Daily Archives

February 12, 2022

ଓଡ଼ିଶା ମନ୍ତ୍ରୀ ବନାମ ଛତିଶଗଡ଼ ମନ୍ତ୍ରୀ । ରାୟଗଡ଼ାରେ ଜୋରଦାର ନିର୍ବାଚନ ପ୍ରଚାର

କନକ ବ୍ୟୁରୋ: ଆନ୍ଧ୍ରକୁ ଜବାବ ଦେବା ପାଇଁ କୋଟିଆ ନିର୍ବାଚନ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି ସର୍ବଦଳୀୟ ନେତା । ଅନ୍ୟପଟେ ସାରାଦିନ ନେତାଙ୍କ ସହ ସ୍ଥାନୀୟ ଅଧିବାସୀ ମଧ୍ୟ ପ୍ରଚାରରେ ସାମିଲ ହେଉଛନ୍ତି । ଦିନରେ ପ୍ରଚାର କରୁଥିବା ବେଳେ କ୍ଲାନ୍ତି ମେଣ୍ଟାଇବା ପାଇଁ ରାତିରେ…

ହୃଦଘାତ ଆଶଙ୍କା ବଢ଼ାଉଛି କରୋନା! ଦୀର୍ଘଦିନ ଧରି ରହିପାରେ ହାର୍ଟ ସମସ୍ୟା

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ବଢ଼ୁଛି ହୃଦଘାତ ଆଶଙ୍କା । ଏକ ଗବେଷଣାରୁ ଜଣାପଡିଛି, କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହେବାର ବର୍ଷକ ପରେ ବି ଅନେକଙ୍କ କ୍ଷେତ୍ରରେ ହାର୍ଟ ଜନିତ ସମସ୍ୟା ଦେଖାଦେଉଛି । ଯଦି ଆଦୌ କରୋନାରେ ଆକ୍ରାନ୍ତ ହୋଇନାହିଁ ତାଙ୍କ ତୁଳନାରେ କରୋନା…

ପତ୍ନୀଙ୍କୁ ମାରି ପୁଲିସ ନଜରରୁ ବଞ୍ଚିବାକୁ ବନିଲେ ବାବା । ହେଲେ କାଳେ ଫିଟିଯିବ ଗୁମର, ସତ ଜାଣି ନେଇଥିବା ଶିଷ୍ୟକୁ…

କନକ ବ୍ୟୁରୋ: ବାବା ମାନଙ୍କୁ ଆମେ ବହୁ ବାଟରେ, ବହୁ ଭାବରେ ଦେଖି ଆସିଛୁ । ବହୁ ବାବା ନୀତିଶିକ୍ଷା ଦେଉଥିବାବେଳେ ଆଉ କିଛି ବାବା ଭଗବାନଙ୍କ ନାଁ କହି ମଠ ବନାଇ ନିଜ ବଳାକ୍ରାରୀ ହେବାର ଉଦାହରଣ ରହିଛି । ଜେଲ ବି ଯାଇଛନ୍ତି, ସେମାନଙ୍କ ସାମ୍ରାଜ୍ୟ ଧ୍ୱଂସ ହୋଇଯାଇଛି । ତଥାପି ଚେତି…

ଡିଏନଏ ଟେଷ୍ଟ କହିବ କ୍ୟାନସର ସଠିକ୍ ରୂପରେଖ । ଟାର୍ଗେଟ ଥେରାପୀ ଲାଘବ କରିବ ରୋଗୀଙ୍କ କଷ୍ଟ

କନକ ବ୍ୟୁରୋ: କ୍ୟାନ୍ସର ରୋଗୀଙ୍କ ସମସ୍ୟା ଦୂର କରିବ ପ୍ରିସିସନ୍ ଅନକୋଲୋଜିି ବା ସଠିକ୍ ରୋଗ ନିରୂପଣ ଓ ଚିକିତ୍ସା । ଏହି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଯୋଗୁଁ କର୍କଟ ରୋଗରୁ ସୁସ୍ଥ ହେବା ସମ୍ଭାବନା ବଢ଼ିଯିବ । ପ୍ରଥମ ଥର ପାଇଁ ଓଡିଶାରେ କ୍ୟାନ୍ସର ରୋଗୀଙ୍କର ହେଉଛି ଡିଏନଏ ଟେଷ୍ଟ ।…

ଗଞ୍ଜେଇ ବେପାରୀ ଘରୁ ମିଳିଲା ୭୦ ଲକ୍ଷର ନଗଦ ଟଙ୍କା । ବିପୁଳ ପରିମାଣର ଟଙ୍କା ଦେଖି ତାଜୁବ୍ ହେଲେ ଅଧିକାରୀ

କନକ ବ୍ୟୁରୋ: ନିବାଚନ ସମୟରେ କଟକ ବୟାଳିଶମୌଜା ଅଞ୍ଚଳରୁ ଜବତ ହୋଇଛି ୭୦ ଲକ୍ଷ ନଗଦ ଟଙ୍କା । ଏହି ଟଙ୍କା ଦୁଇ ଗଞ୍ଜେଇ ବେପାରୀଙ୍କ ଘରୁ ଜବତ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ବି କରାଯାଇଛି । ହେଲେ ଏତେ ଟଙ୍କା କେଉଁଠୁ ଆସିଲା,…

କ୍ରିକେଟ କୁମ୍ଭମେଳାରେ କାହାର ଦାମ୍ କେତେ ? ୧୫ କୋଟି ୨୫ ଲକ୍ଷରେ ମୁମ୍ବାଇକୁ ଗଲେ ଇଶାନ କିଷାନ । ୧୪ କୋଟିରେ ଦୀପକ…

କନକ ବ୍ୟୁରୋ: ଫଟାଫଟ କ୍ରିକେଟ ଆଇପିଏଲ-୨୦୨୨ ପାଇଁ କେଉଁ ଖେଳାଳିଙ୍କୁ କିଏ କିଣିବ ? କାହାର ନିଲାମ ମୂଲ୍ୟ ସବୁଠାରୁ ଅଧିକ ହେବ? ଆଇପିଏଲ ନିଲାମ ଆରମ୍ଭ ହେବା ପରେ ଏହା ଉପରେ ରହିଥିଲା ସମସ୍ତଙ୍କ ନଜର । ନିଲାମିର ପ୍ରଥମ ଦିନରେ ଧୁଆଁଧାର ବ୍ୟାଟ୍ସମ୍ୟାନ ଇଷାନ କିସାନଙ୍କୁ ସର୍ବାଧିକ ୧୫ କୋଟି…