Daily Archives

August 27, 2020

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ନିଟ୍, ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୋଦିଙ୍କୁ ଅନୁରୋଧ କଲେ ନବୀନ…

କନକ ବ୍ୟୁରୋ : ନିଟ ଓ ଜେଇଇ ପରୀକ୍ଷା ଘୁଂଚାଇବାକୁ କେନ୍ଦ୍ରକୁ ପୁଣିଥରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, କୋଭିଡ ଓ ରାଜ୍ୟର ବନ୍ୟା ପରିସ୍ଥିତି ଦୃଷ୍ଟିରୁ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଭୁବନେଶ୍ୱର ଫରେନସିକ୍ ଲାବରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି । ଭୁବନେଶ୍ୱର ଫରେନସିକ ଲାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଆଗକୁ ତଦନ୍ତ ଘେରର ଥିବା ଅନ୍ୟ ବ୍ୟକ୍ତିମାନଙ୍କର ମଧ୍ୟ ଲାଇ ଡିଟେକ୍ସନ…

ଗୋଟିଏ ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ଆକ୍ରାନ୍ତ : କନ୍ଧମାଳ ତୁମୁଡିବନ୍ଧ ଷ୍ଟେଟ ବ୍ୟାଙ୍କକୁ ସିଲ କଲା ଜିଲ୍ଳା…

କନକ ବ୍ୟୁରୋ : ଗୋଟିଏ ବ୍ୟାଙ୍କର ସମସ୍ତ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ବ୍ୟାଙ୍କକୁ ସିଲ କରିଛି ପ୍ରଶାସନ । କନ୍ଧମାଳ ଜିଲ୍ଲାର ତୁମୁଡି ବନ୍ଧ ଷ୍ଟେଟବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ କର୍ମଚାରୀଙ୍କୁ ସରକାରୀ ସଙ୍ଗରୋଧରେ…

ଦେଶରେ ୨୪ ଘଂଟା ହଜାରେ ୨୩ ମୃତ : କରୋନା ମୃତ୍ୟୁସଂଖ୍ୟା ୬୦ ହଜାର ୪୭୨କୁ ବୃଦ୍ଧି; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା…

କନକ ବ୍ୟୁରୋ : ଉପରମୁହାଁ ହେଉଛି କରୋନାଗ୍ରାଫ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ଟପିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୫ ହଜାର ୭ ଶହ ୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହଜାରେ ୨୩ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ଦେଶରେ ମୃତ୍ୟୁସଂଖ୍ୟା ୬୦ ହଜାର ପାର କରିଛି ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା : ଡ୍ରଗ୍ସ କାରବାରରେ ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ନେଇ ଜାତୀୟ ଗଣମାଧ୍ୟମରେ…

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଛନ୍ଦି ହୋଇପଡିଥିବା ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି ।  ତାଙ୍କର କିଛି ହ୍ୱାଟ୍ସଆପ୍ ଚାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । …

କରୋନା ପାଇଁ ରାଜ୍ୟରେ ବଢୁଛି ନମୁନା ପରୀକ୍ଷା : ୨୪ ଘଂଟାରେ ରେକର୍ଡ ୬୮ ହଜାର ୯୦ ନମୁନା ପରୀକ୍ଷା, ୬୦ ହଜାର ୬୮୬…

କନକ ବ୍ୟୁରୋ : ଉପରମୁହାଁ ହେଉଛି କରୋନା ଗ୍ରାଫ । ଆଉ କରୋନା ମୁକାବିଲା ପାଇଁ ରାଜ୍ୟରେ ଟେଷ୍ଟିଂ ସଂଖ୍ୟାକୁ ବଢାଉଛନ୍ତି ରାଜ୍ୟ ସରକାର । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୮ହଜାର ୯୦ଟି ନମୁନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ ୬୦ ହଜାର ୬୮୬ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୭ ହଜାର ୨୮୮…