Daily Archives

May 29, 2018

ଧର୍ମେନ୍ଦ୍ରଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହେଲେ ଅମଲାତନ୍ତ୍ର! ଆଇଏଏସ, ଓଏଏସ ସଂଘର ଅଭିଯୋଗ, ଦୁର୍ବ୍ୟବହାର…

କନକ ବ୍ୟୁରୋ : ଆଜି ଏକ ଅଭାବନୀୟ ଘଟଣାକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ଆଇଏଏସ୍ ସଂଘ, ଓଏଏସ୍ ସଂଘ ଓ ଓଏଫଏସ୍ ସଂଘ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ଅଭିଯୋଗ କରିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କେବଳ ଗୋଟିଏ ବିଷୟରେ ୯୯ ବାକି ସବୁଥିରେ ଶହେ! ସିବିଏସଇ ଦଶମ ପରୀକ୍ଷା ଫଳରେ ୪ଜଣ ହେଲେ ଟପ୍ପର, ରଖିଲେ ୫୦୦ରୁ ୪୯୯…

କନକ ବ୍ୟୁରୋ : ସିବିଏସଇ ଦଶମ ପରୀକ୍ଷାରେ ୪ ଜଣ ଟପ୍ପର ହୋଇଛନ୍ତି । ଏହି ୪ ଜଣ ଯାକ ମୋଟ ୫୦୦ରୁ ୪୯୯ ନମ୍ବର ରଖି ସାରା ଦେଶକୁ ଚକିତ କରିଦେଇଛନ୍ତି । ସେମାନେ କେବଳ ଗୋଟିଏ ଗୋଟିଏ ବିଷୟର ୧ ନମ୍ବର କମ୍ ପାଇଛନ୍ତି । ବାକି ସବୁଥିରେ ଶହେରୁ ଶହେ ନମ୍ବର ରଖିଛନ୍ତି । ଏଥର ମଧ୍ୟ ଛାତ୍ରଙ୍କୁ…

ଆକ୍ସନ ମୋଡ଼ରେ ପବ୍ଲିକ ! ବିବାଦ ସମାଧାନ କରିବାକୁ ଯାଇଥିଲେ ପୋଲିସ, ଠେଙ୍ଗାରେ ବାଡ଼େଇ ଥାନା ବାବୁଙ୍କ ମୁଣ୍ଡ ଫଠାଇଦେଲେ…

କନକ ବ୍ୟୁରୋ : ଆକ୍ସନ ମୋଡ଼ରେ ପବ୍ଲିକ ।ପୋଲିସ ଉପରେ ଗାଁ ଲୋକଙ୍କ ଆକ୍ରମଣ । ଠେଙ୍ଗାରେ ଥାନା ବାବୁଙ୍କ ମୁଣ୍ଡ ଫଟାଇଦେଲେ ଗ୍ରାମବାସୀ । ଅନ୍ୟ ପୋଲିସ କର୍ମଚାରୀଙ୍କୁ ବି ମାଡ ମାରି ଲହୁ ଲୁହାଣ କରିଦେଲେ । ଗଂଜାମ ଜିଲ୍ଲା ତପ୍ତପାଣିରେ ଆଜି ସ୍ଥାନୀୟ ଗ୍ରାମବାସୀ ପୋଲିସ ଉପରେ ରକ୍ତାକ୍ତ…

ଆସିଲା ଖୁସି ଖବର, ତାତିରୁ ମିଳିବ ତ୍ରାହି ! କେରଳ ଛୁଇଁଲା ମୌସୁମୀ, ଜାଣନ୍ତୁ ଓଡ଼ିଶାରେ ପହଞ୍ଚିବ କେବେ?

କନକ ବ୍ୟୁରୋ : ଆଜି କେରଳ ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ କେରଳ, ତାମିଲନାଡୁ, ଲାକ୍ଷାଦ୍ୱୀପ ସମେତ କର୍ଣ୍ଣାଟକ ଉପକୂଳରେ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ କହିଛି, ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁଛି । ଆସନ୍ତା ୧୦ ଦିନ ମଧ୍ୟରେ ମୌସୁମୀ ଓଡିଶାରେ…

ଆଉ ପତ୍ନୀଙ୍କୁ ଦରମା ଲୁଚାଇପାରିବେନି ସ୍ୱାମୀ ! ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ସ୍ୱାମୀଙ୍କ ଦରମା ଜାଣିବା ସ୍ତ୍ରୀର ଅଧିକାର । ସ୍ତ୍ରୀକୁ ଦରମା ଲୁଚାଇ ପାରିବେନି ସ୍ୱାମୀ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଡିଭିଜନ ବେଂଚ । ସ୍ୱାମୀଙ୍କ ଦରମାର ପେ ସ୍ଲିପ୍ ପାଇଁ ଦାବି କରିଥିବା ଜଣେ ମହିଳାଙ୍କ ଆବେଦନର ବିଚାର କରି ଏହି ରାୟ…

ଶପଥ ନେଲେ ଓଡିଶାର ନୂଆ ରାଜ୍ୟପାଳ ଗଣେଶୀ ଲାଲ୍ ! ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି

କନକ ବ୍ୟୁରୋ : ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ପ୍ରଫେସର ଗଣେଶୀ ଲାଲ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ବିନିତ ଶରଣ । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଓ ତୋପ ସଲାମି ଦିଆଯାଇଛି । ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ…