Daily Archives

May 24, 2018

ମୋଦି, ମହାନଦୀ ଓ ମନ୍ କି ବାତ୍ ! ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଉଷୁମ ହେଲା ରାଜ୍ୟ ରାଜନୀତି

କନକ ବ୍ୟୁରୋ : ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ବଢିବାରେ ଲାଗିଛି । ବିଜେଡି କହିଛି, ମହାନଦୀକୁ ନେଇ ମୋଦି, ନିଜର ଆଭିମ୍ରୁଖ୍ୟ ସ୍ପଷ୍ଟ କରିବା ଦରକାର । ସେପଟେ କଂଗ୍ରେସ ମଧ୍ୟ ଅନୁରୁପ ଦାବି କରିଛି । ତେବେ ମୋଦି ଏହି ଗସ୍ତରେ କେବଳ ୪ବର୍ଷର ହିସାବ ଦେବେ ବୋଲି ବିଜେପି ସ୍ପଷ୍ଟ କରିଛି…

କିଶନଗଙ୍ଗା ଡ୍ୟାମକୁ ନେଇ ପାକିସ୍ତାନକୁ ବଡ ଝଟକା ! ଭାରତ ବିରୋଧରେ କରୁଥିବା ଷଡଯନ୍ତ୍ରର ହେଲା ପର୍ଦ୍ଦାଫାଶ ।

କିଶନଗଙ୍କା ହାଇଡ୍ରୋ ପ୍ରୋଜେକ୍ଟ ପ୍ରସଙ୍ଗରେ ପାକିସ୍ତାନକୁ ଲାଗିଛି ବଡ ଝଟକା । କିଶାନଗଙ୍ଗା ଡ୍ୟାମକୁ ନେଇ ପାକିସ୍ତାନ ଦେଇଥିବା ଦଲିଲକୁ ବିଶ୍ୱ ବ୍ୟାଙ୍କ ଖାରଜ କରିଛନ୍ତି । ଯାହାକି ପାକିସ୍ତାନର ଭାରତ ବିରୋଧରେ କରୁଥିବା ବିଶ୍ୱାସଘାତକତାର ପର୍ଦ୍ଦାଫାଶ ହୋଇଛି । ଏବଂ ଏହି ଡ୍ୟାମ…

ଲିଭୁନି ପେଟ୍ରୋଲ ଦରରେ ଲାଗିଥିବା ମହଙ୍ଗା ନିଆଁ ! ଜାଣନ୍ତୁ କେଉଁ ରାଜ୍ୟ ନେଉଛି କେତେ ଭାଟ୍

କନକ ବ୍ୟୁରୋ : ପେଟ୍ରୋଲ ଦରରେ ଲାଗିଥିବା ମହଙ୍ଗା ନିଆଁ ଲିଭିବାର ନାଁ ନେଉଥିବା ବେଳେ କ୍ରମାଗତ ୧୧ ଦିନ ହେଲା ବଢ଼ି ଚାଲିଛି ତେଲ ଦର । ଗତ ୧୧ ଦିନ ଭିତରେ ତେଲର ଦାମ ପ୍ରାୟ ୩ଟଙ୍କା ବଢ଼ିଛି । ଗତ ୧୪ ତାରିଖରୁ ଆଜି ଭିତରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୮୨ ପଇସା ବଢ଼ିଥିବା ବେଳେ ଡିଜେଲ…

କାହିଁକି ମଝିରେ ମଝିରେ ଡ୍ୟାନ୍ସ ବାରରେ ରେଡ଼ କରେ କମିଶନରେଟ ପୋଲିସ !

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ରାଜଧାନୀରେ ଚାଲୁଥିବା ଡାନ୍ସ ବାର ଉପରେ କାହିଁକି ହଠାତ୍ ରେଡ୍ କରେ ପୋଲିସ । ଏହି ପ୍ରଶ୍ନ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଗତକାଲି ରାଜଧାନୀରେ ଏକ ଡାନ୍ସ ବାର ଉପରେ ଲାଇସେନ୍ସ ନଥିବା ଅଭିଯୋଗରେ ରେଡ୍ କରିଥିଲା କମିଶନରେଟ୍ ପୋଲିସ । କିନ୍ତୁ ପ୍ରକୃତ କଥା…

ମାନବିକତାର ପରିଚୟ ଦେଲେ ଜାୱେଦ ! ୮ ବର୍ଷୀୟ ବାଳକର ଜୀବନ ବଞ୍ଚାଇବାକୁ ରକ୍ତ ଦେବା ପାଇଁ ଭଙ୍ଗ କଲେ ରମଜାନ ଉପବାସ ।

ଥାଲାସେମିଆରେ ପୀଡ଼ିତ ୮ ବର୍ଷିୟ ବାଳକ ପୁନିତ କୁମାରଙ୍କୁ ରକ୍ତ ଦେବା ପାଇଁ ମଙ୍ଗଳବାର ଦିନ ରମଜାନ୍ ଉପବାସ ଭଙ୍ଗ କରିଥିଲେ ଗୋପାଳଗଞ୍ଜର ଜାୱେଦ ଆଲାମ୍ । ଭୁପେନ୍ଦ୍ର କୁମାରଙ୍କ ପୁଅ ପୁନିତର ହିମୋଗ୍ଲୋବିନ୍ ସ୍ତର କମିଯିବାରୁ ତାକୁ ତୁରନ୍ତ ଗୋପାଳଗଞ୍ଜ ସଦର ଡାକ୍ତରଖାନାକୁ ନିଆଯାଇଥିଲା ।…

ଫାଷ୍ଟଫୁଡ ଖାଉଛନ୍ତି କି ? ତେବେ ସାବଧାନ ! ହୋଇପାରେ ସାଙ୍ଘାତିକ ରୋଗ ।

ଦିନକୁ ଦିନ ଫାଷ୍ଟଫୁଡର ଚାହିଦା ବଢି ବଢି ଚାଲିଛି । ଲୋକମାନେ ଘରେ ଖାଦ୍ୟ ପ୍ରସ୍ତୁତ କରିବା ପରିବର୍ତ୍ତେ ବାହାରୁ କିଣି ଖାଇବାକୁ ବେଶି ପସନ୍ଦ କରୁଛନ୍ତି । ଏପରି କରିବା ଦ୍ୱାରା ସମୟ ବଞ୍ଚିଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି ଅନେକ କ୍ଷତିକାରକ ଅଟେ । ଅଦିକ ମସଲାଯୁକ୍ତ ଖାଦ୍ୟ ଏବଂ…