Daily Archives

September 18, 2018

ସ୍ମାର୍ଟସିଟିରେ ବସ୍ତି କେତେ ? ମନ୍ତ୍ରୀ ଦେଲେ ପୂରା ତାଲିକା

ସ୍ମାର୍ଟସିଟି ଭୁବନେଶ୍ୱର ଦିନକୁ ଦିନ ଯେତିକି ସ୍ମାର୍ଟ ହେଉଛି ଠିକ୍ ସେହି ଅନୁପାତରେ ଛତୁ ଫୁଟିବା ଭଳି ବସ୍ତି ଗୁଡିକର ସଂଖ୍ୟା ବଢି ଚାଲିଛି । ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇବା ସହ ରାଜରାସ୍ତା ଓ ସରକାରୀ ଜମିରେ ଘର କରି ରହୁଛନ୍ତି । ସରକାରଙ୍କ ବିନା…

କ୍ୟାନସରକୁ ମାତ ଦେଉଛି କବିତା : ଜୟପୁରର କବି ଅନୁସୟା ସାମନ୍ତରାୟଙ୍କ ଯନ୍ତ୍ରଣା କମାଉଛି ଲେଖିବାର ନିଶା

କନକ ବ୍ୟୁରୋ : ମନୋବଳ ଦୃଢ଼ ଥିଲେ କ୍ୟାନସର ରୋଗକୁ ମଧ୍ୟ ମାତ ଦିଆଯାଇ ପାରେ । ମାରାତ୍ମକ ରୋଗ ଆଗରେ ବଚିଂବାର ଆଶା ବଢି ଯାଇପାରେ । ଭାଙ୍ଗି ପଡ଼ିବା ବଦଳରେ ରୋଗକୁ ସାମାନ୍ୟ ବୋଲି ଚିନ୍ତା କଲେ ଭଲ ମଣିଷ ଟିଏ ଭଳି ବଂଚି ହୁଏ । ପରିଣତ ବୟସରେ ବି ବାଣ୍ଟୁଛନ୍ତି ସଚେତନତାର ବାର୍ତା, ସାଜିଛନ୍ତି…

ଧାନତଳିରେ ଜାତୀୟ ବାର୍ତ୍ତା ଦେଲେ ଜୟପାଟଣାର ଯୁବ ଚାଷୀ : କୃଷକ ଓ ସୈନିକଙ୍କ ଉଦ୍ଦେଶ୍ୟରେ ଧାନ ବିଲରେ ଲେଖିଲେ ଜୟ…

କନକ ବ୍ୟୁରୋ : ଧାନତଳିରେ ଜାତୀୟ ବାର୍ତ୍ତା ଦେଇ ଚର୍ଚ୍ଚାରେ ଯୁବ ଚାଷୀ । ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୁଗୋଳ ପାଲଟିଥିବା କଳାହାଣ୍ଡି ଜିଲ୍ଲା ଆଜି ଚାଷ ଓ ଚାଷୀଙ୍କୁ ନେଇ ବେଶ ଗର୍ବିତ । କୃଷି ଓ ମତ୍ସ୍ୟଚାଷ ପାଇଁ ସମଗ୍ର ଭାରତ ବର୍ଷ ପାଇଁ ଉଦାହରଣ ପାଲଟିଛି କଳାହାଣ୍ଡି ।…

ଆମେରିକାରୁ ଚାକିରି ଛାଡି ଫେରି ଆସିଲେ ଭାରତ ! ଗଢିଲେ ନିଜ କମ୍ପାନୀ, ଏବେ ୧୦.୭କୋଟି ଲୋକ ବ୍ୟବହାର କରୁଛନ୍ତି ତାଙ୍କର…

କଶ୍ମୀରରେ ଜନ୍ମ ହେବା ପରେ ଜଳନ୍ଧରର ଏନ୍ଆଇଟିରେ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ । ତା’ ପରେ ଅଧିକ ପାଠ ପଢ଼ିବା ପାଇଁ ଆମେରିକାର ଷ୍ଟେନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଯିବା ପରେ ଆମେରିକାରେ ଥିବା ନାମୀ କମ୍ପାନି ଭ୍ୟାଲି ପେପଲରେ ଚାକିରି କରିଥିଲେ । କିଛି ଦିନ ଚାକିରି କରିବା ପରେ ତାଙ୍କୁ ଗ୍ରୀନ୍…

ଥାନାବାବୁଙ୍କୁ ମହଙ୍ଗା ପଡିଲା ଥାର୍ଡ଼ ଡିଗ୍ରୀ : ଯୁବକଙ୍କୁ ମାଡ ମରି ଲହୁଲୁହାଣ କରିଥିବା ଦୁଇ ଅଧିକାରୀ ନିଲମ୍ବିତ

କନକ ବ୍ୟୁରୋ : ଥାନାବାବୁଙ୍କୁ ମହଙ୍ଗା ପଡିଲା ଥାନା ଭିତରେ ଥାର୍ଡଡିଗ୍ରୀ । ଗାଳିଗୁଲଜ ଅଭିଯୋଗରେ ଯୁବକଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣି ମାଡ ମାରିବା ଅଭିଯୋଗରେ ନିଲମ୍ବିତ ହେଲେ ଜଗତସିଂହପୁର ଥାନାର ଦୁଇ ଅଧିକାରୀ । ସଦର ଥାନା ଏ.ଏସ.ଆଇ ଓ ଓ.ଏ.ପି.ଏଫ୍ଙ୍କୁ ନିଲମ୍ବନ କରିଛନ୍ତି ଜଗତସିଂହପୁର…

ମୋଦିଙ୍କୁ ଭେଟିବାକୁ ଚାହୁଁଥିଲେ ଏହି ମହିଳା ! ଏଥିପାଇଁ ୧୩ ହଜାର ଫୁଟ ଉପରୁ ତଳକୁ ଡେଇଁଲେ, ସୋସିଆଲ ମିଡିଆରେ ଭାଇରାଲ୍…

ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଜଣେ ସ୍କାଇଡାଇଭର ମହିଳା ଏପରି ଏକ କାର୍ଯ୍ୟ କରିଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ନିଆରା ଅନ୍ଦାଜରେ ସେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ୩୫ ବର୍ଷିୟ ଏହି ମହିଳାଙ୍କ ନାମ ହେଉଛି ଶିତଲ ମହାଜନ ।…