Daily Archives

April 18, 2020

ସରକାରୀ ସହାୟତା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ସାମ୍ନାରେ ଭିଡ଼ । ବ୍ୟାଙ୍କ ଖୋଲିବା ୫ ଘଣ୍ଟା ପୂର୍ବରୁ ଦେଖିବାକୁ…

କନକ ବ୍ୟୁରୋ: ସରକାରଙ୍କ ସହାୟତା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଏବେ ଦେଖିବାକୁ ମିଳୁଛି ଲୋକଙ୍କ ଲମ୍ବା ଲାଇନ । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ବଡ଼ି ଭୋରରୁ ଆସି ବ୍ୟାଙ୍କ ସମୁଖରେ ଲାଇନ ଳଗାଉଛନ୍ତି । କେଉଁଠି ସାମାଜିକ ଦୂରତା ମାନୁଛନ୍ତିି ତ କେଉଁଠି ଲୋକ ମାନୁନାହାନ୍ତି କଟକଣା ।…

ଭୁବନେଶ୍ୱରକୁ ହଟସ୍ପଟ ମୁକ୍ତ ଅଞ୍ଚଳ କରିବା ପାଇଁ ଆରମ୍ଭ ହେଲା ଅଭିଯାନ । କରୋନା ପରୀକ୍ଷାକୁ ବ୍ୟାପକ କଲେ ସରକାର । ୭…

କନକ ବ୍ୟୁରୋ: ଭୁବନେଶ୍ୱରକୁ କରୋନା ମୁକ୍ତ କରିବା ପାଇଁ ଅଭିଯାନ । ଆରମ୍ଭ ହେଲା ବ୍ୟାପକ ନମୁନା ପରୀକ୍ଷା । ଭୁବନେଶ୍ୱରକୁ କରୋନା ହଟସ୍ପଟ ଅଂଚଳ ମୁକ୍ତ କରିବା ପାଇଁ ଆରମ୍ଭ ହେଲା ଅଭିଯାନ । ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷାକୁ ବ୍ୟାପକ କରାଯାଇଛି । ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି…

ଏପ୍ରିଲ ୨୦ ପରେ ସର୍ତ୍ତମୂଳକ କଟକଣା ମୁକ୍ତ ହେବ ନିର୍ମାଣ କାର୍ଯ୍ୟ । ସତର୍କତା ପାଇଁ ଗାଇଡଲାଇନ୍ ଜାରି, ସମସ୍ତ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ିବା ପରେ ଶ୍ରମିକ ଶ୍ରେଣୀକୁ ଫୋକସ କରିଛନ୍ତି ସରକାର । ଦିନ ମଜୁରିଆଙ୍କ ରୋଜିରୋଟି ପାଇଁ କିଛି ସର୍ତ ସହ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଇଛନ୍ତି ସରକାର । ୧୨ ସୂତ୍ରୀ ରଣନୀତି ସହିତ ଉଭୟ ସରକାରୀ ଓ ବେସରକାରୀ…

ବାଲେଶ୍ୱରରୁ ପ୍ରଥମ ଥର ପାଇଁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ନମୂନାରୁ ଆସିଲା ପଜିଟିଭ୍ ।…

କନକ ବ୍ୟୁରୋ: ବାଲେଶ୍ୱରରୁ ପ୍ରଥମ ଥର ପାଇଁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ନମୂନା ପରୀକ୍ଷା ପରେ ଆସିଲା ପଜିଟିଭ୍ ବୋଲି ଟ୍ୱିଟ୍ କରି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।  ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ…

ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ଛୁଇଁଲା ୬୧, ସୁସ୍ଥ ହେଲେଣି ୨୪ ଜଣ…

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଉକ୍ତ ଆକ୍ରାନ୍ତ କେଉଁ ଅଞ୍ଚଳର ଏବଂ ତାଙ୍କ ବୟସ କେତେ ଏବଂ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଅଛି ନା ନାହିଁ ସେନେଇ କୌଣସି ସୂଚନା ରାଜ୍ୟ ସରକାର…

ଭୁବନେଶ୍ୱର ପାଇଁ ଭଲ ଖବର । ଲଗାତାର ୨ ଦିନରେ ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ । ଆଜି ୩ ସୁସ୍ଥ, ଗତକାଲି ୨ ସୁସ୍ଥ…

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ । କରୋନା ଆକ୍ରାନ୍ତ ଥିବା ୩ ଜଣ ଭଲ ହେଲେ । ସୁସ୍ଥ ହୋଇଥିବା ସମସ୍ତ ୩ ଜଣ ଭୁବନେଶ୍ୱରର । ତେବେ ୩ ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଗତକାଲି ୨ ଜଣ ସୁସ୍ଥ ହୋଇଥିଲେ…