Daily Archives

December 15, 2018

ମିଛ ପେନସନ୍ ଉଠାଇ ମାଲାମାଲ ହେଲେ ଠିକା କର୍ମଚାରୀ ! ମୃତ ବ୍ୟକ୍ତିଙ୍କ ପେନସନକୁ ଏଟିଏମ କାର୍ଡ ଜରିଆରେ କରୁଥିଲା…

କନକ ବ୍ୟୁରୋ : ଜଣେ ଠିକା କର୍ମଚାରୀଙ୍କ କଳା କାରନାମା । ମୃତ୍ୟୁବରଣ କରିଥିବା ଲୋକଙ୍କ ପେନସନ ଟଙ୍କା ହଡପ କରିଛନ୍ତି ଏହି ଠିକା କର୍ମଚାରୀ । ହଜାର କି ଦୁଇହଜାର ନୁହେଁ କୋଟିଏ ୩୨ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ରେମୁଣାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ହୋଇଛି ଏହି ଠକେଇ ।…

ସୁରଟ ପାଇଁ ସଜବାଜ ! ୧୭ କାର୍ଯ୍ୟକ୍ରମ ଆଗରୁ ୨ କେନ୍ଦ୍ରମନ୍ତ୍ରୀ ଓ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ।…

କନକ ବ୍ୟୁରୋ : ନବୀନଙ୍କ ସୁରଟ କାର୍ଡ । ଆଗକୁ ନିର୍ବାଚନ ଆସୁଥିବା ବେଳେ ଆସନ୍ତା ୧୭ ତାରିଖରେ ସୁରଟ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗସ୍ତ ପୂର୍ବରୁ ସୁରଟରେ ଥିବା ଓଡିଆଙ୍କ ପାଇଁ ବିଭିନ୍ନ ସୁବିଧା ନିମନ୍ତେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କୁ…

ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଫାଇନାଲରେ ନେଦରଲାଣ୍ଡ ! ଆସନ୍ତାକାଲି ମହାଲଢେଇ ।

କନକ ବ୍ୟୁରୋ : ହକି ବିଶ୍ୱକପ ଫାଇନାଲ ପାଇଁ ଟିକେଟ ହାସଲ କଲା ନେଦରଲାଣ୍ଡ । ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ହକି ବିଶ୍ୱକପ୍ ୨୦୧୮ ଫାଇନାଲରେ ପ୍ରବେଶ କରିଛି ଟିମ୍ ନେଦରଲାଣ୍ଡ । ସଡନ୍ ଡେଥରେ ଅଷ୍ଟ୍ରେଲିଆକୁ ଚକମା ଦେଲା ଦଳ । ଦ୍ୱିତୀୟ ଦଳ ଭାବେ ନେଦରଲାଣ୍ଡ ଫାଇନାଲରେ…

ଏସବିଆଇ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ ଖବର ! ନୂଆ ବର୍ଷ ପୂର୍ବରୁ ତୁରନ୍ତ କରନ୍ତୁ ଏହି କାମ, ନଚେତ ପ୍ରଭାବିତ…

ଏସବିଆଇ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ ଖବର । ଡିସେମ୍ବର ୩୧ ତାରିଖ ସୁଦ୍ଧା ନିଜର ପୁରୁଣା କ୍ରେଡିଟ ଏବଂ ଡେବିଟ କାର୍ଡକୁ ବନ୍ଦ କରି ନୂଆ ଚିପ୍ ଯୁକ୍ତ ଇଭିଏମ କାର୍ଡ ବ୍ୟାଙ୍କରେ ଆବେଦନ କରିବାର ଏସବିଆଇ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୩୧ ଧାର୍ଯ୍ୟ…

ମହାବଳ ‘ମହାବୀର’ର ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ ? ଏନଟିସିଏର ରିପୋର୍ଟ ପରେ ବଢ଼ିଲା ସନ୍ଦେହ

କନକ ବ୍ୟୁରୋ: ମହାବଳ ମହାବୀରର ମୃତ୍ୟୁ ଶିକାର ଯୋଗୁଁ ହୋଇଛି । ବାଘ ମୃତ୍ୟୁର ତଦନ୍ତ ସଠିକ୍ ଢଙ୍ଗରେ ହୋଇନାହିଁ ଏବଂ ତଥ୍ୟ ଲୁଚାଇବାକୁ ଉଦ୍ୟମ କରାଯାଇଛି । ପିସିସିଏଫଙ୍କୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ଏନଟିସିଏ ଦେଇଥିବା ଚିଠିରେ ଏହା ସ୍ପଷ୍ଟ ହୋଇଛି । ଏହାପରେ ପୁଣି ଥରେ ଫେରିଛି…

ଆଜିଠୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମ ! ସେପଟେ ବାସି ପିଠା କହି କଟାକ୍ଷ କଲେ ଧର୍ମେନ୍ଦ୍ର…

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମ । ରାଜ୍ୟବାସୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଇବା ସହିତ ହିତାଧିକାରୀଙ୍କୁ ସେମାନଙ୍କ ହକ୍ ସିଧାସଳଖ ପହଁଚାଇବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ  । ରାଜ୍ୟର ସମସ୍ତ ୩୧୪ ବ୍ଲକର…