Daily Archives

October 7, 2021

ଶ୍ରୀମନ୍ଦିର ସମ୍ମୁଖରେ ପଶିଲା ଚାନ୍ଦବାଲି ବିଧାୟକଙ୍କ ଗାଡି : ୨ ହଜାର ଟଙ୍କା ଚାଲାଣ କାଟିଲା ପୋଲିସ

କନକ ବ୍ୟୁରୋ : ଶ୍ରୀମନ୍ଦିର ସମ୍ମୁଖ ଜଗାବଳିଆ ଲଜ୍‌ଠାରୁ ଶ୍ରୀନହର ଦେଇ ଉତ୍ତରଦ୍ବାର ପର୍ଯ୍ୟନ୍ତ କୌଣସି ଗାଡ଼ି ପାର୍କିଂ ହେବନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା । ତେଣୁ ଏହି ଅଞ୍ଚଳରେ ଦୈନିକ ଟ୍ରାଫିକ୍‌ ପୁଲିସ ଗାଡ଼ି ଉଠାଇବା ଯନ୍ତ୍ର ସହିତ ପଇଁତରା ମାରୁଛି । ଯେଉଁ ଗାଡ଼ି ଏହି ଅଞ୍ଚଳରେ…

ଏହି ସବୁ ଫଳ ଖାଇ ନିଜକୁ ଫିଟ୍‌ ରଖନ୍ତୁ, ଦୂରେଇ ଯିବ ଆଳସ୍ୟପଣ

କନକ ବ୍ୟୁରୋ : ବର୍ଷାଦିନରେ ଶରୀରରେ ସାମାନ୍ୟ ଅଳସୁଆ ପଣ ଆସିଥାଏ । ଆଉ ବର୍ଷାଦିନେ ଆପଣ ଯଦି ନିଜ ଶରୀରକୁ ସକ୍ରିୟ ରଖିବାକୁ ଚାହୁଥାନ୍ତି ତେବେ ଆପଣଙ୍କୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ପଡ଼ିବ । ଆପଣ ଯେତେ ପରିମାଣରେ ଫଳ ଖାଇବ‌େ ଶରୀର ଆପଣଙ୍କର ସେହି ଅନୁସାରେ ସୁସ୍ଥ ଓ ସକ୍ରିୟ ରହିବ ।…

ପାକିସ୍ତାନରେ ବଡ଼ ଧରଣର ଭୂମିକମ୍ପ ଝଟକା : ୨୦ ମୃତ, ୨୦୦ରୁ ଅଧିକ ଆହତ

କନକ ବ୍ୟୁରୋ : ଦକ୍ଷିଣ ପାକିସ୍ତାନରେ ଆଜି ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲର ଭୂମିକମ୍ପର ତାପମାତ୍ରା ୬ ଥିଲ । ଭୂମିକମ୍ପରେ ୨୦ ଜଣ ପ୍ରାଣ ହରାଇଥିବାବେଳେ ଭଗ୍ନାବଶେଷ ତଳେ ୨୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ…

ଆଜି ସରୁଛି ଆରୟନ ଖାନଙ୍କ ରିମାଣ୍ଡ ଅବଧି : କୋର୍ଟରେ କରାଯିବ ହାଜର

କନକ ବ୍ୟୁରୋ : ଡ୍ରଗ୍ସ କେସ୍ ମାମଲାରେ ଆଜି ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ କୋର୍ଟରେ ହାଜର କରାଯିବ । ରିମାଣ୍ଡ ଅବଧି ଶେଷ ହେବା ପରେ ଆରୟନଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ହାଜର କରିବ ଏନସିବି । ଆରୟନଙ୍କୁ ବେଲ୍ ମିଳିବ ନା ଜେଲ ଯିବେ ସେନେଇ ଆଜି କୋର୍ଟ ନିଷ୍ପତ୍ତି ନେବେ…

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ଭିମଭୋଇ ମେଡିକାଲ କଲେଜ ହଷ୍ଟେଲ ଝରକାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

କନକ ବ୍ୟୁରୋ : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ  । ବିଳମ୍ବିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି  ।…

ରାଜ୍ୟରେ ମହଙ୍ଗା ମାଡ଼ : ତେଲ ଦରଠୁ ଆରମ୍ଭ କରି ରୋଷେଇ ଗ୍ୟାସ ପରିବା ଦର ଆକାଶ ଛୁଆଁ

କନକ ବ୍ୟୁରୋ : ରାଜ୍ୟରେ ଏବେ ସବୁ ମହଙ୍ଗା ହେବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲଠାରୁ ଆରମ୍ଭ କରି ରୋଷେଇ ଗ୍ୟାସ, ପିଆଜ ଓ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । କରୋନା ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଥିଲେ ବି ମହଙ୍ଗା ମାଡ…