Daily Archives

February 18, 2021

ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ । ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବୀ ।

କନକ ବ୍ୟୁରୋ: ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବୀ  । ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଝିରେ ପ୍ରତିବାଦ କଲେ ବିଜେପିର ସଦସ୍ୟବୃନ୍ଦ । ଏପରିକି ବଜେଟ୍ ଅଧିବେଶନ ନେଇ ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲୁଥିବାବେଳେ…

ଜୟଦେବ ଭବନ ସାମ୍ନାରେ ପୁଣି ଆତ୍ମାହୂତି ଉଦ୍ୟମ : ଆତ୍ମାହୂତି ଉଦ୍ୟମ ବେଳେ କାବୁ କଲା ପୋଲିସ; ମହିଳା ଜଣଙ୍କ କୁଜଙ୍ଗ…

କନକ ବ୍ୟୁରୋ :ଭୁବନେଶ୍ୱରରେ ପୁଣି ମହିଳାଙ୍କ ଆତ୍ମାହୂତି ଉଦ୍ୟମ । ଏଜି ଛକ ନିକଟ ଜୟଦେବ ଭବନ ସମ୍ମୁଖରେ ଜଣେ ମହିଳା ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । ତାଙ୍କ ପୁଅଙ୍କ ହତ୍ୟା ମାମଲାକୁ ପୋଲିସ ଚାପି ଦେଇଥିବା ପ୍ରତିବାଦରେ ସେ ଏହି ଆତ୍ମାହୂତି ଉଦ୍ୟମ କରିଥିବା ଜଣାପଡିଛି…

ବାଇ-ଲ ପ୍ରତ୍ୟାହାର ଦାବିରେ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ସ୍ମାରକପତ୍ର ଦେବାକୁ ଯିବାବେଳେ ସୁପରିଟେଣ୍ଡେଂଟ…

କନକ ବ୍ୟୁରୋ : ବଢ଼ୁଛି ବାଇ-ଲ ବିବାଦ । ଏନଏମଏ ବାଇ-ଲକୁ ଏକାମ୍ରକ୍ଷେତ୍ରରୁ ପ୍ରତ୍ୟାହାର ଦାବିରେ ଏଏସଆଇ ଅଫିସ ସମ୍ମୁଖରେ ଧାରଣା । ବ୍ରହ୍ମେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ବ୍ରହ୍ମେଶ୍ୱର ପାଟଣା ଅଂଚଳବାସୀ ଧାରଣା ଦେଇଛନ୍ତି । ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର ଦେବାକୁ ଯାଇଥିବାବେଳେ…

ଓଡିଶା ଖଣି ନିଗମର ୨ଟି ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡ଼ିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି।…

ସାରାଦେଶରେ ୪ ଘଂଟିଆ ରେଳରୋକ : ପାଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ; ଉତ୍ତରପ୍ରଦେଶ, ହରିୟାଣା, ପଂଜାବ ଓ…

କନକ ବ୍ୟୁରୋ : ଚାଷୀଙ୍କ ରେଳ ରୋକ୍ । କୃଷକ ଆନ୍ଦୋଳନକୁ ସମର୍ଥନ କରି ୪ ଘଂଟିଆ ରେଳରୋକ କରୁଛନ୍ତି ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଏହାକୁ ନଜରରେ ରଖି ପଂଜାବ, ହରିୟାଣା, ଉତ୍ତରପ୍ରଦେଶ ଓ…

କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ : ବିଧାନସଭା ଚାରିପଟୁ ରାସ୍ତା ସିଲ୍; ବିଭିନ୍ନ ସ୍ଥାନରେ କଡା…

କନକ ବ୍ୟୁରୋ : କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ । ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବାରୁ ବିଧାନସଭା ଚାରିପଟୁ ରାସ୍ତା ସିଲ କରିଛି ପୋଲିସ । ଏଥିସହ ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଯେଉଁମାନେ ବିଧାନସଭା ଓ ଲୋକସେବା ଭବନକୁ ଯାଉଛନ୍ତି ସେମାନଙ୍କୁ ଛଡାଯାଉଛି ।…