Daily Archives

September 26, 2018

ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ ଓଡିଶା କନକ୍ଲେଭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କମଲ…

କନକ ବ୍ୟୁରୋ : ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ୍ ଓଡିଶା କନକ୍ଲେଭ କରିଛନ୍ତି ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସାମିଲ ହୋଇଥିଲେ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ…

ଔଷଧ ନେଇଗଲା ଆୟୁଷ୍ମାନର ଜୀବନ ? ତଦନ୍ତ ପାଇଁ ମାଟିତଳୁ କଢାଗଲା ଶବ ।

ମେଡ଼ିସିନ ରିଆକସନ ରେ ମୃତ୍ୟୁ ବରଣ କରିଥିବା ୯ବର୍ଷର ଶିଶୁ ପୁତ୍ର ଆୟୁଷ୍ମାନ ମୃତ୍ୟୁ ଘଟଣାର ଭିନ୍ନ ମୋଡ଼ ନେଇଛି । ଦୀର୍ଘ ୧ମାସ ପରେ ଜଳେଶ୍ୱରପୁର ଗାଁର ଅମୁଲ୍ୟ ମହାନ୍ତିଙ୍କ ଅଭିଯୋଗ ମୂଳେ ଚାନ୍ଦବାଲି ପୁଲିସର ଥାନା କେଶ ନମ୍ବର ୨୦୪/୧୮ ମାମଲା ରୁଜୁ କରିଥିବା ବେଳେ ତନାଘନା ଚଳାଇଛି । ଆଜି…

ମାଲକାନଗିରି ବନ୍ୟା ଅଂଚଳରେ ରାଜନେତା : ଲୋକଙ୍କ ମନ ଜିଣିବାକୁ ପ୍ରତିଯୋଗୀତା

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ଡାଏ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବନ୍ୟା ସବୁ କିଛି ଧୋଇ ନେବା ପରେ ବିପନ୍ନ ଠିଆ ହେବା ପାଇଁ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ମାଲକାନଗିରିରେ ବନ୍ୟାକୁ ନେଇ ରାଜନୀତି ଜୋର ଧରିଛି । କିଏ କମ୍ବଳ ବାଂଟୁଛି ତ କିଏ ପଲିଥିନ୍ ବାଂଟି…

ଓଡିଆ ଅଭିନେତ୍ରୀଙ୍କୁ ହତ୍ୟା ଧମକ ! ହ୍ୱାଟସଆପରେ ଅଶ୍ଲୀଳ ଫୋଟୋ ଭାଇରାଲ କରିବାକୁ ଦୁବୃର୍ତ୍ତ ଦେଖାଇଲା ନାଲି ଆଖି ।

କନକ ବ୍ୟୁରୋ : ଓଡିଆ ସିରିଏଲ୍ ଅଭିନେତ୍ରୀଙ୍କୁ ହତ୍ୟା ଧମକ । ବାରମ୍ବାର ଅଶ୍ଳୀଳ ଫୋଟୋ ଏବଂ ମେସେଜ ଆସୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଏନେଇ ଆଜି କମିଶନରେଟ୍ ପୋଲିସ ନିକଟରେ ଅଭିନେତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଅଭିନେତ୍ରୀ ଜଣଙ୍କ ଓଡିଆ ସିରିଏଲରେ…

ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା ! ଜାଣନ୍ତୁ କେଉଁ କେଁଉ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି ?

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ତଥା ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି  ଘୂର୍ଣ୍ଣିଝଡ଼ । ଯାହାର ପ୍ରଭାବ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପଡ଼ିବ । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ…

ଆସନ୍ତା ୨୮ରେ ବନ୍ଦ ରହିବ ରାଜ୍ୟର ସମସ୍ତ ମେଡିସିନ ଷ୍ଟୋର । ୨୨ ହଜାର ଔଷଧ ଦୋକାନରେ ୨୪ ଘଣ୍ଟା ପାଇଁ ଝୁଲିବ ତାଲା,…

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୨୮ରେ ପୂରା ଭାରତରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ । ୨୪ ଘଣ୍ଟା ଧରି ବନ୍ଦ ରହିବ ଦେଶର ସମସ୍ତ ମେଡିସିନ ଷ୍ଟୋର । ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ଡାକିଥିବା ବ୍ୟବସାୟ ବନ୍ଦକୁ ଉକ୍ରଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସମର୍ଥନ କରିଛି । ଯେଉଁଥିପାଇଁ…