Daily Archives

October 7, 2021

ସାପ ଦ୍ୱାରା କରିଥିଲେ ହତ୍ୟା । ସୁପ୍ରିମକୋର୍ଟ କହିଲେ ଅଭିଯୁକ୍ତଙ୍କୁ ଦେଇହେବନି ଜାମିନ, ସାପ ବିଷ ଦ୍ୱାରା ହତ୍ୟା…

କନକ ବ୍ୟୁରୋ : ସାପ ଦ୍ୱାରା ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗର ଶୁଣାଣି କରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ବିଷଧର ସାପ ଦ୍ୱାରା କାହାକୁ ମାରିବା ଏବେ ନୂଆ ଟ୍ରେଣ୍ଡ ପାଲଟିଗଲାଣି, ଖାସକରି ରାଜସ୍ଥାନରେ ଏହା ଏବେ ସାମାନ୍ୟ ଘଟଣା ହୋଇ ସାରିଲାଣି ।…

ଭୁବନେଶ୍ୱର ବିଜେବି କଲେଜରେ ବିଜେଡିର ସାମାଜିକ କାର୍ଯ୍ୟକ୍ରମ । ସାମିଲ ହେଲେ ଶହ ଶହ ସଂଖ୍ୟାର ପୁରୁଣା ଓ ନୂଆ…

କନକ ବ୍ୟୁରୋ : ଭୁବନେଶ୍ୱର ବିଜେବି ସ୍ୱଂୟଶାସିତ କଲେଜରେ ବିଜୁ ଛାତ୍ର ଜନତା ଦଳର ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି ଶହ ଶହ ସଂଖ୍ୟାରେ ବର୍ତମାନ ଓ ପୁରାତନ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ନେତାମାନେ ଏକାଠି ହୋଇ ଝାଡୁ ମାରିବା ସହ ଗଛ ଲଗାଇଥିଲେ । ଏଠାରେ କୋଭିଡ ନିୟମର…

ଗାଇ ନା ମଇଁଷି କେଉଁ ଦୁଗ୍ଧରେ ରହିଥାଏ ଅଧିକ ପ୍ରୋଟିନ୍ ? ଜାଣନ୍ତୁ

କ୍ଷୀରକୁ ଏକ ସମ୍ପୁର୍ଣ୍ଣ ଆହାର ମନାଯାଏ ଯାହାକୁ ପିଇବା ଆମ ଶରୀର ପାଇଁ ଖୁବ୍ ଲାଭକାରୀ । ଏଥିପାଇଁ ଏହା ବିଷୟରେ ଜାଣିବା ବି ଆମପାଇଁ ଖୁବ୍ ଜରୁରୀ । କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହାଦ୍ୱାରା କୌଣସି ରୋଗ ଆମକୁ ଛୁଇଁ ବି ପାରିବ ନାହିଁ । ତେବେ ଗାଇ ଏବାଂ…

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୫୮୨ ଆକ୍ରାନ୍ତ, ଗଲା ୭ ଜୀବନ

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୮୩ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୩୭ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ୨୮୨ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଦେଶରେ ପୁଣି ୨୦ ହଜାର ପାର କରୋନା ସଂକ୍ରମଣ : ୨୪ ଘଂଟାରେ ୨୨,୪୩୧ ନୂଆ ପଜିଟିଭ

କନକ ବ୍ୟୁରୋ : ଦେଶରେ ପୁଣି ୨୦ ହଜାର ପାର ହେଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୨୨ ହଜାର ୪୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକରେ କରୋନା ଯୋଗୁଁ ଦିନକରେ ୩୧୮ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୨୪ ହଜାର ୬୦୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ…

ବିଶ୍ୱପ୍ରସିଦ୍ଧ ଜିମ୍ କର୍ବେଟ ନ୍ୟାସନାଲ ପାର୍କର ବଦଳିପାରେ ନାଁ! ମିଳିଲା ସଂକେତ, ଜାଣନ୍ତୁ କେଉଁ ନାମରେ ହୋଇପାରେ…

କନକ ବ୍ୟୁରୋ : ଭବିଷ୍ୟତରେ ଉତ୍ତରଖଣ୍ଡର ବିଶ୍ୱ ବିଖ୍ୟାତ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନ ‘ଜିମ୍‌ କର୍ବେଟ୍‌ ନ୍ୟାସନାଲ୍‌ ପାର୍କ’ର ନାମ ବଦଳି ‘ରାମଗଙ୍ଗା ଜାତୀୟ ଉଦ୍ୟାନ’ ହୋଇପାରେ। ୫୨୧ କିଲୋମିଟର୍‌ ପରିବ୍ୟାପ୍ତ ଭାରତର ଏହି ପ୍ରଥମ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ ସଂକ୍ରାନ୍ତରେ କେନ୍ଦ୍ର…