Daily Archives

April 10, 2020

ଆସିଲା ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ…

କନକ ବ୍ୟୁରୋ: ଆସିଲା ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲେ ସରକାର । ତେବେ ୪୫ ନମ୍ବର ଆକ୍ରାନ୍ତ କଳାହାଣ୍ଡି ଗୋଲାମୁଣ୍ଡା…

ଓଡିଶାରେ ପ୍ରଥମ ଥର ପାଇଁ ୨ ଶିଶୁ କରୋନା ଆକ୍ରାନ୍ତ । ଭୁବନେଶ୍ୱର ଝାରପଡା ଅଞ୍ଚଳର ୨ କୁନି ଝିଅଙ୍କ ନମୂନାରେ କରୋନା…

କନକ ବ୍ୟୁରୋ: ଆସିଲା ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲା ସ୍ୱାସ୍ଥ୍ୟ ବିଭାଗ । ୪୫ ନମ୍ବର ଆକ୍ରାନ୍ତ କଳାହାଣ୍ଡି…

କରୋନା ହାରିବ ଓଡ଼ିଶା ଜିତିବ । ସୁବ୍ରତ ବାଗଚୀ କହିଲେ, କରୋନା ମୁକାବିଲା ପାଇଁ ରାଜ୍ୟରେ ଆଉ ଦୁଇଟି କୋଭିଡ୍ ହସ୍ପିଟାଲ…

କନକ ବ୍ୟୁରୋ: ଯାଜପୁର ଡୁବୁରିରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ । ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ଡାକ୍ତର, ୩୦ ଜଣ ଷ୍ଟାଫଙ୍କୁ ନେଇ ଏହା ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଆହୁରି ୨୮୦ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହିତ ଜିଲ୍ଲାରୁ…

ଗାଡି ଜବତ ପ୍ରସଙ୍ଗରେ ନିର୍ଦ୍ଦେଶର ସ୍ପଷ୍ଟୀକରଣ ଦେଲେ ହାଇକୋର୍ଟ । ଲକଡାଉନ ବେଳେ କାହା ପାଇଁ କୋହଳ ହେଲା କଟକଣା ?…

କନକ ବ୍ୟୁରୋ: ପୁଲିସ ଦ୍ୱାରା ଜୋରଦାର ଗାଡି ଜବତ ପ୍ରସଙ୍ଗରେ ଗତକାଲି ଯେଉଁ କଡା ଆଭିମୁଖ୍ୟ ଦେଖାଇଥିଲେ ଓଡିଶା ହାଇକୋର୍ଟ, ଆଜି ତାକୁ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ନିଜ ରାୟ ସଂପର୍କରେ ସ୍ପଷ୍ଠୀକରଣ ଦେଇ କୋର୍ଟ କହିଛନ୍ତି କି, ଲକଡାଉନ ବେଳେ କେବେଳ କଟକଣାରୁ ବୟସ୍କ ଓ ଦିବ୍ୟାଙ୍ଗ ବାଦ…

ଓଡିଶା ମାଗିଲା କ୍ଲୋରୋକୁଇନ୍ । ଭିଡିଓ କନଫରେନ୍ସିଂରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନବ ଦାସଙ୍କ ଆଲୋଚନା,…

କନକ ବ୍ୟୁରୋ: କେନ୍ଦ୍ରକୁ  ଓଡିଶା ମାଗିଲା କ୍ଲୋରୋକୁଇନ୍ ।  ଭିଡିଓ କନଫରେନ୍ସିଂରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି ନବ ଦାସ । ଏହି ସମୟରେ କରୋନା ମୁକାବିଲା ପାଇଁ ଓଡିଶାର ଦାବି ଉପସ୍ଥାପନ କରିଛନ୍ତି ।  ବିଶେଷ କରି କରୋନା ଚିକିତ୍ସାରେ…