Daily Archives

September 9, 2020

ନୟାଗଡ ଇଟାମାଟି ଅଂଚଳରେ ଜମିବାଡି ବିବାଦର ଉଗ୍ରରୂପ: ରାତିରେ ଘରୁ ଫେରିବାବେଳେ ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ…

କନକ ବ୍ୟୁରୋ : ଜମିବାଡି ବିବାଦକୁ କେନ୍ଦ୍ର କରି କଳି ପରେ ଗାଁ ଦାଣ୍ଡରେ ହାଣିି ଯୁବକକୁ ହତ୍ୟା କଲେ । ଜମି ବିବାଦ ନେଇ ଥାନାରେ ଅଭିଯୋଗ କରିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ଗାଁରେ । ଘର…

ଅସ୍ତରଙ୍ଗ ବରଦା ନଦୀରେ ଶତାଧିକ ବେଆଇନ ବାକ୍ସଜାଲ: ମାଛବଂଶ ଲୋପ ନେଇ ଚିନ୍ତାରେ ଗାଁ ଲୋକେ; ୩ କି.ମି. ଯାଏଁ…

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବରାଦ ନଦୀରେ ଲୋପ ପାଇଯିବ ମାଛ ବଂଶ । ଏପରି ଆଶଂକା କଲେଣି ମଧୁପୁର ଗାଁ ଲୋକେ । ନଦୀରେ ମାଳ ମାଳ ବେଆଇନ୍ ବାକ୍ସ ଜାଲ ବସିବା ପରେ ଏପରି ଏକ ଆଶଙ୍କା ଦେଇ ଗତି କରୁଛନ୍ତି ଗ୍ରାମବାସୀ । କେତେକ ମାଛ ଧରାଳି ନଦୀରେ ପ୍ରାୟ ୩ କିଲୋମିଟର ଦୂରତା ଯାଏଁ ଶହେରୁ…

ବିବାଦ ମଧ୍ୟରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ଯିବେ ମୁମ୍ବାଇ : ମଣ୍ଡିରୁ ବାହାରିଲେ ଚଣ୍ଡୀଗଡ; ମୁମ୍ବାଇକୁ ପିଓକେ…

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ମୁହଁ ଖୋଲି ଚର୍ଚାରେ ଥିବା ବଲିଉଡ୍ ଅଭିନେତ୍ରା କଙ୍ଗନା ରଣାୱତଙ୍କର ଦ୍ୱିତୀୟ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ କଙ୍ଗନାଙ୍କର ମୁମ୍ୱାଇ ଆସିବା ରାସ୍ତା ସଫା ହୋଇ ଯାଇଛି । କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା…

ଭୁବନେଶ୍ୱର ହେଲ୍ପଲାଇନ୍ ହେଲା ୨୪ ଘଣ୍ଟିଆ: ୧୯୨୯ ନମ୍ବରରେ ଫୋନ୍ କଲେ ମିଳିବ ତୁରନ୍ତ ସହାୟତା; ତିନିଟି ସିଫ୍ଟରେ କାମ…

କନକ ବ୍ୟୁରୋ: ରାଜଧାନୀରେ କରୋନା ଆକ୍ରାନ୍ତଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେବା, ତୁରନ୍ତ ସେବା ଯୋଗାଇବା, କାଉନସେଲିଂ କରିବା ଭଳି ୨୪ଘଣ୍ଟିଆ ସେବା ପାଇଁ ବିଏମସି ପକ୍ଷରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ସହଯୋଗରେ ଭୁବନେଶ୍ବର ଅପରେସନ୍ ସେଣ୍ଟରରେ ୨୪ଘଣ୍ଟିଆ ହେଲପ୍ଲାଇନ୍ ନମ୍ବର…

ଅକ୍ଟୋବର ୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ : ୬ ବିଶ୍ୱବିଦ୍ୟାଳୟ କୁଳପତି ପାଇଁ ଆଉଥରେ ଆବେଦନ

କନକ ବ୍ୟୁରୋ : କାର୍ଯ୍ୟକାଳ ଶେଷ ହୋଇଥିବା ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ପୁଣି ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପରେ ବଞ୍ଚିତ ହୋଇଥିବା ପ୍ରଫେସରଙ୍କୁ ସୁଯୋଗ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ଏଥିପାଇଁ…

କରୋନା ଖୋଲିବ କି ଆସିକା ସୂତାକଳ ଭାଗ୍ୟ ? ଜଗିଛନ୍ତି ସୁରକ୍ଷାକର୍ମୀ, ପୁନରୁଦ୍ଧାର ଚିନ୍ତା ନାହିଁ

କନକ ବ୍ୟୁରୋ : ଆସିକା ନିକଟସ୍ଥ କଲେଜଛକ ଠାରେ ଥିବା ସୂତାକଳ। ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ବହନ କରୁଥିବା ଏହି ସୂତାକଳ ଆଜି ଭୂତକୋଠି ପାଲଟି ଯାଇଛି। ୧୯୮୩ ମସିହାରେ ନିର୍ମିତ ଏହି ସୂତାକଳ ବନ୍ଦ ହୋଇ ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ସାରିଲାଣି ସତ। କିନ୍ତୁ ଏହାର ପୁନରୁଦ୍ଧାର…