Daily Archives

January 5, 2020

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି କୃଷ୍ଣଲୀଳା । ଗୋପପୁରବାସୀଙ୍କୁ ଭୟଭୀତ କରିଥିବା କାଳୀୟ ସର୍ପର…

କନକ ବ୍ୟୁରୋ: ଗୋପପୁରରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଜମି ଆସୁଥିବା ବେଳେ ଆଜି ଅଭିନିତ ହେବ ବସ୍ତ୍ରହରଣ ଦୃଶ୍ୟ । ଗୋପୀମାନଙ୍କ ବସ୍ତ୍ର ହରଣ କରିବେ ମହାପ୍ରଭୁ । ସେହିପରି ଗୋପୀଙ୍କ ଦଧିବିକା, ମହାପ୍ରଭୁଙ୍କ ଅଳି-ଅଝଟ ଭଳି ଅନେକ ମନୋରମ ଦୃଶ୍ୟ ଅଭିନୀତ ହେବ । ଏପଟେ ମଥୁରାନଗରୀରେ ଆସନ୍ନ…

ଚିଲିକାରେ ପକ୍ଷୀ ଗଣନା । ନିୟୋଜିତ ହୋଇଛନ୍ତି ପ୍ରାୟ ୧୫୦ କର୍ମଚାରୀ । ଭୋର ୫ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା…

କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୫ଟି ରେଞ୍ଜରେ ସକାଳୁ ୫ଟାରୁ ଚାଲିଛି ଏହି ଗଣନା କାର୍ଯ୍ୟ । ମଧ୍ୟାହ୍ନ ୧୨ଟା ଯାଏଁ ଏହି ପ୍ରକ୍ରିୟା ଚାଲିବ । ଏହି ପକ୍ଷୀ ଗଣନାରେ ୨୧ଟି ଦଳର ପ୍ରାୟ ୧୫୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଉ…

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆଙ୍କ ପାଇଁ ୨୫% ସଂରକ୍ଷଣ । ଉଭୟ ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ…

କନକ ବ୍ୟୁରୋ: କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଏଣିକି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମିଳିବ ପାଠ ପଢ଼ିବାର ସ୍ୱତନ୍ତ୍ର ସୁଯୋଗ । ଉଭୟ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ଥିବା ମୋଟ୍ ସିଟର ୨୫ ପ୍ରତିଶତ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ । ଆସନ୍ତା…

ମସଜିଦ୍ ଉପରେ ଲାଲ୍ ଝଣ୍ଡା ଉଡାଇ ଆମେରିକା ବିରୋଧରେ ଯୁଦ୍ଧର ଇସାରା ଦେଲା ଇରାନ୍ । ଆମେରିକା ଦୂତାବାସ ଉପରେ ରକେଟ୍ ମାଡ଼

କନକ ବ୍ୟୁରୋ: ମସଜିଦ୍ ଉପରେ ଲାଲ୍ ଝଣ୍ଡା ଉଡାଇ ଆମେରିକା ବିରୋଧରେ ଯୁଦ୍ଧର ଇସାରା ଦେଲା ଇରାନ୍ । ସୁଲେମାନୀଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ଇରାନ୍ ଖୋଲାଖୋଲି ନହେଲେ ବି ଯୁଦ୍ଧ ପାଇଁ ଏକ ପ୍ରକାର ଇସାରା ଦେଇଛି । ସ୍ଥାନୀୟ ଏକ ମସଜିଦରେ ଲାଲ୍ ଖଣ୍ଡ ଉଡ଼ାଇ ଏଭଳି ଏକ ଇସାରା…

୨ ଦିନ ଧରି ଓଡ଼ିଶାକୁ ଢାଙ୍କି ରଖିବ କୋହଲା ପାଗ, ରାଜ୍ୟବ୍ୟାପି ଅନୁଭୂତ ହେବ ପ୍ରବଳ ଶୀତ । ପଶ୍ଚିମ ଓ ଆଭ୍ୟନ୍ତରୀଣ…

କନକ ବ୍ୟୁରୋ: ଆଜିଠାରୁ ବଦଳିପାରେ ପାଗର ମିଜାଜ୍ । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ତିନି ଦିନ ଧରି ଓଡ଼ିଶାରେ କୋହଳା ପାଗ ଲାଗି ରହିବ । ତେବେ ଗୋଟିଏ ସପ୍ତାହ ଧରି ଓଡ଼ିଶାର ସ୍ଥାନେ ସ୍ଥାନେ ଝିପି ଝିପି ବର୍ଷା ଲାଗି ରହିଥିବାରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।…