Daily Archives

December 21, 2018

୨୪ରେ ବିଜେପିରେ ଯୋଗଦେବା ପ୍ରସଙ୍ଗ : ବୈଜୟନ୍ତ କହିଲେ ଏଯାଏଁ କୌଣସି ନିଷ୍ପତି ହୋଇନି

କନକ ବ୍ୟୁରୋ: ଆସନ୍ତା ୨୪ ତାରିଖରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ସେଥିରେ ଅବସାନ ଘଟାଇଛନ୍ତି ଖୋଦ୍ ବୈଜୟନ୍ତ ପଣ୍ଡା। କଟକ ଗୋପାଳପୁର ପ୍ରିମିୟର ଲିଗରେ ଯୋଗଦେଇଥିବା ବେଳେ ଏନେଇ ପ୍ରତିକ୍ରିୟା…

ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜମପଡା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ବାସ ଭବନରେ ଭିଜିଲାନ୍ସ ଚଢାଉ

କନକ ବ୍ୟୁରୋ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜମପଡା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଂଜନ କୁମାର ନାୟକଙ୍କ ବାସ ଭବନ ଉପରେ ଭିଜଲାନ୍ସ ଚଢାଉ କରଥିବା ସୂଚନା ମିଳିଛି । ଚଢାଉ ସମୟରେ ଭିଜଲାନ୍ସ ପ୍ରାୟ ଦେଢକୋଟି ଟଙ୍କାର ସମ୍ପତି ଜବତ କରିଛି । ପ୍ରାଥମିକ…

ଅଚାନକ ଟଙ୍କାର ଆବଶ୍ୟକତା ଥିଲେ ଏବଂ ଆକାଉଣ୍ଟରେ କମ୍ ଟଙ୍କା ଥିଲେ କେବଳ ୧୦ ମିନିଟ୍ ଭିତରେ ଏଠାରୁ ଉଠାଇପାରିବେ ଟଙ୍କା…

ଜଣେ ନିଜ ବ୍ୟାଙ୍କ ଆକାଉଣ୍ଟରେ ମହଜୁଦ୍ ଥିବା ଟଙ୍କା ଭିତରୁ ହିଁ ଟଙ୍କା ଉଠାଇପାରେ । କିନ୍ତୁ କିଭଳି ହେବ ଯଦି ଆପଣ ଆବଶ୍ୟକ ପଡିଲେ ବ୍ୟାଙ୍କ ଆକାଉଣ୍ଟରୁ ଅଧିକ ଟଙ୍କା ଉଠାଇପାରିବେ! ହଁ ଆଜ୍ଞା ଏଭଳି ସମ୍ଭବ କେବଳ ଓଭର୍ ଡ୍ରାଫ୍ଟ ଫେସିିଲିଟି ମାଧ୍ୟମରେ । କ’ଣ ଏହି ଓଭର୍ ଡ୍ରାଫ୍ଟ…

କୁଲ ମୁଡରେ କଂଗ୍ରେସ ଅଧ୍ୟକ୍ଷ : ସିମଲାରେ ଦିବ୍ୟାଙ୍ଗ ଛାତ୍ରଙ୍କ ସହ ଚେସ ଖେଳିଲେ ରାହୁଲ, ଭଉଣୀଙ୍କ ସହ ଅଧା ବାଟରେ…

କନକ ବ୍ୟୁରୋ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଟିକିଏ ଫୁରସତରେ ରାହୁଲ ହିମାଚଳପ୍ରଦେଶ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସିମଲାରେ ରାହୁଲ କିଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସହ ଚେସ ଖେଳିବାର ଚିତ୍ର ସାମ୍ନାକୁ ଆସିଛି । ଖାଲି ରାହୁଲ ନୁହଁନ୍ତି…

ପାକିସ୍ତାନ ଜେଲରୁ ମୁକୁଳିବା ପରେ ହମିଦ୍ ଅନସାରୀଙ୍କ ଭାରତୀୟ ଯୁବପିଢୀଙ୍କୁ ଆହ୍ୱାନ । ସୋସିଆଲ ମିଡିଆରୁ ଦୁରେଇ…

କନକ ବ୍ୟୁରୋ : ପାକିସ୍ତାନ ଜେଲରୁ ମୁକୁଳିବା ପରେ ଇଂଜିନିୟର ହମିଦ ଅନସାରିଙ୍କ ଯୁବପିଢୀଙ୍କୁ ଆହ୍ୱାନ । ଫେସବୁକ ପ୍ରେମରେ ପଡ ନାହିଁ । ଜୀବନର ସବୁ କଥାକୁ ବାପାମାଙ୍କୁ କହିବା ଦରକାର । ନିଜ ଜୀବନର ଉଦାହରଣ ଦେଇ ଅନସାରି କହିଛନ୍ତି ଫେସବୁକ ପ୍ରେମ ତାଙ୍କ ଜୀବନକୁ ନଷ୍ଟ କରିଦେଲା । ୨୦୧୨…

ଏଣିକି ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆଉ ଆସିବନି ଟଙ୍କା ! ଗ୍ୟାସ୍ ସବସିଡିକୁ ନେଇ ନିୟମ ବଦଳାଇଲେ ମୋଦି ସରକାର

ସାଧାରଣ ଜନତାଙ୍କର ସୁଖ ସୁବିଧା ପାଇଁ ନରେନ୍ଦ୍ର ମୋଦି ସବୁବେଳେ କୌଣସି ନା କୌଣସି ଜନହୀତକର ଯୋଜନାମାନ କାର୍ଯ୍ୟକାରୀ କରିଥାନ୍ତି । ତେବେ ସେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହେଉ ଅବା ଗ୍ୟାସ ସିଲିଣ୍ଡର ଉପରେ ଆସୁଥିବା ସବସିଡି ହେଉ । ଗରିବ ସୀମାରେଖା ତଳେ ବାସକରୁଥିବା ପ୍ରତିଟି…