Daily Archives

September 26, 2018

କନକ ନ୍ୟୁଜର ରିଅଲିଟି ଚେକ୍ : ତୃତୀୟ ଦିନରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା । ଦିନରେ ଖରା ଓ ରାତିରେ କାକରରେ କଟୁଛି…

କନକ ବ୍ୟୁରୋ : ସାରା ରାଜ୍ୟରେ ୬ ଦଫା ଦାବି ନେଇ ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ହଜାର କର୍ମଚାରୀ ଦିନ ରାତି ଆନ୍ଦୋଳନ ଜାରି ରଖିଛନ୍ତି । ସେଥିପାଇଁ ସାରା ରାଜ୍ୟରେ ଜରୁରୀକାଳୀନ ସେବା ଠପ୍ ହୋଇପଡିଛି । ଅସ୍ତରଙ୍ଗ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ନିଷ୍ଠାର ସହ ଆନ୍ଦୋଳନରେ ଅଛନ୍ତି । ଦିନରେ…

ଜଣେ ମହିଳାଙ୍କ ଦୁଇ ସ୍ୱାମୀ ପ୍ରସଙ୍ଗ : କ୍ଷମା ମାଗିବା ପାଇଁ ମନାକଲେ କୃଷିମନ୍ତ୍ରୀ, କହିଲେ ମୋ ବକ୍ତବ୍ୟକୁ କଦର୍ଯ୍ୟ…

କନକ ବ୍ୟୁରୋ : ଜଣେ ମହିଳାଙ୍କ ଦୁଇ ସ୍ୱାମୀ ବୟାନକୁ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବିବାଦ ସୃଷ୍ଟି କରିଛି । ସୋସିଆଲ ମିଡ଼ିଆରେ ମହାରଥୀଙ୍କ ଏହି ବୟାନ ପାଇଁ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । ଜଣେ ମନ୍ତ୍ରୀଙ୍କ ମୁହଁରୁ ଏପରି କଥାକୁ ଲୋକେ ପସନ୍ଦ କରିନଥିଲେ ଓ ସମାଲୋଚନାର ମଧ୍ୟ…

ମୋଦି ୧ ରୁ ୧୮ ବର୍ଷ ବୟସର ଝିଅଙ୍କୁ ଦେଉଛନ୍ତି ୧୦ ହଜାର ଟଙ୍କା ? ଜାଣନ୍ତୁ ହ୍ୱାଟ୍ସଆପରେ ଭାଇରାଲ ହେଉଥିବା ମେସେଜର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ରୁ ୧୮ ବର୍ଷ ମଧ୍ୟରେ ବୟସ ଥିବା ବାଳିକାଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରୁଛନ୍ତି । ଯଦି ଆପଣ ବି ଏହି ସୁବିଧାର ଫାଇଦା ଉଠାଇବାକୁ ଚାହାଁନ୍ତି ତେବେ ଏଥିପାଇଁ ଆପଣଙ୍କୁ ତଳେ ଦିଆଯାଇଥିବା ଲିଙ୍କରେ ଆବେଦନ କରିବାକୁ ପଡିବ । ଏହା ଏପରି ଏକ ମେସେଜ…

ଏଣିକି ସିମ୍ କାର୍ଡ କିଣିବା ବେଳେ ଆଉ ଦେବାକୁ ହେବନି ଆଧାର କାର୍ଡ ! ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,…

ଏଣିକି ନୂଆ ସିମ୍ କିଣିବା ପାଇଁ ଆପଣଙ୍କୁ ଆଧାର କାର୍ଡ ଦେବା ପାଇଁ ପଡିବ ନାହିଁ । ବୁଧବାର ଆଧାର ଆକ୍ଟ ସେକସନ୍ ୫୭କୁ ରଦ୍ଦ କରିବା ସହ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ଆକ୍ଟ ଅନୁଯାୟୀ, ପ୍ରାଇଭେଟ୍ କମ୍ପାନୀ ଗୁଡିକ ସହ ଡାଟା ସେୟାର କରିବା ପାଇଁ ଅନୁମତି ଦେଇଥାଏ ।…

ବିବାହ ବନ୍ଧନରେ ବାନ୍ଧି ହେବେ ବ୍ୟାଡମିଂଟନ ତାରକା ସାଇନା ନେହୱାଲ : ଡିସେମ୍ବର ୧୬ରେ ପି. କଶ୍ୟପଙ୍କ ସହ ପଡିବ…

ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଭାରତୀୟ ବ୍ୟାଡମିଂଟନ ତାରକା ସାଇନା ନେହୱାଲ । ନିଜର ସାଥୀ ତଥା ବ୍ୟାଡମିଟନ ପ୍ଲେୟାର ପିକଶ୍ୟପଙ୍କ ହାତ ଧରିବାକୁ ଯାଉଛନ୍ତି ସାଇନା । ଆସନ୍ତା ଡିସେମ୍ବର ୧୬ ତାରିଖରେ ଦୁହେଁ ବିବାହ କରିବେ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ତେବେ ସାଇନା ତାଙ୍କ…

ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ ! ଏଣିକି ମୋବାଇଲ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ବାଧ୍ୟତାମୁଳକ ନୁହେଁ ।

ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଜଷ୍ଟିସ ଏ.କେ ସିକରୀ ପ୍ରଥମେ ନିଜର ପ୍ରତିକ୍ରିୟା ରଖିବା ପରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ…