ, ଟାଇମଲ ମିଲ୍ସ :  ୧ କୋଟି ୫୦ ଲକ୍ଷ, ଟିମ୍ ଡେଭିଡ :୮ କୋଟି ୨୫ ଲକ୍ଷ, ରାଇଲି ମେରେଡିଥ୍ : ୧ କୋଟି, ମହମ୍ମଦ ଅସର୍ଦ ଖାନ୍ : ୨୦ ଲକ୍ଷ, ଅନମୋଲପ୍ରିତ ସିଂହ : ୨୦ ଲକ୍ଷ, ରମଣଦୀପ ସିଂହ : ୨୦ ଲକ୍ଷ, ରାହୁଲ ବୁଦ୍ଦି : ୨୦ ଲକ୍ଷ, ଋତିକ ଶୌକିନ୍ : ୨୦ ଲକ୍ଷ, ଅର୍ଜୁନ ତେନ୍ଦୁଲକର : ୩୦ ଲକ୍ଷ, ଆର୍ୟନ ଜୁୟଲ : ୨୦ ଲକ୍ଷ, ଫାବିଆନ୍ ଆଲେନ୍ : ୭୫ ଲକ୍ଷ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :

ଫାଫ୍ ଡୁ ପ୍ଲେସିସ : ୭ କୋଟି, ହର୍ଷଲ ପଟେଲ: ୧୦ କୋଟି ୭୫ ଲକ୍ଷ, ହସରଙ୍ଗା : ୧୦ କୋଟି ୭୫ ଲକ୍ଷ, ଜୋସ ହେଜଲଉଡ : ୭ କୋଟି ୭୫ ଲକ୍ଷ, ଦିନେଶ କାର୍ତ୍ତିକ : ୫ କୋଟି ୫୦ ଲକ୍ଷ, ଶାହାବାଜ ଅହମ୍ମଦ : ୨ କୋଟି ୪୦ ଲକ୍ଷ, ଅନୁଜ ରାୱତ : ୩ କୋଟି ୪୦ ଲକ୍ଷ, ଆକାଶ ଦୀପ : ୨୦ ଲକ୍ଷ, ମହିପାଲ ଲୋମରର : ୯୫ ଲକ୍ଷ, ଫିନ୍ ଆଲେନ : ୮୦ ଲକ୍ଷ, ସେରଫାନେ ରଦରଫୋର୍ଡ : ୧ କୋଟି, ଜେସନ ବେହରନଡ୍ରଫ : ୭୫ ଲକ୍ଷ, ସୁରେଶ ପ୍ରଭୁଦେଶାଇ : ୩୦ ଲକ୍ଷ, ଚାମା ମିଲିନ୍ଦ : ୨୫ ଲକ୍ଷ, ଅନିଶ୍ୱର ଗୌତମ : ୨୦ ଲକ୍ଷ, କର୍ଣ୍ଣ ଶର୍ମା : ୫୦ ଲକ୍ଷ, ସିଦ୍ଧାର୍ଥ କୌଲ : ୭୫ ଲକ୍ଷ, ଲଭନୀଥ ଶିଶୋଦିଆ : ୨୦ ଲକ୍ଷ, ଡେଭିଡ୍ ୱିଲି : ୨ କୋଟି ।

ପଞ୍ଜାବ କିଙ୍ଗସ :

ଶିଖର ଧୱନ   : ୮ କୋଟି ୨୫ ଲକ୍ଷ, କାଗିସୋ ରବାଡା : ୯ କୋଟି ୨୫ ଲକ୍ଷ, ଜନି ବେୟାରଷ୍ଟୋ  : ୬ କୋଟି ୭୫ ଲକ୍ଷ, ରାହୁଲ ଚହର : ୫ କୋଟି ୨୫ ଲକ୍ଷ, ଶାହାରୁଖ ଖାନ : ୯ କୋଟି, ହରପ୍ରିତ ବ୍ରାର : ୩ କୋଟି ୮୦ ଲକ୍ଷ, ପ୍ରଭସିମରନ ସିଂହ : ୬୦ ଲକ୍ଷ, ଜିତେଶ ଶର୍ମା : ୨୦ ଲକ୍ଷ, ଇଶାନ ପୋରେଲ : ୨୫ ଲକ୍ଷ, ଲିଆମ ଲିଭିଙ୍ଗଷ୍ଟୋନ : ୧୧ କୋଟି ୫୦ ଲକ୍ଷ, ଓଡେନ ସ୍ମିଥ : ୬ କୋଟି, ସନ୍ଦୀପ ଶର୍ମା : ୫୦ ଲକ୍ଷ, ରାଜ ଅଙ୍ଗଦ ବାୱା : ୨ କୋଟି, ଋଷି ଧୱନ : ୫୫ ଲକ୍ଷ, ପ୍ରିରେକ ମଙ୍କଡ : ୨୦ ଲକ୍ଷ, ବୈଭବ ଆରୋରା : ୨ କୋଟି, ବଲତେଜ ଧଣ୍ଡା : ୨୦ ଲକ୍ଷ, ଅଂଶ ପଟେଲ : ୨୦ ଲକ୍ଷ, ନାଥନ୍ ଏଲିସ : ୭୫ ଲକ୍ଷ, ଅଥର୍ବ ତାଏଡି : ୨୦ ଲକ୍ଷ, ଭାନୁକା ରାଜାପାକସା : ୫୦ ଲକ୍ଷ, ବେନି ହାୱେଲ : ୪୦ ଲକ୍ଷ ।

ଚେନ୍ନାଇ ସୁପର କିଙ୍ଗସ :

ରବିନ ଉଥପ୍ପା : ୨ କୋଟି, ଡ୍ୱେନ ବ୍ରାଭୋ :  ୪ କୋଟି ୪୦ ଲକ୍ଷ, ଅମ୍ବାତି ରାୟଡୁ :  ୬ କୋଟି ୭୫ ଲକ୍ଷ, ଦୀପକ ଚହର : ୧୪ କୋଟି, କେ.ଏମ ଆସିଫ : ୨୦ ଲକ୍ଷ, ତୁଷାର ଦେଶପାଣ୍ଡେ : ୨୦ ଲକ୍ଷ, ଶିଭମ ଦୁବେ : ୪ କୋଟି, ମହିଶ ତିକ୍ଷଣା :  ୭୦ ଲକ୍ଷ, ରାଜବର୍ଦ୍ଧନ ହଙ୍ଗରଗେକର : ୧ କୋଟି ୫୦ ଲକ୍ଷ, ସମରଜିତ୍ ସିଂ : ୨୦ ଲକ୍ଷ, ଡେଭନ କନୱେ : ୧ କୋଟି, ଡ୍ୱେନ ପ୍ରିଟୋରିୟସ : ୫୦ ଲକ୍ଷ, ମିସେଲ ସାଣ୍ଟନର :୧ କୋଟି ୯୦ ଲକ୍ଷ, ଏଡମ ମିଲନ : ୧ କୋଟି ୯୦ ଲକ୍ଷ, ଶୁଭ୍ରାଂଶୁ ସେନାପତି : ୨୦ ଲକ୍ଷ ଟଙ୍କା, ମୁକେଶ ଚୌଧୁରୀ : ୨୦ ଲକ୍ଷ, ପ୍ରଶାନ୍ତ ସୋଲାଙ୍କି : ୧.୨୦ କୋଟି, ସି. ହରି ନିଶାନ୍ତ :୨୦ ଲକ୍ଷ, ଏନ. ଜଗଦିଶନ : ୨୦ ଲକ୍ଷ, କ୍ରିସ୍ ଜୋର୍ଡାନ : ୩ କୋଟି ୬୦ ଲକ୍ଷ, କେ. ଭଗତ ବର୍ମା : ୨୦ ଲକ୍ଷ ।

କୋଲକାତା ନାଇଟ ରାଇଡର୍ସ :

