Daily Archives

August 27, 2020

ବର୍ଷା: ମାଡି ଆସୁଛି, ବେଘର କରୁଛି… ଲଗାଣ ବର୍ଷାରେ ଓଡ଼ିଶାରେ ଉପୁଜିଲା ବନ୍ୟା ସ୍ଥିତି । ବଡ ବଡ ନଦୀରେ ଜଳସ୍ତର…

କନକ ବ୍ୟୁରୋ: ଜଳ ଭିତରେ ଜୀବନ କେତେ ଜଞ୍ଜାଳମୟ ହୋଇପାରେ ସାରା ରାଜ୍ୟରୁ ଆସୁଥିବା ପାଣିର ସବୁ ଭୟଙ୍କର ଚିତ୍ର ହିଁ ବୟାନ କରୁଛି । କେଉଁଠି ମଣିଷ ବନ୍ଧା ପଡିଛି, ତ ଆଉ କେଉଁଠି ପାଣି ଘେର ଭିତରେ ମନ୍ଦିର ରହିଛି । ଢ଼େଙ୍କାନାଳରୁ ଦଶରଥପୁର, ଭଦ୍ରକରୁ ବୌଦ୍ଧ । ସରକାରୀ ଅଫିସରୁ ଜନବସତି,…

ଅଭାବୀ ପିଲାଙ୍କ ପାଇଁ ଅସମ୍ଭବ ଥିଲା ଅନଲାଇନ ପାଠ ପଢା । ଅନଲାଇନ କ୍ଲାସ ପାଇଁ ପାଦରେ ଚାଲିଚାଲି ଅନେକ ଦୂର ଯାଉଥିଲେ…

କନକ ବ୍ୟୁରୋ: ପଢିବେ ପିଲା, ବଢିବ ଦେଶ । ଉତ୍ତମ ଶିକ୍ଷା ପାଇ ଆଗକୁ ବଢିବ ସାରା ଭାରତ । କୁନି କୁନି ପିଲାଙ୍କ ପାଖରେ ପାଠ ପହଞ୍ଚିବ , ପାଠ ପଢି ସେମାନେ ବଡ ମଣିଷ ହେବ । ପିଲାଙ୍କ ଶିକ୍ଷା ଓ ସ୍ୱପ୍ନ ମଝିରେ ସେତୁ ସାଜିଛନ୍ତି ସୋନୁ ସୁଦ । ଆଉ ଯୋଗାଇ ଦେଇଛନ୍ତି ସ୍ମାର୍ଟଫୋନ । ଯେତେବେଳେ…

ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ପ୍ରଚରାଗଲା ୪୦ରୁ ଅଧିକ ପ୍ରଶ୍ନ । ମାନବ ପ୍ରେମୀ ଆଦିତ୍ୟଙ୍କ ପତ୍ନୀଙ୍କୁ ୫ ଘଂଟାରୁ…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଫରେନସିକ ଲାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ବେଳେ ତାଙ୍କୁ ୪୦ରୁ ଅଧିକ ପ୍ରଶ୍ନ କରାଯାଇଛି । ବିଦ୍ୟାଶ୍ରୀଙ୍କୁ ୫ ଘଂଟାରୁ ଅଧିକ ସମୟ…

ବର୍ଷା ଆଣୁଛି ବନ୍ୟା । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଛତିଶଗଡ ଉପର…

କନକ ବ୍ୟୁରୋ: ରାଜ୍ୟରେ ଲଘୁଚାପ ପ୍ରଭାବରୁ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ଉତ୍ତର ଅଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଏହା ମଧ୍ୟରେ ତେଲକୋଇ ଏବଂ ଲାଇକେରାରେ ୨୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଆଂଚଳିକ…

ଲଗାଣ ବର୍ଷାରେ ଜଳମଗ୍ନ ହୋଇଗଲା ଜୀବିକା । ପାଞ୍ଚ ବର୍ଷ ହେବ ଲେଡିଜ୍ କର୍ଣ୍ଣର କରି ପେଟ ପୋଷୁଥିବା ସଞ୍ଜୁଲତାଙ୍କ…

କନକ ବ୍ୟୁରୋ: ବର୍ଷା କେତେ ଦାରୁଣ ସାଜିପାରେ, ବର୍ଷାର ତାଣ୍ଡବ ଧନଜୀବନକୁ କେତେ ଯେ, ଅସ୍ତବ୍ୟସ୍ତ କରିଦେଇ ପାରେ ତାହା ଏ ଲୁହ, ଏ କୋହରୁ ହିଁ ଜଳ ଜଳ କରି ଜଣାପଡୁଛି । ଏଠି ଜୀବନ ପାଇଁ ଜୀବିକାର ସଂଘର୍ଷଠୁ ବଳିଯାଇଛି ବର୍ଷାର ଯନ୍ତ୍ରଣା । ଲଗାଣ ବର୍ଷା ପାଇଁ ଲୁହ ଝରାଉଛନ୍ତି ବାଲେଶ୍ୱର ସୋରର…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା । ଜାଣନ୍ତୁ ଏଯାଏଁ କେଉଁ ଜିଲ୍ଲାରେ ଟିହ୍ନଟ ହେଲେଣି କେତେ କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ : ରାଜ୍ୟରେ ଆଜି ସର୍ବାଧିକ ୩୩୮୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ…