Daily Archives

January 23, 2020

ଜମ୍ମୁ-କାଶ୍ମୀରରେ ଓଡିଆ ପୁଅଙ୍କୁ ନେଇ ଚର୍ଚ୍ଚା । କେବେ ଟ୍ରାଫିକ ଉଲ୍ଲଂଘନରକାରୀଙ୍କୁ ସାବାଡ କରି ପ୍ରଂଶସା…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଓଡିଆ ଆଇପିଏସ ଅଫିସର ବସନ୍ତ ରଥଙ୍କୁ ନେଇ ପୁଣି ଚର୍ଚ୍ଚା । ଯେଉଁଠି ପ୍ରତିଦିନ ପୋଲିସ ଉପରେ ପଥରମାଡ କରାଯାଉଛି ସେଠାରେ ବସନ୍ତ ଯୁବଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ । ଜମ୍ମୁ-କାଶ୍ମୀରର ଗରିବ ଛାତ୍ରଛାତ୍ରୀ ଯେଉଁମାନେ ଖଣ୍ଡିଏ ବହି କିଣି ନପାରି ପାଠ…

କନ୍ଧମାଳର ଆଦର୍ଶ ଅଙ୍ଗନବାଡି । ପିଲାଙ୍କୁ ପାଠ ପ୍ରତି ଆକର୍ଷିତ କରିବାକୁ ଅଙ୍ଗନବାଡି କାନ୍ଥ, ଚଟାଣରେ ହୋଇଛି ବିଭିନ୍ନ…

କନକ ବ୍ୟୁରୋ: ପଛୁଆ ଜିଲ୍ଲାରେ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ସରକାର । ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ପିଲାଙ୍କ ପାଠ ପଢାଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ଖେଳକୁଦ ଉପରେ ଗୁରୁତ୍ୱ…

ସୌନ୍ଦର୍ଯ୍ୟର ଗନ୍ତାଘର କୁମ୍ଭୀରା ହୁଡି । କିମ୍ବଦନ୍ତୀ କୁହେ, ଏଠାରେ ପଥରକୁ ପଥର ପିଟି ହୋଇ ମନ୍ଦିରର ଘଣ୍ଟି ବାଜିବା…

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲା । ଯୁଆଡେ ଦେଖିଲେ ପ୍ରକୃତିର ମନୋରମ ଦୃଶ୍ୟ । ଆଦିବାସୀ ବହୁଳ ଏହି ଜିଲ୍ଲାରେ ଭରି ରହିଛି ସୌନ୍ଦର୍ଯ୍ୟ । ଜିଲ୍ଲାର ଅନ୍ୟତମ ଦର୍ଶନୀୟ ସ୍ଥାନ ପ୍ରକୃିତର ଅସରନ୍ତି ଗନ୍ତାଘର କୁମ୍ଭୀରା ହୁଡ଼ି । ପ୍ରଚାର ପ୍ରସାର ଅଭାବରୁ…

ବଜାରରେ ଆଳୁ-ପିଆଜ ଟକ୍କର । କିନ୍ତୁ ଚାଷ ପାଇଁ ମନବଳାଉ ନାହାନ୍ତି କୋରାପୁଟ ଚାଷୀ, ସାମ୍ନାକୁ ଆସିଲା ସାଙ୍ଘାତିକ ସତ !

କନକ ବ୍ୟୁରୋ: ସାଧନ ଅଛି ସହଯୋଗ ନାହିଁ । ଚାଷ ଅଛି ସାଇତି ରଖିବାକୁ ଜାଗା ନାହିଁ । ପିଆଜ ହେଉ କି ଆଳୁ, ଚାଷ ପାଇଁ ଅମଙ୍ଗ କୋରାପୁଟ ଜିଲ୍ଲାର ଚାଷୀ । କାରଣ ରଖିବା ପାଇଁ ସାଧନ ନାହିଁ । ଯେଉଁଠି ଆଳୁ ଚାଷ ହେଉଛି ସେଠାରେ ରଖିବା ପାଇଁ କୋଲ୍ଡ ଷ୍ଟୋର ନାହିଁ । ଯେଉଁଠି କୋଲ୍ଡ ଷ୍ଟୋର ଅଛି…

ଅନୁପମ ଖେରଙ୍କୁ ଜୋକର କହିଲେ ନଶିରୁଦ୍ଦିିନ ଶାହା । ଜବାବରେ ନଶିରୁଦ୍ଦିନଙ୍କୁ ନିଶାଖୋର କହିଲେ ଅନୁପମ, ସିଏଏ…

କନକ ବ୍ୟୁରୋ: ଅତି ଆଶ୍ଚର୍ଯ୍ୟଜନକ ଭାବେ ଏକ ରାଜନୈତିକ ପ୍ରସଙ୍ଗ ବଲିଉଡରେ ଝଡ ସୃଷ୍ଟି କରିଛି । ଏହାର ଉଦାହରଣ ଦେଖିବାକୁ ମିଳିଛି, ଯେତେବେଳେ ମୁହାଁମୁହିଁ ହୋଇଛନ୍ତି, ଦୁଇ ଭେଟରାନ କଳାକାର ନଶିରୁଦ୍ଧିନ ଶାହା ଓ ଅନୁପମ ଖେର । ହିନ୍ଦି ଫିଲ୍ମରେ ଏମାନଙ୍କ ନିଖୁଣ ଅଭିନୟ ହଜାର ହଜାର…

ଭଦ୍ରକରେ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଫାଇନ୍ । ଓଭର ଲୋଡିଂ, ଗାଡିର ପରମିଟ, ଓ ଲାଇସେନ୍ସ ନଥିବାରୁ ବଡ଼…

କନକ ବ୍ୟୁରୋ: ଧାନ ଗାଡିକୁ ୫୮ ହଜାର ଟଙ୍କା ଫାଇନ । ଭଦ୍ରକରେ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଫାଇନ ପଡିଛି । ଓଭର ଲୋଡିଂ, ଗାଡିର ପରମିଟ, ଓ ଲାଇସେନ୍ସ ନଥିବାରୁ ଏହି ଫାଇନ କାଟିଛି ଭଦ୍ରକ ପରିବହନ ବିଭାଗ । ସୂଚନା ମୁତାବକ, ତିହିଡ଼ି ଅଞ୍ଚଳରୁ ଏକ ଧାନ ବୋଝେଇ ଟ୍ରକ ଗାଡ଼ିର ଯାଞ୍ଚ…