Daily Archives

April 24, 2020

କରୋନା ସଙ୍କଟ ଭିତରେ ନିଆଳିରେ ଷଣ୍ଢ ଆତଙ୍କ । ୭ରୁ ଅଧିକ ଲୋକ ଆହତ ନାକେଦମ୍ ହେଲା ପ୍ରଶାସନ, ଟ୍ରାଙ୍କୁଲାଇଜ୍ କଲେ…

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ସଡାଶଂ ଅଂଚଳରେ ଷଣ୍ଢ ଆତଙ୍କ । ଦୀର୍ଘ ୪ଦିନ ଧରି ଏକ ଷଣ୍ଡ ନିଆଳିବାସୀଙ୍କୁ ନାକେଦମ୍ କଲାଣି । ଏପରିକି ଷଣ୍ଢ ଆକ୍ରମଣରେ ୭ଜଣ ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ଷଣ୍ଢକୁ କାବୁ କରିବାକୁ ସ୍ଥାନୀୟ ଲୋକ ପ୍ରଶାସନ ପାଖରେ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା…

ବାଲେଶ୍ୱରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡତୋଫାନରେ ଭୁଶିଡିଲା ମୋବାଇଲ ଟାୱାର; ମାଛ ଧରୁଥିବା ବେଳେ ବ୍ରଜପାତରେ…

କନକ ବ୍ୟୁରୋ: ଖୁଣ୍ଟା ଥାନା ଅଧୀନରେ ବଜ୍ରପାତ ଘଟି ଗୋଟିଏ ଗାଁର ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ ୧୧ ଟା ସମୟରେ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ, ଶଶିଧର…

କରୋନା ପାଇଁ ଅନିଶ୍ଚିତତା ଘେରରେ ରଥଯାତ୍ରା: ଶଙ୍କରାଚାର୍ଯ୍ୟଙ୍କ ଉପରେ ନଜର; ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ…

କନକ ବ୍ୟୁରୋ: କରୋନା ପାଇଁ  ଅନିଶ୍ଚିତତା ଘେରରେ ମହାପଭୁଙ୍କ ରଥଯାତ୍ରା । ଚଳିଚ ବର୍ଷ ଘୋଷଯାତ୍ରା ହେବ ନା ନାହିଁ ସେନେଇ ନିଷ୍ପତି ନେବେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ମହାରାଜ ଦିବ୍ୟସିଂହ ଦେଓ ଓ ଶ୍ରୀମନ୍ଦିର ମୁଖ୍ୟ…

ଦେଶରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚି ନାହିଁ କରୋନା ସଂକ୍ରମଣ : ତାଲାବନ୍ଦରୁ ମିଳିଛି ଅନେକ ଫାଇଦା,ସୂଚନା ଦେଲେ କେନ୍ଦ୍ର…

କନକ ବ୍ୟୁରୋ : ଦେଶରେ କରୋନା ତୃତୀୟ ଷ୍ଟେଜରେ ପହଞ୍ଚିନି । ଦେଶରେ ସାଢେ ୫ ଲକ୍ଷରୁ ଅଧିକ ନମୂନା ପରୀକ୍ଷା ହେଲାଣି । ତାଲାବନ୍ଦ ନିଷ୍ୱତି ଦେଶବାସୀଙ୍କ ଫାଇଦା ଦେଇଛି । ନମୂନା ପରୀକ୍ଷା ଉପରେ ଆମେ ରଣନୀତି ପ୍ରସ୍ତୂୁତ କରିଛୁ । ତ୍ରୁଟିଯୁକ୍ତ ଟେଷ୍ଟ କିଟକୁ ତୁରନ୍ତ ପ୍ରତ୍ୟାହାର କରାଯିବ ।…

ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ସଂପୂର୍ଣ୍ଣ ସଟଡାଉନ ଜାରି: ଶୂନଶାନ ସହର, ବନ୍ଦ ରହିଛି ସମସ୍ତ ଦୋକାନ ବଜାର; ବିଭିନ୍ନ…

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଲାଗୁ ହୋଇଛି ୬୦ ଘଂଟିଆ ସଟଡାଉନ । ଏହି ସଟଡାଉନ ଲାଗୁ ହେବାପରେ  ଆଜି ଦେଖିବାକୁ ମିଳିଛି ଏହାର ପୁରା ପ୍ରଭାବ । ରାସ୍ତାଘାଟ ଖାଁ ଖାଁ । କାଁ ଭାଁ କିଛି ମେଡିସିନ୍ ଦୋକାନ ଖୋଲା ରହିଛି । ପ୍ରତ୍ୟକ ଦିନ ହଜାରେ ରୋଗୀ ଡାକ୍ତରଖାନାକୁ ଆସୁଥିବା ବେଳେ ସଟଡାଉନ…

ଗଜପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ରଥଯାତ୍ରା ସମ୍ପର୍କରେ ହୋଇପାରେ ବଡ଼ ନିଷ୍ପତି

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଜିଲ୍ଲା ଭିଡିଓ କନଫରେନ୍ସିଂ ହଲରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତି ଅଛନ୍ତି । ପ୍ରଥମଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ…