Daily Archives

December 3, 2018

ଚିନ୍ତାରେ ଧଳା ସୁନା ଚାଷୀ : ଗୁଣୁପୁରରେ କପା ମଣ୍ଡି ଖୋଲି ନଥିବାରୁ ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଏବେବି ଅନେଗ ଜାଗାରେ ଖୋଲିନି ଧାନ ମଣ୍ଡି । ଯେଉଁଠି ଖୋଲିଛି ମିଲର୍ ଧାନ ଉଠାଉନଥିବାରୁ ଚାଷୀ ମଣ୍ଡିର ଧାନ ଜଗି ରହୁଛନ୍ତି । ହେଲେ ରାୟଗଡା ଗୁଣୁପୁରରେ କପା ମଣ୍ଡି ଖୋଲି ନାହିଁ । ଫଳରେ ଅମଳ କପା ଘରେ ସାଇତି ରଖିଥିବା ଚାଷୀ ବାଧ୍ୟ ହୋଇ ଦଲାଲ ହାତରେ ଟେକି ଦେଉଛି । ଓଡିଶାର…

ପୁଣି ଗୁରୁ ନାଁରେ କଳଙ୍କ : ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଓ ପିଅନଙ୍କୁ ସ୍କୁଲ…

କନକ ବ୍ୟୁରୋ : ପୁଣି ଜଣେ ଗୁରୁଙ୍କ ନାଁରେ କଳଙ୍କ । ଗୁରୁଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ମାନୁ ଥିବା ବେଳେ କିନ୍ତୁ ଗୁରୁ ସାଜୁଛନ୍ତି ରାକ୍ଷସ । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗ ହୋଇଛି । ଆଉ ଏଥିପାଇଁ ସ୍କୁଲ ଗେଟରେ ଶିକ୍ଷକଙ୍କୁ ବାନ୍ଧି ନିସ୍ତୁକ ପଟିଲେ ଅଭିଭାବକ ।…

ଦେଶର ରାଜଧାନୀର ଛାତି ଉପରେ ବେଆଇନ ଭାବେ ନିର୍ମାଣ ହେଉଥିଲା ଘାତକ ଅସ୍ତ୍ରଶସ୍ତ୍ର । ଦୀର୍ଘବର୍ଷ ପରେ କ୍ରାଇମବ୍ରାଞ୍ଚ…

ଦେଶର ରାଜଧାନୀ ଦିଲ୍ଲୀର ଛାତି ଉପରେ ହେଉଥିଲା ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ । ବେଆଇନ କାର୍ବାଇନ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଘାତକ ଅସ୍ତ୍ରଶସ୍ତ୍ର । ଆଉ ଏହି ବେଆଇନ ଫ୍ୟାକ୍ଟ୍ରିର ପର୍ଦ୍ଦାଫାଶ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । କରାବଳ ନଗରରେ ଥିବା ଏହି ବେଆଇନ ଫ୍ୟାକ୍ଟ୍ରିରୁ…

ନିର୍ବାଚନକୁ ନେଇ ସରଗରମ ରାଜସ୍ଥାନ ରାଜନୀତି ! ବିଜେପି-କଂଗ୍ରେସର ଜୋରଦାର ପ୍ରଚାର ।

କନକ ବ୍ୟୁରୋ : ପାଖେଇ ଆସୁଛି ରାଜସ୍ଥାନ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ନିର୍ବାଚନକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ଥିବା ବେଳେ ଆଜି ମାରାଥନ ପ୍ରଚାର କରିଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଚାରି ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଜେନେଲିୟା, ପତିଙ୍କ ସହ ଏମିତି କରିବେ ଧମାଲ 

ଅଭିନେତା ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା ୪ବର୍ଷ ବ୍ୟବଧାନ ପରେ ବଡ଼ ପରଦାକୁ ପୁଣି ଫେରିବାକୁ ଯାଉଛନ୍ତି। ବଲିଉଡ କପଲ ନିଜର ଆଗାମୀ ଅପକମିଂ ମରାଠୀ ମୁଭି ‘ମୌଲି’ ଜରିଆରେ ବଡ ପରଦାରେ ଜଲୱା ଦେଖାଇବାକୁ ଯାଉଛନ୍ତି। ତେବେ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ରିତେଶ ଓ ଜେନେଲିଆଙ୍କ ଫ୍ୟାନଙ୍କ…

ବଢ଼ିଲା ନବଜୋତ୍ ସିଂ ସିଦ୍ଧୁଙ୍କ ଅଡୁଆ ! ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ କ୍ଷମା ମାଗିବାକୁ ୧୮ ପଂଜାବ ମନ୍ତ୍ରୀଙ୍କ…

କନକ ବ୍ୟୁରୋ : ପଂଜାବରେ ତେଜୁଛି ବୟାନ ବିବାଦ । ବିବାଦୀୟ ବୟାନକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ନବଜୋତ ସିଂ ସିଦ୍ଧୁ । ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ପରେ ବଢୁଛି ପଂଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ଅଢୁଆ । ଏନେଇ ପଂଜାବର ୧୮ଜଣ…