Daily Archives

September 18, 2018

ରାଜଧାନୀରୁ ଗାଁରେ ପହଞ୍ଚିଲା ଶିକ୍ଷକ ଆନ୍ଦୋଳନ ! ଜନମତ ସୃଷ୍ଟି ପାଇଁ ଚାଲିଛି ପଦଯାତ୍ରା, ବନ୍ଦ ପଡ଼ିଛି ସ୍କୁଲ,କଲେଜ,…

କନକ ବ୍ୟୁରୋ : ରାଜ୍ୟ ରାଜଧାନୀରୁ ଏବେ ଗାଁ ପହଂଚିଲା ଶିକ୍ଷକଙ୍କ ଆନ୍ଦୋଳନ । ମିଳିତ ଶିକ୍ଷକ ସଂଘ ଗାଁ ଗାଁ ବୁଲି ନିଜର ଦାବି ଉପସ୍ଥାପନ କରୁଛନ୍ତି । ସଂଘ ଲକ୍ଷ୍ୟ ରଖିଛି ଆନ୍ଦୋଳନରେ ସାମିଲ ହେବେ ତୃଣମୂଳ ସ୍ତରର ଲୋକ । ସରକାର ଶିକ୍ଷକଙ୍କ ଦାବି ଶୁଣୁ ନଥିବା ବେଳେ ଏହି ଢଙ୍ଗରେ ଚାପ…

ବୈଜୟନ୍ତଙ୍କୁ ଡାକିଲା ପୁଲିସ ! ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡାଣକୁ ନେଇ ନୋଟିସ,  ବ୍ଲାକ୍ ବକ୍ସରୁ ଜଣାପଡ଼ିବ କେତେ…

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡାକିଲା ପୋଲିସ । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ  ପୂର୍ବତନ ସାଂସଦଙ୍କ ସହ ୨ ଯାତ୍ରୀଙ୍କୁ ମଧ୍ୟ ନୋଟିସ କରିଛି ପୁରୀ ପୋଲିସ । ସିଡିଏ ଅଭିଯୋଗ ଆଧାରରେ ପୋଲିସ ଡିଜିସିଏ ଠାରୁ ତଥ୍ୟ ମାଗିଥିଲା  ଏବଂ ୧୫ତାରିଖ…

ଆପଣ ଜାଣିଛନ୍ତି କି ବିଛା ବିଷର ମୂଲ୍ୟ କେତେ ? ୭୬ କୋଟିରୁ ବି ଅଧିକ ଟଙ୍କାରେ ବିକ୍ରି ହୋଇପାରେ ବିଷ ।

ପୃଥୀବି ପୃଷ୍ଠରେ ଏପରି ଅନେକ ଜିନିଷ ରହିଛି ଯାହାର ମୂଲ୍ୟ ଆକଳନ କରିବା ସମ୍ଭବ ହୋଇନଥାଏ । ତେବେ ଆମେ ଏବେ ଆପଣଙ୍କୁ ଏପରି ଏକ ଦ୍ରବ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ ବୋଲି କୁହାଯାଉଛି । ପ୍ରକୃତରେ ସୋସିଆଲ ମିଡିଆ ସାଇଟରେ ବାୟାରାଲ ହୋଇଥିବା ଏକ ପୋଷ୍ଟ…

ଭାରତ-ପାକିସ୍ତାନ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହେଲା, କ୍ରିକେଟପ୍ରେମୀଙ୍କ ହାର୍ଟବିଟ ବଢିଲା । ପୂରା ବିଶ୍ୱ ଦେଖିବେ…

କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମହାମୁକାବିଲା ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । କୋଟି କୋଟି କ୍ରିକେଟପ୍ରେମୀ ଏହି ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି । କାରଣ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ମୁକାବିଲା ଦେଖିବାକୁ…

୪ ବର୍ଷରେ ମୋଦିଙ୍କର ବଢିଛି ସମ୍ପତି ! ଜାଣନ୍ତୁ କେତେ ଟଙ୍କାର ମାଲିକ ମୋଦି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଅଛି କେତେ ସମ୍ପତି । ଏଭଳି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରେ । ତେବେ ପ୍ରଧାନମନ୍ତ୍ରୀଙ୍କ ପାଖରେ କେତେ ଟଙ୍କା ରହିଛି ତାହା ଏବେ ସାମ୍ନାକୁ ଆସିଛି । ଏପରିକି ପ୍ରଧାନମନ୍ତ୍ରୀ ହେବା ପରେ ୪ ବର୍ଷ ମଧ୍ୟରେ ମୋଦିଙ୍କର ସମ୍ପତି କେତେ ବଢିଛି ସେନେଇ…

କିଭଳି ରହିଛି ଝାରସୁଗୁଡା ବିମାନବନ୍ଦରର ଦୃଶ୍ୟ ! ଯାହାକୁ ଆସନ୍ତା ୨୨ ତାରିଖରେ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ।

ସଜେଇ ହେଉଛି ଝାରସୁଗୁଡା ବିମାନବନ୍ଦର । ଝାରସୁଗୁଡା ପଶ୍ଚିମ ଓଡିଶାର ଏକ ପ୍ରମୁଖ ସହର ହୋଇଥିବା ବେଳେ ଖୁବ ଶିଘ୍ର ଏଠାରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଉଦଘାଟନ୍ କରିବେ । ଏହା ସହ…