Daily Archives

August 14, 2021

ଦାନବ ପାଲଟିଲା ଜୀବନ ଦାତା: ଅପରେସନ୍ ବେଳେ ଡାକ୍ତର କାଟିଦେଲେ ବେକ ଶିର, ବେକ ସହ ହାତ ହେଲା ଅଚଳ

କନକ ବ୍ୟୁରୋ: ଇଏ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହାତିବାରୀ ଗ୍ରାମର ପର୍ଶୁରାମ ଦଳାଇଙ୍କ ଝିଅ ଦେବକୀ ଦଳାଇ, ତାଙ୍କୁ ଦେଖିଲେ ଆଉ ତାଙ୍କ ଯନ୍ତ୍ରଣାଭରା କଥା ଶୁଣିଲେ ଆପଣଙ୍କ ହୃଦୟ ବି ତରଳିଯିବ ।ଜଣଙ୍କ ସାମାନ୍ୟ ଭୁଲ ପାଇଁ ଜୀବନ ଯନ୍ତ୍ରଣା ଭୋଗୁଛି ଦେବକୀ । ବଂଚିବାକୁ ଇଚ୍ଛା…

ପୁଅର ରୋଗ ଧରାଇଦେଲା ମାଆର ପରକୀୟା ପ୍ରିତି । ମେଡିକାଲ ଟେଷ୍ଟରୁ ଆସିଲା କିଛି ଏଭଳି ରିପୋର୍ଟ, ପରିବାରରେ ଅଶାନ୍ତିର ଝଡ

କନକ ବ୍ୟୁରୋ : ପୁଅର ରୋଗ ଧରାଇଦେଲା ମାଆର ପରକୀୟା ପ୍ରିତି । ଆଉଟଲୁକ୍ ମାଗାଜିନରେ ପ୍ରକାଶିତ ଏଭଳି ଏକ ଖବରକୁ ନେଇ ଚର୍ଚ୍ଚା ହେଉଛି । ପୁଅର ଦେହ ଖରାପ ହେବା ପରେ ଜଣେ ଓଡିଆ ଦମ୍ପତି ଚିକିତ୍ସା ପାଇଁ ଦିଲ୍ଲୀ ନେଇଥିଲେ । ଏଚପିଏଲସି ପରୀକ୍ଷା ପରେ ପୁଅ ବଂଶାନୁକ୍ରମିକ ରୋଗ ସିକଲ-ସେଲ-ଆନାମାଆ…

ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର, ପୌରାଧ୍ୟକ୍ଷ । ଲୋକଙ୍କ ମତ ଲୋଡିଲେ ନଗର ଉନ୍ନୟନ ବିଭାଗ

କନକ ବ୍ୟୁରୋ : ମହାନଗର ନିଗମ ମେୟର ଓ ପୌରପାଳିକା ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି । ସେମାନଙ୍କୁ ଭୋଟରମାନେ ସିଧାସଳଖ ନିର୍ବାଚିତ କରିବେ । ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା । ପାଖାପାଖି ୩ ବର୍ଷ ପରେ ଏହି ସଂଶୋଧିତ ଆଇନ…

ନର୍ସଙ୍କୁ ଅସଦାଚରଣ କରି ଥାନାରେ ଅଟକ ଡାକ୍ତର ବାବୁ । ପୀଡିତାଙ୍କ ଅଭିଯେଗା ପରେ ଉଠାଇ ଆଣିଲା ପୁଲିସ

କନକ ବ୍ୟୁରୋ : ମହିଳା ନର୍ସଙ୍କୁ ଅଶାଳୀନ ବ୍ୟବହାର କରି ଥାନାରେ ଅଟକ ଡାକ୍ତର । ପାରାଦୀପ ବନ୍ଦର ଚିକିତ୍ସାଳୟର ଜଣେ ଡାକ୍ତର ଜଣେ ମହିଳା ନର୍ସଙ୍କୁ ଅସଦାଚରଣ କରିବା ଅଭିଯୋଗ ହୋଇଛି । ଗତ କିଛି ମାସ ତଳେ ସମ୍ପୃକ୍ତ ଡାକ୍ତର ବାଦଲ ସିଂ ପାରାଦୀପ ବନ୍ଦର ଚିକିତ୍ସାଳୟରେ ନିଯୁକ୍ତି ପାଇଛନ୍ତି ।…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପେକ୍ଷା କରିଛନ୍ତି ୨ଲକ୍ଷ ୨୧ହଜାର ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ । ୨ଲକ୍ଷ ୨୧ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଏହାସହ ଧନ୍ଦାମୂଳକରେ ୬ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ଦଶମ ଶ୍ରେଣୀର ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଯୁକ୍ତ ଦୁଇରେ ଥିବା…