Daily Archives

May 23, 2020

କାଲି କହିଥିଲେ, ଆଜି ଦେଇଦେଲେ । ପ୍ୟାକେଜ ଘୋଷଣାର ୨୪ ଘଣ୍ଟା ନପୂରୁଣୁ ଓଡିଶାକୁ ୫୦୦ କୋଟିର ପାଣ୍ଠି ରିଲିଜ କଲେ…

କନକ ବ୍ୟୁରୋ: କାଲି ଘୋଷଣା ଆଜି ମିଳିଲା । ପ୍ରଧାନମନ୍ତ୍ରୀ ଅମ୍ଫାନ କ୍ଷତିଗ୍ରସ୍ତ ଅଂଚଳ ବୁଲି ଚାଲିଯିବାର ୨୪ ଘଂଟା ଭିତରେ ବାତ୍ୟା ସହାୟତା ପାଣ୍ଠି ରିଲିଜ କରିଛନ୍ତି କେନ୍ଦ୍ର ସରକାର । ଗତକାଲି ସ୍ଥିତି ଅନୁଧ୍ୟାନ କରିବା ପରେ ୫ ଶହ ଟଙ୍କାର ଅଗ୍ରିମ ସହାୟତା ପାଇଁ ଘୋଷଣା କରିଥିଲେ…

ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ । ୪୯୭ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା ।…

କନକ ବ୍ୟୁରୋ: ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିଲେ ହେଁ ଏହାରି ଭିତରେ ଆଶ୍ୱସ୍ତିକର ଖବର ଆସୁଛି । ଆଜି ପୁଣି ୬୨ ଜଣ କରୋନାରୁ ମୁକୁଳିଛନ୍ତି । ତେବେ ସୁସ୍ଥ ହୋଇଥିବା ୬୨ ଆକ୍ରାନ୍ତଙ୍କ ମଧ୍ୟରୁ…

କାଲିଠୁ ଅନଲାଇନରେ ମିଳିବ ମଦ । ରାଜ୍ୟରେ ମଦର ହୋମ ଡେଲିଭରି ପାଇଁ ସରକାରଙ୍କ ଅନୁମତି । ୫୦ ପ୍ରତିଶତ ବଢିଲା ମଦର ଦର ।…

କନକ ବ୍ୟୁରୋ: ଅନଲାଇନରେ ମିଳିବ ମଦ । କାଲି ଠାରୁ ରାଜ୍ୟରେ ଅନଲାଇନରେ ମଦ ମିଳିବ । ଆସନ୍ତାକାଲି ଠାରୁ ମଦର ହୋମ୍ ଡେଲିଭରି ନେଇ ରାଜ୍ୟ ସରକାରଙ୍କ ଅନୁମତି । ୨୪ ମେ ଅର୍ଥାତ ଆସନ୍ତାକାଲିରୁ ଏହି ନିୟମ କାର୍ଯ୍ୟକାରୀ ହେବ । ତେବେ କାଉଣ୍ଟରରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଲେ ନାହିଁ ।…

ସ୍ନାନପୂର୍ଣ୍ଣିମା ପୂର୍ବରୁ ହେବ ସେବାୟତଙ୍କ କରୋନା ଟେଷ୍ଟ: ଉନ୍ନୟନ କମିସନଙ୍କ ସୂଚନା, ୫ ତାରିଖ ପୂର୍ବରୁ ଆସିବ…

କନକ ବ୍ୟୁରୋ: ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସବୁ ସେବାୟତଙ୍କର କରୋନା ପରୀକ୍ଷା କରାଯିବ । ସ୍ନାନ ପୂର୍ଣ୍ଣିମା ଆଗରୁ ଗରାବଡୁ ସେବାୟତଙ୍କର କରୋନା ଟେଷ୍ଟ ହେବ । ଆସନ୍ତା ୨୯ ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟକଙ୍କ କରୋନା ପରୀକ୍ଷା କରାଯିବ । ଶ୍ରୀଜିଉଙ୍କ…

ମାଡମାରି ନିଲମ୍ବିତ ହେଲେ କେନ୍ଦୁଝର ପାଟଣା ଥାନା IIC: ଟ୍ୱିଟ୍ କରି ସୂଚନା ଦେଲେ ଡିିଜିପି; କହିଲେ, କ୍ଷମତାର…

କନକ ବ୍ୟୁରୋ: ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡିଲା ମାଡ । ଥାନାରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ କୁମାର । ସଂପୃକ୍ତ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଟ୍ୱିଟ୍ କରି…

ଗରାବଡୁ ସେବାୟତଙ୍କୁ ନେଇ କୋଭିଡ ସଚେତନତା ବୈଠକ: ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଅଧିବାସ ଗୃହରୁ ନେବେ ୧୦୮ ଗରା;…

କନକ ବ୍ୟୁରୋ: ନୀଳାଦ୍ରି ଭକ୍ତ ନିବାସ ପରିସରରେ ୧୭୨ ଜଣ ଗରାବଡୁ ସେବାୟତଙ୍କୁ ନେଇ ଆରମ୍ଭ ହୋଇଛି କୋଭିଡ ସଚେତନତା ବୈଠକ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସିଡିଏମଓଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । କିଭଳି ଭାବରେ…