Daily Archives

January 5, 2020

ଅଟୋଚାଳକ ଅଙ୍କିତାଙ୍କ ଆଗରେ ମୁଣ୍ଡ ନୁଆଁଇଛି ଅକ୍ଷମତା : ପିଲାଟି ଦିନରୁ ପୋଲିଓରେ ପୀଡିତ କିନ୍ତୁ ବାପାଙ୍କ କର୍କଟ ରୋଗ…

ନାରୀ ଯେତେବେଳେ ଲାଜ ଏବଂ ନିନ୍ଦାର ଓଢଣାକୁ କାଢି ଦୁନିଆ ଦେଖେ ତା’ଆଗରେ ପୁରୁଷ ମଧ୍ୟ ହାର ମାନନ୍ତି । ଅଭାବ ହିଁ ବେଳେବେଳେ ମଣିଷ ମଧ୍ୟରେ ସ୍ୱତନ୍ତ୍ରତାକୁ ଆବିଷ୍କାର କରେ । ଅଭାବ ଆଗରେ ଶାରୀରିକ ଅକ୍ଷମତା ମଧ୍ୟ ତୁଚ୍ଛ ହୋଇପଡେ । ଅହମ୍ମଦାବାଦର ୩୫ ବର୍ଷୀୟା ଅଙ୍କିତା ଶାହ୍ ଏହି କଥାକୁ ସତ…

ନୂଆବର୍ଷ ଆରମ୍ଭରୁ ଗ୍ରାହକ ହଇରାଣ: ମାଲକାନଗିରିରେ ସପ୍ତାହେ ହେଲା ଅଧିକାଂଶ ଏଟିଏମ ଖାଲି୍; ଟଙ୍କା ନଥିବାରୁ ବଢୁଛି…

କନକ ବ୍ୟୁରୋ: ନୂଆ ବର୍ଷରୁ ଏଟିଏମ୍ ଖାଲି । ଏଟିଏମ୍ ଅଛି ହେଲେ ଟଙ୍କା ନାହିଁ । ଆକାଉଂଟରେ ପଇସା ଅଛି ହେଲେ ଲୋକେ ଏଟିଏମ୍ରୁ ଉଠାଇପାରୁନାହାଁନ୍ତି । ଲୋକେ ଟଙ୍କା ଉଠାଇବା ପାଇଁ ଏଟିଏମକୁ ଯାଉଛନ୍ତି ହେଲେ ଟଙ୍କା ନଥିବାରୁ ନିରାଶ ହୋଇ ଫେରୁଛନ୍ତି । ଏଭଳି ଚିତ୍ର ସାମ୍ନାକୁ ଆସିଛି…

ପରିବେଶବିତଙ୍କ ପାଇଁ ଖୁସି ଖବର । ଭିତରକନିକା ଅଭୟାରଣ୍ୟରେ ୧୨ରୁ ୧୫କୁ ବଢିଲା ଧଳାକୁମ୍ଭୀର ସଂଖ୍ୟା । ଆଜି ଖୋଲିବ…

କନକ ବ୍ୟୁରୋ: ବଉଳାକୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୪୨ଟି ବଉଳା କୁମ୍ଭୀର ଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୧୭୫୭କୁ ବୃଦ୍ଧିପାଇଛି। ସେଥିମଧ୍ୟରୁ ୧୫ଟି…

ନୂଆବର୍ଷରେ ପ୍ରଥମ ଆହ୍ୱାନ । ଆଜି ଗୌହାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ଭାରତୀୟ ଦଳରେ ହୋଇପାରେ ଏକାଧିକ…

କନକ ବ୍ୟୁରୋ: ନୂଅବର୍ଷରେ ପ୍ରଥମ ଆହ୍ୱାନ । ଆଜି ଗୋହାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ନୂଆ ବର୍ଷର ପ୍ରଥମ ମୁକାବିଲାରେ କୋହଲି ବାହିନୀ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି । ଏହି ମ୍ୟାଚରେ ଦଳକୁ ଫେରି ପାରନ୍ତି ଷ୍ଟାର ଖେଳାଳି ଯଶପ୍ରୀତ୍ ବୁମରା । ଆହତ କାରଣରୁ ଗତ ୪ ମାସ…

ଭୟଙ୍କର ନିଆଁ ଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ : ଜୀବନ୍ତ ଦଗ୍ଧ ହେଲେଣି ୫୦ କୋଟି ଜୀବଜନ୍ତୁ , ୧୮ ମୃତ । 

ଭୟଙ୍କର ନିଆଁ ଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ । ଜଙ୍ଗଲରେ ଲାଗିଥିବା ନିଆଁକୁ ଦେଖି ଦେଶର ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ନିଜ ଭାରତ ଯାତ୍ରାକୁ ରୋକିଛନ୍ତି । ୧୩ ଜାନୁଆରୀରେ ଚାରି ଦିବସୀୟ ଯାତ୍ରାରେ ଭାରତ ଆସିଥାନ୍ତେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । କିନ୍ତୁ ଏହି ଭୟାବହ ଅଗ୍ନିକାଣ୍ଡ…

ପୀଡ଼ିତା ନାବାଳିକା ପରିଚୟ ପ୍ରକାଶ କଲେ ଦଣ୍ଡ…ପ୍ରମାଣ ମିଳିଲେ ପୁଲିସ ବି ଯିବେ ଜେଲ୍

କନକ ବ୍ୟୁରୋ: ନାବାଳିକାମାନଙ୍କୁ ସୁରକ୍ଷା ଦେବା ପାଇଁ ଆସିଛି ପୋକ୍ସୋ ଆଇନ। ଏହି ଆଇନର ଦଫା ୨୩ ବଳରେ ଯୌନ ନିର୍ୟାତନାର ଶିକାର ହୋଇଥିବା ନାବାଳିକା ପରିଚୟ ଗୋପନ ରଖାଯିବ। ଏହି ଆଇନର ଧାରା ୪୪ ବଳରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ(NCPCR) ଆଇନର ତର୍ଜମା/ଅନୁଧ୍ୟାନ କରୁଛନ୍ତି। କିନ୍ତୁ…