Daily Archives

May 17, 2020

ଦେଶରେ ମେ ୩୧ ଯାଏଁ ବଢିଲା ଲକଡାଉନ୍ ଅବଧି । କାଲିଠୁ ଲାଗୁ ହେବ ନୂଆ ନିୟମ ଜାଣନ୍ତୁ କାଲିଠୁ କ’ଣ ରହିବ ଖୋଲା, କ’ଣ…

କନକ ବ୍ୟୁରୋ : ତାଲାବନ୍ଦର ବଡ଼ ଖବର । ଦେଶରେ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ ଅବଧି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଭିତରେ କେଉଁଥିରେ କଟକଣା ରହିବ ଏବଂ କଣ ଖୋଲା ରହିବ । ଲକ…

ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ଅମ୍ଫାନ । ପାରାଦୀପ ଠାରୁ ୯୬୦ କିମି ଦୂରରେ ରହିଛି ବାତ୍ୟା, ୨୪…

କନକ ବ୍ୟୁରୋ : ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ଅମ୍ଫାନ । ଆସନ୍ତା ୨୪ ଘଣ୍ଟାରେ ଏହା ଏକଷ୍ଟ୍ରିମ୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ବର୍ତ୍ତମାନ ସମୟରେ ପାରାଦୀପ ଠାରୁ ୯୬୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ସେହିପରି ଦୀଘା ଠାରୁ ୧୧୧୦ କିଲୋମିଟର ଦୂରରେ ରହିଛି ।…

ମେ ୩୧ ପର୍ଯ୍ୟନ୍ତ ବଢିପାରେ ଲକଡାଉନ୍ । ତାଲାବନ୍ଦ-୪ ନେଇ କିଛି ସମୟ ପରେ ଗାଇଡଲାଇନ୍ ଜାରି କରିବେ କେନ୍ଦ୍ର ସରକାର,…

କନକ ବ୍ୟୁରୋ : ତାଲାବନ୍ଦର ବଡ଼ଖବର । ଦେଶରେ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢିପାରେ ଲକଡାଉନ୍ ଅବଧି । ଏନେଇ କିଛି ସମୟ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ । ତାଲାବନ୍ଦ ବଢିବା ନେଇ ବର୍ତ୍ତମାନ ସମୟରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ସବୁଠାରୁ ବଡ କଥା…

ଓଡ଼ିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ । ଗଂଜାମରୁ ୧୯, ଯାଜପୁରରୁ ୩, ବାଲେଶ୍ୱରରୁ ୨ ଜଣ କରୋନା…

କନକ ବ୍ୟୁରୋ : ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ । ଗଂଜାମରୁ ୧୯ ଜଣ, ଯାଜପୁରରୁ ୩ ଜଣ, ବାଲେଶ୍ୱରରୁ ୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ଏଯାଏଁ ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୨୨୦ ଜଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

କେଉଁ ଭାଷା ବୁଝନ୍ତି କାଳିଆ ସାଆନ୍ତ? କୋଟି କୋଟି ଭକ୍ତ ହାତ ଟେକି ଡାକିଦେଲେ କେମିତି ଜାଣିପାରେ ଜଗା? କେଉଁ ଭାଷାରେ…

କନକ ବ୍ୟୁରୋ: ଜଗତର ନାଥ କାଳିଆ ସାଆନ୍ତ । ଆଉ ସେ କାଳିଆକୁ ନିଜର କଷ୍ଟ ଜଣାଇବା ପାଇଁ ସିଂହ ଦୁଆରକୁ ଦୌଡ଼ି ଆସେ ଭକତ । ଏତେ ବଡ଼ ଦୁନିଆରେ ଅନେକ ଲୋକଙ୍କ ଅଲଗା ଅଲଗା ଭାଷା । କିନ୍ତୁ କାଳିଆ ପରା ମଣିଷର ଠାକୁର ସେଥିପାଇଁ ତ ନିଜ ନିଜ ଭାଷାରେ ଚକା ଆଖିକୁ ଦେଖି ଦୁଇ ହାତ ଟେକି ଗୁହାରୀ ଜଣାନ୍ତି…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪: କରୋନା ମୃତ୍ୟୁ ନେଇ ବଦଳିଲା ସରକାରୀ ତଥ୍ୟ; ତ୍ରୁଟି ସୁଧାରି ରାଜ୍ୟ…

କନକ ବ୍ୟୁରୋ: ରାଜ୍ୟରେ ଆଜି ୨ ନୁହେଁ ବରଂ ଜଣେ କରୋନା ମୃତ । କରୋନା ମୃତ୍ୟୁ ନେଇ ବଦଳିଲା ସରକାରୀ ତଥ୍ୟ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ ବରଂ ୪ ବୋଲି ଟ୍ୱିଟ୍ କରି ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଗତକାଲି ଗଂଜାମ ଜିଲ୍ଲାରେ ହୋଇଥିବା…