ପ୍ୟାଟ କମିନ୍ସ : ୭ କୋଟି ୨୫ ଲକ୍ଷ, ଶ୍ରେୟସ ଆୟର  : ୧୨ କୋଟି ୨୫ ଲକ୍ଷ, ନୀତିଶ ରାଣା:  ୮ କୋଟି, ଶିଭମ ମାଭି : ୭ କୋଟି ୨୫ ଲକ୍ଷ, ସେଲଡନ ଜ୍ୟାକସନ୍ : ୬୦ ଲକ୍ଷ, ଆଜିଙ୍କ୍ୟ ରାହାଣେ :  ୧ କୋଟି, ରିଙ୍କୁ ସିଂ : ୫୫ ଲକ୍ଷ, ଅଙ୍କୁଳ ରୟ : ୨୦ ଲକ୍ଷ, ରାସିକ ଦାର : ୨୦ ଲକ୍ଷ, ବାବା ଇନ୍ଦ୍ରଜିତ୍ : ୨୦ ଲକ୍ଷ, ଚାମିକା କରୁଣାରତ୍ନେ : ୫୦ ଲକ୍ଷ, ଅଭିଜିତ୍ ତୋମାର : ୪୦ ଲକ୍ଷ, ପ୍ରଥମ ସିଂ : ୨୦ ଲକ୍ଷ, ରିତ୍ୱିକ ଚାଟାର୍ଜୀ : ୨୦ ଲକ୍ଷ, ଅଶୋକ ଶର୍ମା : ୫୫ ଲକ୍ଷ, ସାମ୍ ବିଲିଙ୍ଗସ : ୨ କୋଟି, ଆଲେକ୍ସ ହେଲ୍ସ : ୧ କୋଟି ୫୦ ଲକ୍ଷ, ଟିମ୍ ସାଉଦି : ୧କୋଟି ୫୦ ଲକ୍ଷ, ରମେଶ କୁମାର : ୨୦ ଲକ୍ଷ, ମହମ୍ମଦ ନବି : ୧ କୋଟି, ଉମେଶ ଯାଦବ : ୨ କୋଟି, ଅମନ ଖାନ୍ : ୨୦ ଲକ୍ଷ ।

ଲକ୍ଷ୍ନୌ ସୁପର ଜାଏଣ୍ଟସ :

କ୍ୱିଣ୍ଟନ ଡିକକ : ୬ କୋଟି ୭୫ ଲକ୍ଷ, ମନୀଷ ପାଣ୍ଡେ : ୪ କୋଟି ୬୦ ଲକ୍ଷ, ଜେସନ ହୋଲଡର: ୮ କୋଟି ୭୫ ଲକ୍ଷ, କୁର୍ଣ୍ଣାଲ ପାଣ୍ଡ୍ୟା :  ୮ କୋଟି ୨୫ ଲକ୍ଷ, ମାର୍କ ଉଡ : ୭ କୋଟି ୫୦ ଲକ୍ଷ, ଆଭେଶ ଖାନ : ୧୦ କୋଟି, ଅଙ୍କିତ ସିଂହ ରାଜପୁତ : ୫୦ ଲକ୍ଷ, କ୍ରିଷ୍ଣପା ଗୌତମ  : ୯୦ ଲକ୍ଷ, ଦୁଷ୍ମନ୍ତ ଚାମିରା : ୨ କୋଟି, ଶାହବାଜ ନଦୀମ : ୫୦ ଲକ୍ଷ, ମନନ ଭୋରା : ୨୦ ଲକ୍ଷ, ମୋହସିନ ଖାନ : ୨୦ ଲକ୍ଷ, ଆୟୁଷ ବଦୋନି : ୨୦ ଲକ୍ଷ, କାଇଲି ମେୟର୍ସ : ୫୦ ଲକ୍ଷ, ଇଭିନ୍ ଲୁଇସ : ୨ କୋଟି, ମୟଙ୍କ ୟାଦବ : ୨୦ ଲକ୍ଷ ।

ସନରାଇର୍ଜସ ହାଇଦ୍ରାବାଦ :

ୱାସିଂଟନ ସୁନ୍ଦର : ୮ କୋଟି ୭୫ ଲକ୍ଷ, ନିକୋଲାସ ପୁରନ :୧୦ କୋଟି ୭୫ ଲକ୍ଷ, ଟି ନଟରାଜନ : ୪ କୋଟି ଟଙ୍କା, ଭୁବନେଶ୍ୱର କୁମାର  : ୪ କୋଟି ୨୦ ଲକ୍ଷ, ପ୍ରିୟମ ଗର୍ଗ : ୨୦ ଲକ୍ଷ, ରାହୁଲ ତ୍ରିପାଠୀ : ୮ କୋଟି ୫୦ ଲକ୍ଷ, ଅଭିଷେକ ଶର୍ମା : ୬ କୋଟି ୫୦ ଲକ୍ଷ, କାର୍ତ୍ତିକ ତ୍ୟାଗୀ : ୪ କୋଟି, ଶ୍ରେୟସ ଗୋପାଲ : ୭୫ ଲକ୍ଷ, ଜଗଦିଶ ସୁଚିତ : ୨୦ ଲକ୍ଷ, ଏଡନ ମାରକ୍ରମ: ୨ କୋଟି ୬୦, ମାର୍କୋ ଜାନସେନ : ୪ କୋଟି ୨୦ ଲକ୍ଷ, ରୋମାରିଓ ସେଫର୍ଡ : ୭ କୋଟି ୭୫ ଲକ୍ଷ, ସିନ ଆବୋଟ : ୨ କୋଟି ୪୦ ଲକ୍ଷ, ଆର ସମର୍ଥ : ୨୦ ଲକ୍ଷ, ଶଶାଙ୍କ ସିଂ : ୨୦ ଲକ୍ଷ, ସୌରଭ ଦୁବେ : ୨୦ ଲକ୍ଷ, ବିଷ୍ଣୁ ବିନୋଦ : ୫୦ ଲକ୍ଷ, ଗ୍ଲେନ୍ ଫିଲିପ୍ସ : ୧ କୋଟି ୫୦ ଲକ୍ଷ, ଫଜଲହକ୍ ଫାରୁକି : ୫୦ ଲକ୍ଷ ।

ଦିଲ୍ଲୀ କ୍ୟାପିଟାଲ୍ସ :

ଡେଭିଡ ୱାର୍ଣ୍ଣର : ୬ କୋଟି ୨୫ ଲକ୍ଷ, ମିଚେଲ ମାର୍ସ: ୬ କୋଟି ୫୦ ଲକ୍ଷ, ସାର୍ଦ୍ଦୁଳ ଠାକୁର :୧୦ କୋଟି ୭୫ ଲକ୍ଷ, ମୁସ୍ତାଫିଜୁର ରେହମାନ : ୨ କୋଟି, କୁଳଦୀପ ଯାଦବ :୨ କୋଟି, ଅଶ୍ୱିନ ହେବର : ୨୦ ଲକ୍ଷ, ସରଫରାଜ ଖାନ : ୨୦ ଲକ୍ଷ, କମଲେଶ ନାଗରକୋଟି : ୧କୋଟି ୧୦ ଲକ୍ଷ, କେଏସ ଭରତ : ୨ କୋଟି, ମନଦୀପ ସିଂ : ୧ କୋଟି ୧୦ ଲକ୍ଷ, ଖଲିଲ ଅହମ୍ମଦ : ୫.୨୫ କୋଟି, ଚେତନ ସାକରିଆ :୪ କୋଟି ୨୦ ଲକ୍ଷ, ଲଳିତ ଯାଦବ : ୬୫ ଲକ୍ଷ, ରିପଲ ପଟେଲ : ୨୦ ଲକ୍ଷ, ୟଶ୍ ଧୂଲ : ୫୦ ଲକ୍ଷ, ରୋଭମାନ୍ ପାୱେଲ :୨ କୋଟି ୮୦ ଲକ୍ଷ, ପ୍ରବୀଣ ଦୁବେ : ୫୦ ଲକ୍ଷ, ଲୁଙ୍ଗି ଏନଗିଡି : ୫୦ ଲକ୍ଷ, ଟିମ୍ ସାଇଫର୍ଟ : ୫୦ ଲକ୍ଷ, ଭିକି ଓସ୍ତୱାଲ : ୨୦ ଲକ୍ଷ ।

ଗୁଜୁରାଟ ଟାଇଟନସ :

