Daily Archives

July 6, 2020

ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର: ବରଗଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି; ଫୁସଫୁସରେ ପାଣି…

କନକ ବ୍ୟୁରୋ: ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ଶନିବାର ରାତିରେ ତାଙ୍କୁ ବରଗଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାଥମିକ ଚିକିତ୍ସାରୁ ତାଙ୍କ ଫୁସଫୁସରେ ପାଣି ଜମିଥିବା ଜଣାପଡିଛି…

ସଂକ୍ରମଣ ବଢୁଥିବା ବେଳେ ଆଜି ଖୋଲୁଛି ଦେଶର ଐତିହ୍ୟସ୍ଥଳ: କରୋନା କଟକଣା ମାନି ବୁଲିପାରିବେ ପର୍ଯ୍ୟଟକ; ଐତିହ୍ୟ…

କନକ ବ୍ୟୁରୋ: ଆଜି ଦେଶରେ ଐତିହ୍ୟସ୍ଥଳୀଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । କଂଟେନମେଂଟ ଜୋନ ଗୁଡିକରେ ନଥିବା ଐତିହ୍ୟସ୍ଥଳୀକୁ ଖୋଲିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଐତିହ୍ୟସ୍ଥଳଗୁଡିକରେ କୋଭିଡ କଟକଣା…

କଟକରେ ଧିରେ ଧିରେ ବିଗୁଡିଛି ସ୍ଥିତି: ଏସସିବିରୁ ୧୧ ନୂଆ ଆକ୍ରାନ୍ତ ଚିହ୍ନଟ; ଏଣିକି କଟକ ଆସିଲେ ୧୪ ଦିନ ସଙ୍ଗରୋଧ…

କନକ ବ୍ୟୁରୋ: ୫ଟି ହଟସ୍ପଟ୍ ଜିଲ୍ଲା ଓ କଟକ ଜିଲ୍ଲାର ୫ଟି ବ୍ଳକରୁ କଟକ ସହରକୁ ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଂଟିନ୍ରେ ରହିବାକୁ ପଡ଼ିବ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ନିଷ୍ପତି ନେଇଛି କଟକ ମହାନଗର ନିଗମ । ଗଂଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱର…

ଆହୁରୀ ୨୪ ଘଂଟା ଛେଚିବ: ଲଘୁଚାପ ପ୍ରଭାବରେ ରାଜ୍ୟର ୩ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୪୦ରୁ ୫୦…

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଂଟା ଓଡିଶାରେ ବର୍ଷିବ । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ନୂଆପଡା, ବଲାଙ୍ଗୀର, କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ବରଗଡ, ନବରଙ୍ଗପୁର, ବୌଦ୍ଧ,…

ଭାରତର ଶକ୍ତିକୁ ଭୁଲ ଆକଳନ କରିଥିଲା ଚୀନ: ଭାରତର କଡା ଜବାବ ପରେ ବେଜିଂ ବିରୋଧରେ ସହଯୋଗୀ ରାଷ୍ଟ୍ରଙ୍କ ମେଳି;…

କନକ ବ୍ୟୁରୋ: ଭାରତ ସହ ସୀମା ବିବାଦ ପରେ ଚୀନକୁ ଲାଗିଛି ଶକ୍ତ ଝଟକା । ଭାରତର ମୁହଁତୋଡ ଜବାବକୁ ସାରା ବିଶ୍ୱ ସମର୍ଥନ କରୁଥିବା ବେଳେ ଡ୍ରାଗନର ସମସ୍ୟା ବଢିଯାଇଛି । ଖରାପ ଅର୍ଥନୀତି ସହ ଏବେ ରାଜନୈତିକ ଓ କୁଟନୈତିକ ବିଫଳତାକୁ ସାମ୍ନା କରୁଛି ଚୀନ । ବିଶେଷଜ୍ଞ କହୁଛନ୍ତି କେବଳ ଚୀନ ନୁହେଁ…

ବିଶ୍ୱରେ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ : ରୁଷକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଗଲା ଭାରତ ।…

କନକ ବ୍ୟୁରୋ :  କରୋନା ସଂକ୍ରମଣ କ୍ଷେତ୍ରରେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଦେଶର ତାଲିକାର ତୃତୀୟ ସ୍ଥାନକୁ ଉଠିଛି । ରୁଷକୁ ଟପି ଭାରତ ଏବେ ବିଶ୍ୱର ତୃତୀୟ ନଂବର ଆକ୍ରାନ୍ତ ଦେଶ ହୋଇଛି । ରାଜ୍ୟ ସରକାରଙ୍କ ତଥ୍ୟକୁ ନେଇ ରବିବାର ସଂଧ୍ୟା ସୁଦ୍ଧା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଭାରତରେ…