Daily Archives

April 10, 2020

ଭାରତ କରୁଛି କରୋନା ମୁକାବିଲା । କରୋନା ସଙ୍କଟରୁ ଓହରିପାରିବ କି ଭାରତ? ଲାଭଦାୟକ ହେବ କି ଲମ୍ବାସମୟ ଲକଡାଉନ୍?

କନକ ବ୍ୟୁରୋ: ଦେଶରେ ମହାମାରୀ କରୋନାର ସଙ୍କଟ ଭିତରେ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ ଅର୍ଥାତ୍ ଫିକି ରଖିଥିିବା ମତ ନୂଆ ଚର୍ଚା ସୃଷ୍ଟି କରିଛି । ଫିକି କହିଛି ଯେ, ଭାରତ ଭଳି ଦେଶ ପାଇଁ ଦୀର୍ଘସ୍ଥାୟୀ ଲକଡାଉନ୍ ରଣନୀତି ବଡ ଧରଣର ଲାଭ ଦେଇପାରିବ ନାହିଁ । ଭାରତର ଅର୍ଥନୈତିକ ସ୍ଥିତି…

ବେଡି ଉପରେ କରଡା ମାଡ, ଚାଷୀ ମୁଣ୍ଡରେ କରୋନା ମାଡ ! କରୋନା କଟକଣା ପାଇଁ ବଜାରରେ ପହଞ୍ଚି ପାରୁନି ଅମଳ । କାଳବୈଶାଖୀ…

କନକ ବ୍ୟୁରୋ: କରୋନା ପାଇଁ ଲକ୍ ଡାଉନ୍ । ଆଉ ଏହି ଲକଡାଉନ୍ ପାଇଁ ସବୁ ଶ୍ରେଣୀ, ସବୁ ବର୍ଗର ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହେଲେ ଦିନ ମଜୁରିଆଙ୍କ ଠାରୁ ନେଇ ସବୁ ବର୍ଗର ଲୋକଙ୍କ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ବର୍ତ୍ତମାନ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । କାରଣ ଚାଷୀର…

ଓଡିଶା ସରକାରଙ୍କ ରାସ୍ତାରେ ପଞ୍ଜାବ । ମେ’ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ…

କନକ ବ୍ୟୁରୋ: ପଞ୍ଜାବ ସରକାର ଆଜି ରାଜ୍ୟରେ ଚାଲିଥିବା ଲକଡାଉନ ସମୟକୁ ମେ ୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଲକଡାଉନ ସମୟ ବଢାଇବାରେ ପଞ୍ଜାବ ଦେଶର ୨ୟ ରାଜ୍ୟ । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଶଙ୍କା ପ୍ରକଟ କରିଥିଲେ ଯେ ପଞ୍ଜାବରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି । ତେବେ…

କରୋନା: ଓଡିଶା କରିବ ରାପିଡ୍ ଟେଷ୍ଟ । ଆଗାମୀ ଦିନରେ ୨ ଲକ୍ଷ ଟେଷ୍ଟ କରିବାକୁ ଲକ୍ଷ୍ୟ । ସେପଟେ କରୋନା ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: ମହାମାରୀ କରୋନାର ମୁକାବିଲା ପାଇଁ ଦୁଇଟି ପ୍ରମୁଖ ଅସ୍ତ୍ର ରହିଛି । ଗୋଟିଏ ହେଉଛି ସତର୍କତା ଏବଂ ଅନ୍ୟଟି ହେଉଛି ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିିବା । ଓଡିଶାରେ ଯେତେ ସଂଖ୍ୟାରେ ପରୀକ୍ଷା ହେଉଛି, ତାହା ଯଥେଷ୍ଟ କି? ଅଧିକ ପରୀକ୍ଷା କରିବାରେ କଣ ବାଧକ ରହିଛି । କନକ…

ସାନିଟାଇଜ୍ ହେବେ ସମସ୍ତ କର୍ମଚାରୀ । ଲୋକସେବା ଭବନ ଆଗରେ ସାନିଟାଇଜିଙ୍ଗ୍ ଟନେଲ, ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ…

କନକ ବ୍ୟୁରୋ: ଲୋକସେବା ଭବନ ଆଗରରେ ଲଗାଯାଇଛି ସାନିଟାଇଜିଙ୍ଗ ଟନେଲ ଅର୍ଥାତ୍ ବିଶୋଧନକାରୀ ସୁଡଙ୍ଗ । ଏଣିକି ପ୍ରତ୍ୟେକ କର୍ମଚାରୀ ଲୋକସେବା ଭବନ ଭିତରେ ପ୍ରବେଶ କରିବା ପୂର୍ବରୁ ଏହି ସୁଡଙ୍ଗ ଭିତରେ ପ୍ରବେଶ କରି ନିଜକୁ ଭୂତାଣୁ ମୁକ୍ତ କରିବେ । ପ୍ରଥମେ ବିଶୋଧନ, ପରେ କାମ । ଅଫିସ ଭିତରକୁ…

ବଜାରରେ ବାଇଗଣ ବାଛିବାର ଉଦାହରଣ ଦେଲେ ବାଗଚୀ । କହିଲେ, ପନି ପରିବାରେ ଯେତେ ହାତ ଲଗାଇବେ, ସେତେ ବଢ଼ିବ ସଂକ୍ରମଣ…

କନକ ବ୍ୟୁରୋ: କେମିତି ବ୍ୟାପିପାରେ କରୋନା ? ଭୂତାଣୁ ସଂକ୍ରମଣ ନେଇ ପୁଣି ଏକ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସୁବ୍ରତ କହିଛନ୍ତି କି, ବଜାରରେ ପରିବା କିଣିବା ପାଇଁ ପୂରା ପରିବାକୁ ହାତରେ ଘାଣ୍ଟନ୍ତୁନି । କାରଣ ପରିବା ଘାଣ୍ଟିବା ଦ୍ୱାରା ସଂକ୍ରମଣର…