ଜେସନ ରୟ :୨ କୋଟି, ମହମ୍ମଦ ସାମି : ୬ କୋଟି ୨୫ ଲକ୍ଷ, ଲୋକି ଫର୍ଗ୍ୟୁସନ : ୧୦ କୋଟି, ଅଭିନବ ସଦରଙ୍ଗାନି : ୨ କୋଟି ୬୦ ଲକ୍ଷ, ରାହୁଲ ତେୱତିଆ : ୯ କୋଟି, ନୁର୍ ଅହମ୍ମଦ : ୩୦ ଲକ୍ଷ, ଆର ସାଇ କିଶୋର : ୨ କୋଟି, ଡୋମିନିକ ଡ୍ରେକ୍ସ :  ୧ କୋଟି ୧୦ ଲକ୍ଷ, ଜୟନ୍ତ ଯାଦବ: ୧ କୋଟି ୭୦ ଲକ୍ଷ, ବିଜୟ ଶଙ୍କର : ୧ କୋଟି ୪୦ ଲକ୍ଷ, ଦର୍ଶନ ନାଲକାଣ୍ଡେ : ୨୦ ଲକ୍ଷ, ୟଶ୍ ଦୟାଲ : ୩ କୋଟି ୨୦ ଲକ୍ଷ, ଅଲଜାରୀ ଜୋସେଫ : ୨ କୋଟି ୪୦ ଲକ୍ଷ, ପ୍ରଦୀପ ସଙ୍ଗୱାନ : ୨୦ ଲକ୍ଷ, ଡେଭିଡ୍ ମିଲର : ୩ କୋଟି, ରିଦ୍ଧିମାନ ଶାହା : ୧ କୋଟି ୯୦ ଲକ୍ଷ, ମ୍ୟାଥୁ ୱେଦ୍ : ୨ କୋଟି ୪୦ ଲକ୍ଷ, ଗୁରକିରତ ସିଂହ : ୫୦ ଲକ୍ଷ, ବରୁଣ ଆରୋନ : ୫୦ ଲକ୍ଷ ।

ରାଜସ୍ଥାନ ରୟାଲ୍ସ : 

ଆର ଅଶ୍ୱିନୀ : ୫ କୋଟି, ଟ୍ରେଣ୍ଟ ବୋଲ୍ଟ  : ୮ କୋଟି, ସିମରନ ହେଟମାୟର : ୮ କୋଟି ୫୦ ଲକ୍ଷ, ଦେବଦତ୍ତ ପାଡିକଲ : ୭ କୋଟି ୭୫ ଲକ୍ଷ, ପ୍ରସିଦ୍ଧ କ୍ରିଷ୍ଣା : ୧୦ କୋଟି, ୟୁଜବେନ୍ଦ୍ର ଚହଲ : ୬ କୋଟି ୫୦ ଲକ୍ଷ, ରିଆନ ପରାଗ : ୩ କୋଟି ୮୦ ଲକ୍ଷ, କେସି କରିଅପ୍ପା : ୩୦ ଲକ୍ଷ, ନବଦୀପ ସାଇନି : ୨ କୋଟି ୬୦ ଲକ୍ଷ, ଓବେଡ ମ୍ୟାକକଏ : ୭୫ ଲକ୍ଷ, ଅରୁନୟ ସିଂ : ୨୦ ଲକ୍ଷ, କୁଲଦୀପ ସେନ୍ : ୨୦ ଲକ୍ଷ, କରୁଣ ନାୟାର : ୧ କୋଟି ୪୦ ଲକ୍ଷ, ଧ୍ରୁବ ଜୁରେଲ : ୨୦ ଲକ୍ଷ, ତେଜସ ବରୋକା : ୨୦ ଲକ୍ଷ, କୁଲଦୀପ ୟାଦବ : ୨୦ ଲକ୍ଷ, ଶୁଭମ ଗଢୱାଲ : ୨୦ ଲକ୍ଷ, ଜିମି ନିଶମ : ୧ କୋଟି ୫୦ ଲକ୍ଷ, ନାଥନ କୁଲଟର ନାଇଲ୍ : ୨ କୋଟି, ଡାରିଲ୍ ମିଚେଲ : ୭୫ ଲକ୍ଷ, ରାସି ଭାନ୍ ଡେର୍ ଡୁସେନ : ୧କୋଟି ।