Daily Archives

August 27, 2020

ରୁପାରେ ଝଲସିବ ଶ୍ରୀମନ୍ଦିରର ସାତ ଦ୍ୱାର । ମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟରେ ଲାଗିବ ଏକ କ୍ୱିଂଟାଲ ରୁପାର…

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଲାଗିବ ରୂପା ଦ୍ୱାର । ରୂପାରେ ଝଲସିବ ବଡ ଦେଉଳର ସାତଟି ଦ୍ୱାର । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର,…

ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ଚାକିରି ଦେଇଥିଲେ, ଏବେ ଘର କରିଦେବେ । ବେସାହାରା ପ୍ରବାସୀ ଶ୍ରମିକଙ୍କ ମୁଣ୍ଡ…

ବଡ଼ ଦିଲୱାଲା ସୋନୁ ସୁଦ୍...ଚାକିରି ସହ ଘର ବି ଦେବେ । କନକ ବ୍ୟୁରୋ : ସୋନୁ ସୁଦ୍ : ପ୍ରତିଟି ଭାରତୀୟଙ୍କ ହୃଦୟ ଭିତରେ ଏଇ ନାଁ ଏକ ଘରଟିଏ କରିସାରିଛି । ଅସହାୟଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ସୋନୁଙ୍କୁ ଯିଏ ଯେଉଁଠୁ ବି ସାହାଯ୍ୟ ପାଇଁ ଗୁହାରି କରୁଛି, ଦେବଦୂତ ସାଜି ସାହାଯ୍ୟ…

ଆକାଶରେ ବଢିବ ଭାରତର ଶକ୍ତି । ଇସ୍ରାଏଲରୁ ଆଉ ଦୁଇଟି ଫାଲକନ୍ ଏଡବ୍ଲୁଏସିଏସ ଅର୍ଡର କରିବ ଭାରତ, ଯୁଦ୍ଧବିମାନକୁ ଚିହ୍ନଟ…

କନକ ବ୍ୟୁରୋ : ଇସ୍ରାଏଲରୁ ଆଉ ଦୁଇଟି “ଫାଲକନ୍” ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ (ଏଡବ୍ଲ୍ୟୁଏସିଏସ) ବିମାନ କିଣିବା ପାଇଁ ଭାରତ ବର୍ତ୍ତମାନ ପ୍ରାୟ ୧ବିଲିୟନ ଡଲାରର ଚୁକ୍ତିକୁ ସିଲ୍ କରିବାକୁ ଯାଉଛି, ଯାହା ଅତୀତରେ ଅଧିକ ଖର୍ଚ୍ଚ ହେତୁ ଅତି କମରେ ଦୁଇଥର ସ୍ଥଗିତ…

ଅନୁଷ୍କା ଶର୍ମା ଗର୍ଭବତୀ ହୋଇଥିବା ନେଇ ଟୁଇଟ କରି ଖୁସି ଖବର ଦେଲେ ବିରାଟ । ଆସନ୍ତା ଜାନୁୟାରୀରେ ନୂଆ ଅତିଥୀଙ୍କୁ…

କନକ ବ୍ୟୁରୋ : ବାପା ହେବେ ବିରାଟ । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜ ଫେସବୁକ ଏବଂ ଟ୍ୱିଟର ପେଜରେ ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ସେ ଲେଖିଛନ୍ତି ଜାନୁଆରୀ ୨୦୨୧ ବେଳକୁ ସେମାନେ ପିତାମାତା ହେବାକୁ ଯାଉଛନ୍ତି । ଏହି ଫଟୋରେ ଉଭୟ…

ମହାମାରୀରେ ୭ ଜଣଙ୍କ ମୃତ୍ୟୁ : ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪୪୮କୁ ବୃଦ୍ଧି; ସେପଟେ ଗଞ୍ଜାମରେ ସର୍ବାଧିକ ୧୮୩…

କନକ ବ୍ୟୁରୋ : ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା । ସମ୍ବଲପୁରରୁ ସର୍ବାଧିକ ୩, ବରଗଡ଼ରୁ ୨, ଭଦ୍ରକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ସମ୍ବଲପୁରର ୬୦ ବର୍ଷୀୟା ମହିଳା, ୫୮ ଓ ୭୫ ବର୍ଷୀୟ ପୁରୁଷ ମୃତ । ବରଗଡ଼ର ୬୫ ବର୍ଷୀୟ ପୁରୁଷ ଓ ୭୬ ବର୍ଷୀୟା ମହିଳା…

କାଲି ରେକର୍ଡ ଆଜି ଭାଙ୍ଗୁଛି କରୋନା : ସାରା ରାଜ୍ୟରୁ ସର୍ବାଧିକ ୩୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୨୧୨୮ ଓ…

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା ମହାମାରୀ । ଦିନକୁ ଦିନ ରାଜ୍ୟରେ ଚିହ୍ନଟ ହେଉଛନ୍ତି ରେକର୍ଡ ସଂଖ୍ୟକ ସଂକ୍ରମିତ । କାଲିର ରେକର୍ଡ ଆଜି ଭାଙ୍ଗିଲା ଭଳି ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷ ଛୁଉଁଛି । ଗତ ସପ୍ତାହେ ହେଲା ରାଜ୍ୟରେ ଦୈନିକ ୨…