Daily Archives

February 18, 2021

ବଜେଟ୍ ଅଧିବେଶନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ରାଜ୍ୟର ସୀମାକୁ ନେଇ ସଚେତନ ନୁହଁନ୍ତି ସରକାର ।

କନକ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନରେ ଉଠିଲା କୋଟିଆ କଳି । ପ୍ରଥମ ଦିନରୁ ବିରୋଧୀ କୋଟିଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ।  ଆଜି ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ବିଜେପି ଓ କଂଗ୍ରେସ ଏବଂ ଗୃହ ବାହାରକୁ ଆସି ବିରୋଧୀ କହିଛନ୍ତି ରାଜ୍ୟର ସୀମାର…

ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ମୁମ୍ବାଇ…

କନକ ବ୍ୟୁରୋ:  ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇ ଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ମୁମ୍ବାଇ ପୋଲିସ । ବୁଧବାର ମିଳିଥିବା ଖବର ଅନୁସାରେ, ମୁମ୍ବାଇ ପୋଲିସର ସାଇବର ସେଲ୍ ଦୁଇଜଣ ବ୍ୟକ୍ତିଙ୍କର ଟୁଇଟକୁ ଟ୍ରାକ୍ କରିବା ସହିତ ସେମାନେ ଆତ୍ମହତ୍ୟା…

ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ପରେ ପଲିଟିକ୍ସ: ବିଜେଡି କହିଲା, ଲୋକଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ମାଗୁ…

କନକ ବ୍ୟୁରୋ: ପରୀ ମାମଲାରେ କିଏ ମାଗିବ କ୍ଷମା । ଏହାକୁ ନେଇ ବିଜେଡି-ବିଜେପି କଥା କଟାକଟି । ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ହତ୍ୟାକାଣ୍ଡ ନେଇ ସ୍ୱୀକାରୋକ୍ତି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଉପରେ ଆକ୍ରମଣ କରିଛି ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ…

ମୋଦି କହିଥିଲେ, ଯେଉଁ ସରକାର ତୈଳ ଦର ନିୟନ୍ତ୍ରଣ କରିପାରେନି ସେ ଦେଶଦ୍ରୋହୀ, ତା’ହେଲେ ଏବେ କ’ଣ ଦେଶଦ୍ରୋହୀ ଦେଶକୁ…

କନକ ବ୍ୟୁରୋ: ଅହେତୁକ ଭାବେ ବଢ଼ି ବଢ଼ି ଚାଲିଛି ତୈଳ ଦର । ଆଉ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ନିଶାନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା କରିଛନ୍ତି । ନରସିଂହ କହିଛନ୍ତି ଯେ, ଯେତେବେଳେ ମୋଦି ଗୁଜୁରାଟର…

କଙ୍ଗନାଙ୍କ ଟାର୍ଗେଟରେ ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ । ଟ୍ୱିଟ୍ ଯୋଗେ ବ୍ୟକ୍ତ କଲେ ଅସନ୍ତୋଷ । କହିଲେ ବାଇଡେନ୍…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ବେଳେ ଉଭୟ ଦେଶର ଲୋକଙ୍କର ସୁରକ୍ଷା, ବିକାଶ, ସ୍ୱାସ୍ଥ୍ୟ ଓ ଜୀବୀକାକୁ ସୁରକ୍ଷିତ କରିବା ନେଇ କଥା ହେବା ସହ ସ୍ୱତନ୍ତ୍ର ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ…

ଆଇପିଏଲ ନିଲାମୀ ପୂର୍ବରୁ ଓହରିଲେ ଇଂଲଣ୍ଡ ଖେଳାଳି ମାର୍କ ଉଡ୍ । ଜାଣନ୍ତୁ ଓହରିବା ପଛର କାରଣ?

କନକ ବ୍ୟୁରୋ : ଆଇପିଏଲର ୧୪ ତମ ସଂସ୍କରଣର ଖେଳାଳି ନିଲାମ ପୂର୍ବରୁ ନିଲାମୀ ପ୍ରକ୍ରିୟାରୁ ଓହରିଲେ ଇଂଲଣ୍ଡର ପେସ ବୋଲର ମାର୍କ ଉଡ । ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ନିଲାମୀରୁ ସେ ଓହରି ଯାଇଥିବା ଦର୍ଶାଇଛନ୍ତି । ଆଜି ଚେନ୍ନାଇରେ ଆଇପିଏଲ ପାଇଁ ୨୯୨ ଖେଳାଳିଙ୍କୁ ନିଲାମୀ ପାଇଁ ସର୍ଟ…