Daily Archives

April 24, 2020

ଆମ୍ବୁଲାନ୍ସ ଏକ ବିଶ୍ୱାସ, ଏହାର ଅପବ୍ୟବହାର ନହେଉ… ଲକଡାଉନ ସମୟରେ ବିବେକହୀନ ଭଳି ଆମ୍ବୁଲାନ୍ସର ବ୍ୟବହାର…

କନକ ବ୍ୟୁରୋ: ଲକଡାଉନ ସମୟରେ ଆମ୍ବୁଲାନ୍ସର ହେଉଛି ଅସଦ ବ୍ୟବହାର । ଯେଉଁକାମ ପାଇଁ ଆମ୍ବୁଲାନ୍ସ ଉଦିଷ୍ଟ ତାଲାବନ୍ଦ ସମୟରେ ତାହାର ଅପବ୍ୟବହାର କରୁଛନ୍ତି କିଛି ଲୋକ । ତେଣୁ ଆମ୍ବୁଲାନ୍ସର ଅସଦ ବ୍ୟବହାର କରନ୍ତୁନି । ସଙ୍କଟ ସମୟରେ ସମସ୍ତେ ବିବେକର ସହ କାମ କରନ୍ତୁ । ଗୋଟିଏ ସ୍ଥାନରୁ ଅନ୍ୟ…

କେଉଁ ବସୟର ବ୍ୟକ୍ତିଙ୍କ ପାଇଁ କରୋନା ବଢ଼ାଇପାରେ ସମସ୍ୟା? କ’ଣ କଲେ ରୋକି ହେବ ସଂକ୍ରମଣ? ପରିସଂଖ୍ୟାନ ପାଠରେ ପୂରା…

କନକ ବ୍ୟୁରୋ: ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାବେଳେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ କରୋନା ବିପଦ ଆଣିପାରେ, ତାହାର ପରିସଂଖ୍ୟନ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଯେଉଁମାନଙ୍କ ବସୟ ୬୦ ବର୍ଷରୁ ଅଧିକ ରହିଛି । କରୋନା ସହ ଲଢୁଥିବା…

ମେ ୩ ଯାଏଁ ରଥ ନିର୍ମାଣ ବନ୍ଦ । ଏଥର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବନି ମହାପ୍ରଭୁଙ୍କ ରଥ ନିର୍ମାଣ କାମ । ଲକଡାଉନ ପାଇଁ…

କନକ ବ୍ୟୁରୋ: ମେ ୩ ଯାଏଁ ରଥ ନିର୍ମାଣ ବନ୍ଦ । ଆସନ୍ତା ୩ ମେ ଯାଏଁ ମନ୍ଦିର ବାହାରେ କୌଣସି କାମ ହୋଇପାରିବ ନାହିଁ । ସର୍ବସାଧାରଣ ସ୍ଥାନରେ ସରକାରଙ୍କ ଲକଡାଉନ ନିୟମ ପାଳନ ହେବ । ତେଣୁ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଲକଡାଉନ ନସରିବା ଯାଏଁ ଅର୍ଥାତ ୩ ମେ ଯାଏଁ ହୋଇପାରିବ ନାହିଁ ବୋଲି…

୪ର୍ଥ ପର୍ଯ୍ୟାୟରେ ସଫଳ ହେବ ତ ଓଡିଶା ? ସରକାରଙ୍କୁ ରାସ୍ତା ଦେଖାଇବେ ୩ ଜିଲ୍ଲା: ସୀମାନ୍ତବାସୀଙ୍କୁ ଚାରୋଟି ନିବେଦନ,…

କନକ ବ୍ୟୁରୋ: ରାଜ୍ୟରେ କାୟା ମେଲାଇ ବ୍ୟାପିଚାଲିଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କରୋନାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ଅନୁରୂପ ଭାବେ ବଢିଚାଲିଛି । ତେଣୁ ଏହି ମହାମାରୀକୁ ରୋକିବା ପାଇଁ ହେଲେ ଆମକୁ ସତର୍କ ଏବଂ ସଚେତନ ରହିବାକୁ ପଡିବ । ସେହିଭଳି ରାଜ୍ୟର…

ଭଦ୍ରକରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ପଜିଟିଭ୍ ପୁରୁଷ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ…

କନକ ବ୍ୟୁରୋ: ରାଜ୍ୟରେ ଆଉ ୪ ନୂଆ କରୋନା ପଜିଟିଭ ଚିହ୍ନଟ । ଏହି ୪ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ହୋଇଥିବାବେଳେ ୪ ଜଣ ପୁରୁଷ ରହିଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ, ୨୯ ବର୍ଷ ୪୧ ବର୍ଷ ଏବଂ ୨୪ ବର୍ଷ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ୪…

ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜଙ୍କ ବାର୍ତ୍ତା: ମେ’ ୩ ଯାଏଁ ମନ୍ଦିର ବାହାରେ ହୋଇପାରବନି କୌଣସି ବି…

କନକ ବ୍ୟୁରୋ: ମେ ୩ ତାରିଖ ପରେ ରଥଯାତ୍ରା ନିଷ୍ପତି । ଲକଡାଉନ ଅବଧି ପରେ ସରକାରଙ୍କ ଗାଇଡଲାଇନ ଅନୁସାରେ ନିଷ୍ପତି ନେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି…