Daily Archives

April 18, 2020

ଗତ ୨୪ ଘଂଟାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୪୩ । ଦିନକରେ ଚିହ୍ନଟ ହେଲେଣି ୯୯୧ ଜଣ କରୋନା ପଜିଟିଭ୍ ।

କନକ ବ୍ୟୁରୋ: କରୋନା ନେଇ କେନ୍ଦ୍ର ସରକାରଙ୍କ ତାଜା ତଥ୍ୟ । ଗତ ୨୪ ଘଂଟାରେ ଦେଶରେ ୯୯୧ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ୪୩ ଜଣଙ୍କ ଜୀବନ ଯାଇଛି । ଭାରତରେ ୧୯୯୨ ଲୋକ ସୁସ୍ଥ ହୋଇଛନ୍ତି । ୪୫ ଜିଲ୍ଲାରୁ ୧୪ ଦିନ ହେବ କିଛି ଆସିନି ପଜିଟିଭ କେସ୍ । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା…

ଚଳିତ ବର୍ଷ କଟକଣା ଯୁକ୍ତ ରଥଯାତ୍ରା ହେବା ନେଇ ସଂକେତ ଦେଲେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ସେପଟେ…

କନକ ବ୍ୟୁରୋ: କଟକଣା ଯୁକ୍ତ ହୋଇପାରେ ଏଥରର ରଥଯାତ୍ରା । ଏନେଇ ସଂକେତ ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଥିବା ରାମଚନ୍ଦ୍ର କହିଛନ୍ତି, କରୋନା ସଂକ୍ରମଣକୁ ଏଡାଇବା ପାଇଁ ଏ ସଂପର୍କିତ କଟକଣାକୁ ସେବାୟତମାନେ ମାନି କାମ…

ଗୋପନ ପରୀକ୍ଷଣ ଖବରକୁ ଖଣ୍ଡନ କଲା ଚୀନ । କହିଲା, ଆମେରିକା ଆଣିଥିବା ଅଭିଯୋଗ ଭିତ୍ତିହୀନ

କନକ ବ୍ୟୁରୋ : ଗୋପନ ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଏକ ନୂଆ ବିବାଦର ସୁତ୍ରପାତ ହୋଇଛି । ଚୀନ ଗୋପନରେ ପରମାଣୁ ପରୀକ୍ଷଣ କରୁଥିବା ଆମେରିକା କହିବା ପରେ ଏହାକୁ ତୀବ୍ର ବିରୋଧ କରିଛି ଚୀନ । ବେଜିଂପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯିବା ସହ କୁହାଯାଇଛି ଯେ ଚୀନ ବିଶ୍ୱରେ…

ଜୁନ ୧୭ ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା: ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା; ଛୁଟିରେ…

କନକ ବ୍ୟୁରୋ: ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା । ଜୁନ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଛୁଟି ସମୟରେ…

କରୋନା ପାଇଁ ଅଟକିଯିବନି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : କଟକଣା ଯୁକ୍ତ ରଥଯାତ୍ରା ହେବା ନେଇ ସଂକେତ ଦେଲେ ବରିଷ୍ଠ…

କନକ ବ୍ୟୁରୋ : କଟକଣା ଯୁକ୍ତ ହେବ ଚଳିତ ବର୍ଷର ରଥଯାତ୍ରା ! ଏନେଇ ସଙ୍କେତ ଦେଇଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ତେବେ ଏଥର ଅନ୍ୟ ବର୍ଷ ଭଳି ଗହଳି ଭକ୍ତଙ୍କ ଗହଳି ହେବାର କୌଣସି ସମ୍ଭାବନା ନାହିଁ ।  ଶ୍ରଦ୍ଧାଳୁଙ୍କ ଗହଳିକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବ ।…

ନିର୍ମାଣ କାର୍ଯ୍ୟରେ ସତର୍କତା ପାଇଁ ଗାଇଡଲାଇନ୍: ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର,…

କନକ ବ୍ୟୁରୋ: ନିର୍ମାଣ କାର୍ଯ୍ୟ ସମୟରେ ସତର୍କତା ପାଇଁ ଗାଇଡଲାଇନ୍ । ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଲେ ଏସଆରସି । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର । କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତର ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ।…