Daily Archives

December 3, 2018

ଜଳୁନି ବିଜୁଳି, ଆସୁଛି ବିଲ୍ ! ବାଲେଶ୍ୱରର କାଳରୁହି ଗ୍ରାମରେ ପ୍ରହସନ ପାଲଟିଛି ସୌଭାଗ୍ୟ ଯୋଜନା

କନକ ବ୍ୟୁରୋ : ଦେଶର ପ୍ରତି ଘରକୁ ବିଜୁଳି ପହଂଚାଇବା ଲକ୍ଷ୍ୟରେ ମୋଦି ସରକାର ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା । ପ୍ରତି ଗରିବ ପରିବାରକୁ ବିଜୁଳି ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଯୋଜନା । ସୌଭାଗ୍ୟ ଯୋଜନା ଜରିଆରେ ଗରିବ ଲୋକ ଉପକୃତ ହେବେ । ଡିବିରି ଆଲୁଅରୁ ପାଠ ପଢ଼ା ପିଲାଙ୍କୁ…

ସେଲଟର ହୋମକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ : ବିଭାଗୀୟ ମନ୍ତ୍ରୀ କହିଲେ ଚୁପ୍ ବସି ନାହାନ୍ତି ସରକାର, ଚାଲିଛି…

କନକ ବ୍ୟୁରୋ : ଢ଼େଙ୍କାନାଳ ସେଲଟର ହୋମ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେଲଟର ହୋମ ଅନୁଷ୍ଠାନର ମୁଖ୍ୟ ଝିଅମାନଙ୍କୁ ଜବରଦସ୍ତ ଚୁମ୍ବନ ଓ ଆଲିଙ୍ଗନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଅନ୍ତେବାସୀଙ୍କ ଡାଡି ଭାବେ ପରିଚିତ ଥିଲେ ସେଲଟର ହୋମ୍ ମୁଖ୍ୟ ଫୟାଜ ରହେମାନ । ହେଲେ ତାହାରି…

ବଦଳିଲା ASO ଗ୍ରୁପ-ବି ଲିଖିତ ପରୀକ୍ଷା ତାରିଖ ।

କନକ ବ୍ୟୁରୋ: ବଦଳିଲା ଏଏସଓ ଗ୍ରୁପ୍-ବି ଲିଖିତ ପରୀକ୍ଷା ତାରିଖ । ପୂର୍ବ ନିର୍ଦ୍ଧାରିତ ଆସନ୍ତା ଡିସେମ୍ବର ୨୩ ତାରିଖ ପରିବେର୍ତ୍ତ ୨୦୧୯ ଜାନୁୟାରୀ ୨୦ ତାରିଖରେ ହେବ ଲିଖିତ ପରୀକ୍ଷା ବୋଲି ନିଷ୍ପତି କରିଛନ୍ତି ଓପିଏସସି । ଏନେଇ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ( ଓପିଏସସି) ତରଫରୁ…

ପାକିସ୍ତାନ ଓ ଚୀନର ନିଦ ହଜାଇବ ଭାରତୀୟ ନୌସେନା । ୨୦୫୦ ସୁଦ୍ଧା ସୁପର ପାୱାର ଭାବେ ଉଭା ହେବ ଭାରତ, ପାଖରେ ଥିବ ୨୦୦ଟି…

୨୦୫୦ ସୁଦ୍ଧା ସୁପର ପାୱାର ଭାବେ ଉଭାହେବ ଭାରତୀୟ ନୌସେନା । ୨୦୫୦ ମଧ୍ୟରେ ଭାରତୀୟ ନୌସେନା ପାଖରେ ୨୦୦ଟି ଜାହାଜ ଓ ୫୦୦ଟି ଏୟାରକ୍ରାଫ୍ଟ ରହିଥିବ । ଏଭଳି ଏକ ଆକଳନ କରିଛନ୍ତି ଭାରତୀୟ ନୌସେନା ପ୍ରମୁଖ ଆଡମିରାଲ ସୁନୀଲ ଲାମ୍ବା । ନୌସେନା ଦିବସର ଗୋଟିଏ ଦିନ ପୂର୍ବରୁ ଏଭଳି କହିଛନ୍ତି…

ଓଠ ମାଧ୍ୟମରେ ମୋବାଇଲ ରିଚାର୍ଜ କରୁଛନ୍ତି ଦିବ୍ୟାଙ୍ଗ ଯୁବକ ! ହାତ ଗୋଡ଼ ନଥାଇ ମଧ୍ୟ ପରିବାର ପ୍ରତିପୋଷଣ କରିବାରେ…

କନକ ବ୍ୟୁରୋ : ଅକ୍ଷମ ହୋଇ ବି ସକ୍ଷମ । ଦିବ୍ୟାଙ୍ଗ ହୋଇ ଜନ୍ମ ହେବା ଅନେକଙ୍କ ପାଇଁ ଅଭିଶାପ ପାଲଟିଯାଏ । ଏପରିକି ଆମ ସମାଜରେ ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କୁ ସାଧାରଣ ଲୋକ ପରିବାର ପାଇଁ ବୋଝ ବୋଲି ଭାବିଥାନ୍ତି । ଦିବ୍ୟାଙ୍ଗ ହେଲେ ମଧ୍ୟ ଅନେକ ଲୋକ ଏପରି ଥାଆନ୍ତି ଯେଉଁମାନେ ସମାଜ…

ହୋସଲା ବିଜୟୀଙ୍କୁ ହକି ଦେଖିବାର ଅଫର୍ । ଦିଲ୍ଲୀରେ ଜିତିବା ପରେ ୩୭ ଓଡ଼ିଆ ପିଲାଙ୍କୁ ନବୀନଙ୍କ ନିମନ୍ତ୍ରଣ ।

କନକ ବ୍ୟୁରୋ: ହୋସଲା-୨୦୧୮ରେ ପ୍ରତିଯୋଗିତାରେ ସଫଳତା ଆଣିଥିବା ଓଡ଼ିଆ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରିବା ସହ କଳିଙ୍ଗ ଷ୍ଟାଡ଼ିୟରେ ହେଉଥିବା ବିଶ୍ୱକପ୍ ହକି ଦେଖିବାକୁ ଉଭୟ ପୁଅ ଓ ଝିଅଙ୍କୁ ଆମନ୍ତ୍ରଣ କରିଛନ୍ତି…