Daily Archives

September 1, 2018

ଆସନ୍ତାକାଲି ଜନ୍ମାଷ୍ଟମୀ: ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି, ସେପଟେ ଫୁଲବାଣୀରେ ଜନ୍ମାଷ୍ଟମୀ ନେଇ ସୁରକ୍ଷା କଡାକଡି

କନକ ବ୍ୟୁରୋ: ଆସନ୍ତାକାଲି ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓ ସାରା ଦେଶରେ ପାଳନ କରାଯାଏ କୃଷ୍ଣ ଜନ୍ମ । ହିନ୍ଦୁ ପରମ୍ପରା ଅନୁସାରେ ଶ୍ରୀମନ୍ଦିର ସହିତ ମଠ ମନ୍ଦିର ଓ ଘରମାନଙ୍କର ଖୁବ ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମ ପାଳନ କରାଯାଏ । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ…

ଆଖୁ କିଆରିରେ ଅଜଣା ଜନ୍ତୁ ଆତଙ୍କ: ବାଲିଅନ୍ତାରେ ଏକର ଏକର ଆଖୁ ଖାଇବା ସହ ନଷ୍ଟ କରୁଛି ଫସଲ, ଘଉଡେଇବା ପାଇଁ ବନ…

କନକ ବ୍ୟୁରୋ: ଆଖୁ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି ଅଜଣା ଜନ୍ତୁ । ଏକର ଏକର ଆଖୁ ଫସଲ ଖାଇବା ସହ ନଷ୍ଟ କରୁଛି ଅଜଣା ଜନ୍ତୁ । କିଛି ଦିନ ହେବ ବାଲିଅନ୍ତା ବ୍ଲକ ଫିରଫିରା ଅଂଚଳରେ ଆତଙ୍କ ସୃଷ୍ଟି କରିଛି ଜଙ୍ଗଲି ଜାନୁଆର । ଆଖୁ ନଷ୍ଟକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ବାଳକାଟି ବନ ବିଭାଗ…

ଆସନ୍ତା ୨୪ ଘଂଟାରେ ପୁଣି ସାରା ରାଜ୍ୟରେ ବର୍ଷିବ: ଘୁର୍ଣ୍ଣିବଳୟ ପ୍ରଭାବରେ ୭ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…

କନକ ବ୍ୟୁରୋ: ଆସନ୍ତା ୨୪ ଘଂଟାରେ ପୁଣି ସାରା ରାଜ୍ୟରେ ବର୍ଷିବ । ଉତର ଓଡିଶାରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଆଶଙ୍କା କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତର ଓଡିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ…

ନିର୍ଦ୍ଧେଶିକା ସାଜିଲେ କଙ୍ଗନା ରଣାୱତ୍ ! ମଣିକର୍ଣ୍ଣିକା ସିନେମାରୁ ବାଦ୍ ପଡିଲେ ଅଭିନେତା ସୋନୁ ସୁଦ୍।

ଅଭିନୟ କରୁ କରୁ ଏବେ ନିର୍ଦ୍ଦେଶିକା ହୋଇଯାଇଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ଚଳଚ୍ଚିତ୍ର ମଣିକର୍ଣ୍ଣିକା ପାଇଁ ଏବେ ନିର୍ଦ୍ଦେଶିକା ସାଜିଛନ୍ତି କଙ୍ଗନା । ଫିଲ୍ମର ସୁଟିଂ ପୂର୍ବରୁ ଶେଷ ହୋଇଥିବାବେଳେ, କିଛି କିଛି ଦୃଶ୍ୟକୁ ରିସୁଟ୍ କରିବା ପାଇଁ ନିଷ୍ପତି ନେଇଥିଲେ ଫିଲ୍ମର ମେକର୍ ଓ…

ଏସବିଆଇର ଚେତାବନୀ: ଯଦି ଆପଣଙ୍କ ପାଖକୁ ଆସୁଛି ଏହି SMS ତେବେ ତୁରନ୍ତ କରନ୍ତୁ ବ୍ୟାଙ୍କ ସହ ଯୋଗାଯୋଗ, ନଚେତ୍ ଖାଲି…

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ ନିଜ ଗ୍ରାହକମାନଙ୍କୁ ଚେତାବନୀ ଦେଇ କହିଛି କି, ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲକୁ ନେଇ କିଛିଦିନ ହେଲା ଏକ ଏସଏମଏସ ଲୋକମାନଙ୍କ ନିକଟକୁ ପଠାଯାଉଛି , ଯାହାକି ଏକ ମିଥ୍ୟା ଖବର ଅଟେ । ତେଣୁ ଏଭଳି ମେସେଜ ଆସିଲେ ତୁରନ୍ତ…

ସ୍ୱାମୀ ବନିଲା ଭାଇ ! ପ୍ରତିଦିନର ଝଗଡାରୁ ବିରତି ନେବା ପାଇଁ ସ୍ୱାମୀ ହାତରେ ରାକ୍ଷୀ ବାନ୍ଧିଲା ସ୍ତ୍ରୀ ।

ସ୍ୱାମୀ ସ୍ତ୍ରୀଙ୍କ ସଂପର୍କରେ ଝଗଡା ସୃଷ୍ଟି ହେବା ଏକ ସାଧାରଣ କଥା । କିନ୍ତୁ ମିରଠର ଏକ ପରିବାରରେ ଦମ୍ପତିଙ୍କ ଝଗଡା ପରେ ଏଭଳି କିଛି ଘଟିଥିଲା ଯାହା ପଡୋଶୀଙ୍କୁ ଆଚମ୍ବିତ କରିଥିଲା । ୧୨ ବର୍ଷର ବୈବାହିକ ବନ୍ଧନ ଏବଂ ଦୁଇଟି ସନ୍ତାନ ଥିବା ଏହି ଦମ୍ପତିଙ୍କ ମଧ୍ୟରେ ଲଗାତାର ଝଗଡା ଲାଗୁଥିଲା…