Daily Archives

May 17, 2020

‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ର ରୂପ ନେଲା ଅମ୍ଫାନ: ପାରାଦୀପଠୁ ରହିଛି ୯୮୦ କମି ଦୂରରେ, ଘଂଟା ପ୍ରତି ୩ କିମି ବେଗରେ…

କନକ ବ୍ୟୁରୋ: ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହା ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି…

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ପ୍ୟାକେଜର ଅର୍ଥମନ୍ତ୍ରୀଙ୍କ ଶେଷ ଘୋଷଣା: ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି,…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାର ଶେଷ ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ବିଶେଷ ରୂପେ ୭ଟି ବିଭାଗରେ ରହିଥିଲା ନିର୍ମଳାଙ୍କ ଘୋଷଣା । ଯାହା ମଧ୍ୟରେ ପ୍ରମୁଖ ରହିଛି ନରେଗା, ସ୍ୱାସ୍ଥ୍ୟ , ଶିକ୍ଷା , ମହିଳା , କୃଷକ,…

ଭାଟ୍ ବଢ଼ାଇବା ପରେ ରାଜ୍ୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର: ପେଟ୍ରୋଲ ଉପରେ ୨୬ରୁ ୩୨%, ଡିଜେଲରେ ୨୬ରୁ ୨୮%କୁ…

କନକ ବ୍ୟୁରୋ: ତାଲାବନ୍ଦ ଜାରି ରହିଥିବା ବେଳେ ରାଜ୍ୟରେ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବୃଦ୍ଧି କରିଛନ୍ତି ସରକାର । ପେଟ୍ରୋଲ ଲିଟର ପିଛା ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ଭାଟ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ହେବା ପରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା…

କିଛି ଘଂଟା ଭିତରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ଅମ୍ଫାନ’: ପାରାଦୀପଠାରୁ ରହିଛି ମାତ୍ର ୯୯୦ କମି ଦୂରରେ:…

କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ପନ ଘନୀଭୂତ ହେଉଛି । ଆଉ କିଛି ଘଂଟା ଭିତରେ ଏହା ତୀବ୍ର ସାମୁଦ୍ରିକ ଝଡ଼ ବା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଆଇଏମ୍ଡି ବା ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୦ ତାରିଖରେ ଏହା ସ୍ଥଳ ଭାଗ ଛୁଇଁବ ।…

ସରପଞ୍ଚଙ୍କୁ କରୋନା: ୯୧ ନୂଆ ଆକ୍ରାନ୍ତଙ୍କ ଭିତରେ ଜଣେ ସରପଂଚଙ୍କଠାରେ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି । ଏହି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭ , ଗଂଜାମ ୧୫, କଟକ ୧୨, ପୁରୀ ୭ , କେନ୍ଦୁଝର ୪ , ଖୋର୍ଧା ୩ , ବଲାଙ୍ଗିର ୨, କେନ୍ଦ୍ରପଡା,…

ରାଜ୍ୟରେ ଆଉ ୯୧ ନୂଆ ପଜିଟିଭ୍ ଚିହ୍ନଟ । ଭଦ୍ରକରେ ସର୍ବାଧିକ ୨୮, ବାଲେଶ୍ୱରରେ ୧୭ ଆକ୍ରାନ୍ତ ଠାବ । ସମ୍ବଲପୁରରେ…

କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୧୧ଟି ଜିଲ୍ଲାରେ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୋଟ ୨୨ ଜିଲ୍ଲାକୁ କବଳିତ କରିନେଇଛି କରୋନା । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଭଦ୍ରକ, ବାଲେଶ୍ୱର , ଗଞ୍ଜାମ, କଟକ ,…