Daily Archives

August 14, 2021

ମାର୍କରେ ଅସନ୍ତୁଷ୍ଟ ଥିଲେ ଅଫଲାଇନ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ୨୧ ତାରିଖ ସୁଦ୍ଧା ପରୀକ୍ଷା ପାଇଁ ବିଜ୍ଞପ୍ତି…

କନକ ବ୍ୟୁରୋ: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପରୀକ୍ଷାର୍ଥୀ ଯଦି ମାର୍କରେ ଅସନ୍ତୁଷ୍ଟ ଥାନ୍ତି ତେବେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ୨୧ ତାରିଖ ସୁଦ୍ଧା ଅଫଲାଇନରେ ପରୀକ୍ଷା ପାଇଁ…

ପଞ୍ଜାବ ସରକାରଙ୍କ ବଡ ଘୋଷଣା, ରାଜ୍ୟରେ ପ୍ରବେଶ ପାଇଁ ଟିକାର ଉଭୟ ଡୋଜ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ…

କନକ ବ୍ୟୁରୋ : କରୋନା କଟକଣାକୁ ନେଇ ପୁଣି କଠୋର ହୋଇଛନ୍ତି ପଞ୍ଜାବ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଘୋଷଣା କରିଛନ୍ତି କି ବାହାର ରାଜ୍ୟରୁ ପଞ୍ଜାବକୁ ଆସୁଥିବା ଲୋକମାନଙ୍କ ପାଇଁ ଟିକାର ଉଭୟ ଡୋଜ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଅନିବାର୍ଯ୍ୟ । ଶନିବାର…

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପରୀକ୍ଷାର୍ଥୀ ପାସ୍ ।

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ସିଏଚଏସଇ କାର୍ଯ୍ୟାଳୟରୁ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ଉତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ୩୦…

ମଧ୍ୟପ୍ରଦେଶ: ଗ୍ୱାଲିୟର ମହାରାଜ ବାଡାରେ ତ୍ରୀରଙ୍ଗା ଲଗାଇବା ବେଳେ ଦୁର୍ଘଟଣା, ୩ କର୍ମଚାରୀ ମୃତ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଗ୍ୱାଲିୟର ନିକଟରେ ଥିବା ଐତିହାସିକ ମହାରାଜା ବାଡାରେ ହାଇଡ୍ରୋଲିକ ଫାୟାର ବ୍ରିଗେଡ ତରଫରୁ ନଗର ନିଗମ କୋଠା ଉପରେ ତ୍ରୀରଙ୍ଗା ଲଗାଇବା ବେଳେ ବଡ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଫଳରେ ନଗର ନିଗମର ୩ ଜଣ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଏହି କର୍ମଚାରୀମାନେ…

ସ୍ୱାଧୀନତା ଦିବସ ପୂର୍ବରୁ ଲାଲକିଲ୍ଲାରେ ଏମିତି ହୋଇଛି ସୁରକ୍ଷା ବ୍ୟବସ୍ଥା, ୩ ଶହ ସିସିଟିଭି ସହ ୫ହଜାର ଯବାନ ନିୟୋଜିତ

କନକ ବ୍ୟୁରୋ : ଆସନ୍ତା କାଲି ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଏହି କ୍ରମରେ ଦିଲ୍ଲୀର ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡାଇବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଯେଭଳି କିଛି ଅଘଟଣ ନଘଟେ ତାହାକୁ ନଜରରେ ରଖି ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ପୁରା…

ଅନଲକ୍ ହେଲା ରାହୁଲ ଗାନ୍ଧୀଙ୍କ ଟ୍ୱିଟର, ଦିଲ୍ଲୀ ନାବାଳିକା ହତ୍ୟା ମାମଲାର ଫଟୋ ସେୟାର କରିବା ପରେ ହୋଇଥିଲା ଲକ୍

କନକ ବ୍ୟୁରୋ : ଟ୍ୱିଟର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ଅନଲକ୍ କରିଛି । ରାହୁଲ ଗାନ୍ଧୀ ଦିଲ୍ଲୀର କେଣ୍ଟ ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ପିଡୀତାଙ୍କ ପରିବାର ସହ ଫଟୋ ସେୟାର କରିବା ପରେ ଟ୍ୱିଟର ପକ୍ଷରୁ ରାହୁଲ ଗାନ୍ଧୀଙ୍କ…