Daily Archives

September 4, 2020

କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା : ସକ୍ରିୟ ରୋଗୀଙ୍କ ତୁଳନାରେ ସାଢ଼େ ୩ଗୁଣା ରୋଗୀ ସୁସ୍ଥ ; ସେପଟେ…

କନକ ବ୍ୟୁରୋ : କରୋନା ସଂକ୍ରମଣରେ ସବୁ ଜିଲ୍ଲାକୁ ପଛରେ ପକାଇ ଦେଇଛି ଖୋର୍ଧା। ଗତ ୨୪ଘଣ୍ଟାରେ ଖୋର୍ଧାରେ ୭୨୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ପୂର୍ବରୁ ସଂକ୍ରମଣ ତାଲିକାରେ ଆଗରେ ଥିବା ଗଞ୍ଜାମକୁ ମଧ୍ୟ ପଛରେ ପକାଇ ଦେଇଛି। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଆଉ ନିୟନ୍ତ୍ରଣରେ ନାହିଁ।…

ଭାରତରେ କରୋନା : ଦିନକରେ ୮୩,୮୮୩ ସଂକ୍ରମିତ, ୫ ରାଜ୍ୟରେ ସ୍ଥିତି ସଂଗିନ

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮୩ ହଜାର ୮୮୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧ହଜାର ୪୩ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୬ରେ ପହଞ୍ଚିଥିବାବେଳେ ୬୭ ହଜାର ୩୭୬ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। ତେବେ ଜାତୀୟ ଆରୋଗ୍ୟ…

ଗୃହ ପୃଥକବାସଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ : ୧୯୨୯ ନମ୍ବରରେ ଫୋନ୍‌ କଲେ ସହାୟତା ମିଳିବ; ରାତିରେ ସଜାଗ…

କନକ ବ୍ୟୁରୋ : ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ବିଏମ୍‌ସି ଚିକିତ୍ସା ଯୋଗାଇ ପାରୁ ନଥିବା ଏବଂ ଆକ୍ରାନ୍ତଙ୍କ ପାଖରେ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚୁ ନଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପାଇବା ପରେ ବିଏମ୍‌ସି ପକ୍ଷରୁ ତତ୍ପରତା ଦେଖାଦେଇଛି। …

ଶବ ସତ୍କାରକୁ ନେଇ ବିବାଦ : ଦରପୋଡ଼ା ଶବକୁ ନିଜ ଜମିରେ ପୋତିଲେ

କନକ ବ୍ୟୁରୋ :  ଘଷିପୁରା ବ୍ଲକ୍‌ ରାଧିକାଦେଇପୁର ଗ୍ରାମରେ ଆଜି ଘଟିଛି ଅମାନବୀୟ ଘଟଣା। ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ପରେ କିଛି ଲୋକ ଗାଁ ଶ୍ମଶାନରେ ଶବ ପୋଡ଼ିବାକୁ ଦେଇ ନଥିଲେ। ପରେ ବିବାଦ ଏଭଳି ରୂପ ନେଲା ଯେ ପରିବାର ଲୋକେ ବାଧ୍ୟହୋଇ ଦରପୋଡ଼ା ଶବକୁ ଜୁଇରୁ ନେଇ ନିଜ ଜମିରେ…

ଭୁବନେଶ୍ୱର ସ୍ଥିତି ଅଣାୟତ୍ତ : ‌‌ଦୈନିକ ସଂକ୍ରମଣ ୫ଶହରୁ ଖସୁନି‌, ସକ୍ରିୟ ‌ରୋଗୀଙ୍କ ସଂଖ୍ୟା ସାଢ଼େ ୪ ହଜାର ଟପିଲା

କନକ ବ୍ୟୁରୋ : ରାଜଧାନୀରେ କରୋନା ମିଟର ୫ଶହ ତଳକୁ ଖସୁନି। ଲଗାତାର ଦ୍ବିତୀୟ ଦିନ ଲାଗି ଭୁବନେଶ୍ବରରେ ‌ରେକର୍ଡ ସଂଖ୍ୟକ ୫୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଭୁବନେଶ୍ବରରେ ୧୧୨୧ ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ଜିଲ୍ଲା ତୁଳନାରେ ଭୁବନେଶ୍ବରରେ ଦୈନିକ ସଂକ୍ରମିତଙ୍କ…

ଉଠା ଜଳସେଚନ କେନାଲରେ ବୁଡି ୨ ନାବାଳିକା ମୃତ । ଶବ ଉଦ୍ଧାର କଲା ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : କେନାଲ ପାଣି ସ୍ରୋତରେ ଭାସିଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ । ଏଭଳି ଦୃଦୟବିଦାର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗାଁରେ । ଗାଁ ନିକଟରେ ବୋହିଯାଉଥିବା ନିବ ନିର୍ମିତ ଉଠାଜଳସେଚନ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ସଂପର୍କୀୟ…