Daily Archives

January 23, 2020

କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ : କେବଳ ରହିବେ ଶିକ୍ଷାବିତ୍, ଘରୋଇ କୋଚିଂ ସେଣ୍ଟର ଚଳାଉଥିବା ସରକାରୀ…

କନକ ବ୍ୟୁରୋ : କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ ।  କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । ଆଜି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ।  କଲେଜ ପରିଚାଳନା କମିଟିକୁ ଅଧିକ…

ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଓ ମେଘନାଦ ପାଚେରୀର ସ୍ଥିତି ଅନୁଧ୍ୟାନ । କୋରକମିଟି ଓ ଏଏସଆଇ ଟିମ କରୁଛନ୍ତି ଯାଂଚ,…

କନକ ବ୍ୟୁାରୋ: ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଓ ମେଘନାଦ ପାଚେରୀର ସ୍ଥିତି ଅନୁଧ୍ୟାନ । କୋରକମିଟି ଓ ଏଏସଆଇ ଟିମ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଏସଆଇର ଜଏଣ୍ଟ ଡିଜି ଜାନଭି ଶର୍ମା ଯାଂଚରେ ସାମିଲ ହୋଇଛନ୍ତି । ଜାନଭି ଶର୍ମାଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଅନୁଧ୍ୟାନ କରୁଛନ୍ତି ।…

କଂଗ୍ରେସ ଭବନରେ ବାଉନ୍ସର ପଶିବା ଘଟଣା । ତଦନ୍ତ ପାଇଁ ପିସିସି ଗଠନ କଲା ୩ ଜଣିଆ କମିଟି, ରାଜ୍ୟସଭା ସାଂସଦ ରଞ୍ଜୀବ…

କନକ ବ୍ୟୁରୋ: କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାରେ ତଦନ୍ତ ପାଇଁ ଗଠନ ହେଲା କମିଟି । ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ,…

ମୃତ୍ୟୁଦଣ୍ଡ ପାଇଁ ପ୍ରସ୍ତୁତି ଆରମ୍ଭ : ନିର୍ଭୟା ଦୋଷୀଙ୍କୁ ନୋଟିସ ଜାରି, ଫାଶୀ ପୂର୍ବରୁ ନରରାକ୍ଷସଙ୍କୁ ପଚରାଗଲା ଶେଷ…

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାରି ଭିତରେ ନିର୍ଭୟା ଦୋଷୀଙ୍କୁ ଶେଷ ଇଚ୍ଛା ପ୍ରଚାରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଦୋଷୀଙ୍କ ଶେଷ ଇଚ୍ଛା ନେଇ ନୋଟିସ ଜାରି କରିବା ସହ…

ଦେଶ ପାଇଁ ବଳିଦାନ ଦେଇଥିବା ପ୍ରାଣୀମାନଙ୍କ ପାଇଁ ଯୁଦ୍ଧ ସ୍ମାରକୀ । ମିରଟରେ ହେବ ଭାରତର ପ୍ରଥମ ଯୁଦ୍ଧ ସ୍ମାରକୀ, ସହିଦ…

କନକ ବ୍ୟୁରୋ: ୨୦୧୬ରେ କଶ୍ମୀରରେ ଆତଙ୍କବାଦୀ ବିରୋଧୀ ସାମରିକ ଅଭିଯାନରେ ପ୍ରାଣ ହରାଇଥିବା ଗୋଟାଏ କୁକୁର ନିମନ୍ତେ ମିରଟରେ ଏକ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯିବା ଲାଗି ଯୋଜନା ହେଉଛି । ୧୯୯୯ ମସିହାରେ ଭାରତ ପାକିସ୍ତାନ ବିରୋଧରେ କାର୍ଗିଲ୍ ଯୁଦ୍ଧ ଲଢ଼ିବା ବେଳେ ପ୍ରାଣ ହରାଇଥିବା…

‘ବିମାନ’ ଶ୍ରେୟ ପାଇଁ ବୟାନବାଜି! ବିଜେଡି କହିଲା ନବୀନଙ୍କ ପାଇଁ ସୁରତକୁ ଉଡିଲା ବିମାନ । ବିଜେପିର ଜାବବ, ବାହା ବାହା…

କନକ ବ୍ୟୁରୋ: ରାଜନୀତିକୁ ଡେଇଁଲା ‘ସୁରତ ବିମାନ’ ଶ୍ରେୟ ନିଆଁ । ଭୁବନେଶ୍ୱରରୁ ସୁରତକୁ ଉଡ଼ିଥିବା ବିମାନ ପଛରେ ଶ୍ରେୟ କାହାର ନେଇ ବିଜେଡି ବିଜେପି ମଧ୍ୟରେ ବୟାନବାଜି । ସୂଚନା ମୁତାବକ ସୁରତରେ ଆୟୋଜିତ ଏକ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କହିଥିଲେ କି,…