Daily Archives

May 24, 2018

ଏଣିକି ଘରୋଇ ହସପିଟାଲରେ ମିଳିବ ମାଗଣା ଡାଏଲିସିସ ସୁବିଧା । ଜାଣନ୍ତୁ କେଉଁଠି ?

ଦିଲ୍ଳୀର ସରକାରୀ ହସପିଟାଲରେ ଡାଏଲିସିସର ସୁବିଧାର ