Daily Archives

December 21, 2018

ପବିତ୍ର ନଗରୀରେ ଶିବଲିଙ୍ଗର ଅପମାନ ! ଅଳିଆ ଗଦାରେ ଦେଖାଗଲା ଶହ ଶହ ଶିବଲିଙ୍ଗ ।

ଉତ୍ତର ପ୍ରଦେଶର ବାରାଣସୀରେ କାଶୀ ବିଶ୍ୱନାଥ କରିଡରରେ ଚାଲୁଥିବା ନିର୍ମାଣ ସମୟରେ ଶହ ଶହ ଶିବଲିଙ୍ଗ ନଳା ପାଖରେ ଫିଙ୍ଗି ଦିଆଯାଇଥିବା ନଜରକୁ ଆସିଛି । ଏ ସଂପର୍କରେ ଖବର ପ୍ରସାରିତ ହେବାମାତ୍ରେ ସ୍ଥାନୀୟ ଲୋକେ ସେଠାରେ ଏକତ୍ରିତ ହୋଇଥିଲେ। ସେହି ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ ଓ ତାହାକୁ…

ଓଏଏସ ପାଇଲେ ପାନ ଚାଷୀଙ୍କ ପୁଅ: ବିନା କୌଣସି କୋଚିଂରେ କେବଳ ଇଂଟରନେଟ ଦେଖି ଦଶମ ସ୍ଥାନରେ କାକଟପୁରର ସେଖ୍ ସାଗିର

କନକ ବ୍ୟୁରୋ: ପାନ ଚାଷୀଙ୍କ ପୁଅ ଓଏଏସରେ ଦଶମ ସ୍ଥାନ ଅଧିକାର କରିଛନ୍ତି । ପୁରୀ ଜିଲ୍ଲା କାକଟପୁର ନିକଟସ୍ଥ କଟକଣା ଗାଁର ସେଖ୍ ସାଗିର ଓଡ଼ିଶା ପ୍ରଶାସନିକ ସେବାରେ ୧୦ସ୍ଥାନ ଦଖଲ କରିଛନ୍ତି । ସାଗରଙ୍କ ବାପା ସେଖ୍ ଜହୁର ଜଣେ ପାନ ବରଜ ଚାଷୀ । ପାନ ଚାଷ କରି ସେ ପରିବାର ଚଳାଉଥିବା ବେଳେ…

ଓବାମାଙ୍କ ବଦାନ୍ୟତା ! ମୁଣ୍ଡରେ ସାଣ୍ଟା କ୍ରୁଜ୍ ଟୋପି ଏବଂ ପିଠିରେ ବଡ ବସ୍ତା ଧରି ଡାକ୍ତରଖାନାରେ ପହଞ୍ଚିଲେ ପୂର୍ବତନ…

କ୍ରିସମାସ୍ ପୂର୍ବରୁ ମୁଣ୍ଡରେ ସାଣ୍ଟା କ୍ରୁଜ୍ ଟୋପି ପିନ୍ଧି ଏବଂ ପିଠିରେ ଲାଲ୍ ରଙ୍ଗର ବଡ ବସ୍ତା ନେଇ ସଡକକୁ ବାହାରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତୀ ବାରାକ୍ ଓବାମା । ବୁଧବାର ଆମେରିକାର ଏକ ଶିଶୁ ଡାକ୍ତରଖାନାରେ ଘଟିଛି ଏଭଳି ଏକ ଘଟଣା । ଯେଉଁଥିରେ ବାରାକ୍ ଓବାମା ମାନବିକତାର…

ଗାଡି ଚାଳକଙ୍କ ପାଇଁ ଖରାପ ଖବର: ନୂଆ ନିୟମ ଲାଗୁ କଲା ପରିବହନ ବିଭାଗ, ଉଲ୍ଲଘଂନ କଲେ ପକେଟରୁ ଯିବ ୫ ହଜାର

ରାସ୍ତାରେ ଗାଡି ଚଲାଇବାକୁ ହେଲେ ଚାଳକଙ୍କୁ ଟ୍ରାଫିକ୍ ଜନିତ ନିୟମକାନୁନ ସଂପର୍କରେ ଜ୍ଞାନ ରହିବା ନିହାତି ଆବଶ୍ୟକ । ଯାହାଦ୍ୱାରା ସେମାନଙ୍କୁ କୌଣସି ଅପ୍ରତିକର ପରିସ୍ଥିତିର ଯେଭଳି ସାମ୍ନା କରିବାକୁ ନପଡେ । ହେଲେ ଏଠାରେ ଆମେ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହିଁବୁ କି କେବଳ ଲୋକଙ୍କର…

ହନୁମାନଙ୍କୁ ନେଇ ରାଜନୀତି ! ପ୍ରଥମେ ଦଳିତ କହିଥିଲେ ବିଜେପି ନେତା ଏବେ କହୁଛନ୍ତି ହନୁମାନ ହେଉଛନ୍ତି ମୁସଲମାନ୍ ।

ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ତଥା ମେମ୍ବର ଅଫ ଲେଜିସଲେଟିଭ କାଉନସିଲ ବୁକ୍କଲ ନବାବଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ଆଉ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି ବିଜେପିର…

କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନିରଂଜନ: କହିଲେ,ନିର୍ବାଚନ ପୂର୍ବରୁ ବୃଦ୍ଧି କର ସର୍ବନିମ୍ନ ସହାୟକ ମୂଲ୍ୟ,…

କନକ ବ୍ୟୁରୋ: ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି । ବିଧାନସଭାରେ ହୋଇଥିବା ରିଜୋଲ୍ୟୁସନ…