ତାଲାବନ୍ଦ ବେଳେ ଗୁଗୁଲରୁ କଣ ଖୋଜୁଛନ୍ତି ଦେଶବାସୀ? କେଉଁ ଶବ୍ଦ ଖୋଜାଯାଇଛି ସୂଚନା ଦେଲା ସର୍ଚ୍ଚ ଇଂଜିନ୍

ସର୍ବାଧିକ ଥର ଖୋଜାଯାଇଛି ନିୟର ମି ଓ ବେଷ୍ଟ ଭଳି ଶବ୍ଦ

1,410

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣରୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଅବଧିକୁ ପୁଣି ମେ ୧୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ପାଇଁ ଅଲଗା ଅଲଗା କୋହଳ ବ୍ୟବସ୍ଥା ମଧ୍ୟ ହୋଇଛି ।

ଏହାରି ଭିତରେ ତାଲାବନ୍ଦରେ ଥିବା ଲୋକେ ଘରୁ ବାହାରକୁ ବାହାରି ପାରୁନଥିବାରୁ ଇଂଟରନେଟର ବ୍ୟବହାର ବଢିଯାଇଛି । ବିଶେଷ କରି ଗୁଗୁଲ ପରି ଇଂଟରନେଟ ସର୍ଚ୍ଚ ଇଞ୍ଜିନର କିଭଳି ବ୍ୟବହାର କରିଛନ୍ତି ଭାରତୀୟ, ତାର ଏକ ତଥ୍ୟ ଆସିଛି । କେଉଁ ଶବ୍ଦ ଅଧିକ ଥର ସର୍ଚ୍ଚ କରାଯାଇଛି ସେ ବାବଦରେ ତଥ୍ୟଦେଇଛି ଗୁଗୁଲ ।

Comments are closed.