Daily Archives

August 27, 2020

ଦାଉ ସାଧିଲା ବର୍ଷା ପାଣି : ପୁରୀର ସତ୍ୟବାଦୀ ଅଂଚଳରେ ବିଲରେ କୁତ୍ରିମ ନଦୀର ଭ୍ରମ, ବନ୍ୟାରେ ଧାନ ବିଲରେ ପହଁରିଲେ…

କନକ ବ୍ୟୁରୋ : ଦାଉସାଜିଲା ଲଘୁଚାପଜନିତ ବର୍ଷା । ଚାରିଆଡେ  କୁତ୍ରିମ ଚିଲିକାର ଭ୍ରମ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସତ୍ୟବାଦୀ ବ୍ଲକରେ । ବ୍ଲକର ବାଗଲପୁର, ପଦ୍ମପୁର, କହଳପଡା,ବିଲସାହି ଓ  ଢିହସାହିରେ ହଜାର ହଜାର ହେକ୍ଟର ଜମିରେ ଧାନ ଚାଷ ନଷ୍ଟ ହେବାକୁ ବସିଲାଣି । …

ବର୍ଷା କଲା ବେହାଲ : ବାଲେଶ୍ୱର ବସ୍ତା ହସ୍ପିଟାଲ ପରିସରରେ ପଶିଲା ପାଣି; ବିଭିନ୍ନ ୱାର୍ଡରେ ଲହରୀ ମାରୁଛି ଫୁଟେ ଉଚ୍ଚର…

କନକ ବ୍ୟୁରୋ : ଡାକ୍ତରଖାନାରେ ପଶିଲା ବର୍ଷା ପାଣି । ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲହଡି ମାରିଛି ବର୍ଷା ପାଣି । ଲଘୁଚାପ ଜନିତ ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ପ୍ରବଳ ବର୍ଷା ହୋଇଛି । ଭୀଷଣ ବର୍ଷା ଯୋଗୁଁ ପାଣି ନିଷ୍କାସନ ହୋଇପାରିନଥିବା ବେଳେ ବସ୍ତା ଗୋଷ୍ଠୀ…

ବନ୍ୟାପାଣିରେ ଆଠଗଡର ଭଟ୍ଟାରିକା ପୀଠରେ ପଶିଲା ପାଣି : ମନ୍ଦିର ଭିତର ଲହଡି ଭାଙ୍ଗୁଛି ୩ ଫୁଟର ଜଳ; ପାହାଡ ଉପରକୁ…

କନକ ବ୍ୟୁରୋ : ଆଠଗଡ ବଡମ୍ବା ମାଆ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ । ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମନ୍ଦିରରେ ପଶିଛି । ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଛି । ପାଣି ପଶିବା ପରେ ମାଆ ଭଟ୍ଟାରିକାଙ୍କୁ ପାହାଡ ଉପରକୁ ସ୍ଥାନାନ୍ତର…

ମଥାନିରେ ବିପଦ ସଙ୍କେତ ଉପରେ ଜଳକା ନଦୀର ବନ୍ୟା ଜଳ : ବିପଦ ସଙ୍କେତ ୫.୫୦ ମିଟର, ଜଳସ୍ତର ୭.୦୫ ମିଟର ; ୭ଟି ପଞ୍ଚାୟତର…

କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରଭାବିତ ହେଉଥିବା ଜଳକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବା ବେଳେ ଆଜି ସକାଳ ସୁଦ୍ଧା ୭ ଦଶମିକ ଶୂନ ପାଂଚ ମିଟର ଜଳ ପ୍ରଭାବିତ…

ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ : ଭାରତ ସହ ସୀମାରେ ବିବାଦ ଚାଲିଥିବାବେଳେ ଚୀନକୁ ଝଟକା ଦେଲା ଶ୍ରୀଲଙ୍କା : ଶ୍ରୀଲଙ୍କା…

କନକ ବ୍ୟୁରୋ : ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା । ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ଷେ କହିଛନ୍ତି । ସେ କହିଛନ୍ତି ଯେ, ଶ୍ରୀଲଙ୍କା “ପ୍ରଥମେ ଭାରତ’ ନୀତି ଆପଣେଇବ । ଭାରତ…

ଭୁବନେଶ୍ୱର ନାଲକୋ ଛକରେ ରାତି ଅଧରେ ମର୍ମନ୍ତୁଦ ଦୁର୍ଘଟଣା : କାର କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ମୃତ; ୨…

କନକ ବ୍ୟୁରୋ : ଭୁବନେଶ୍ୱର ଅଧରାତିରେ ର୍ମମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ୨ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଦ୍ରୁତଗତିରେ କାର ଆସୁଥିବାବେଳେ ଏହି…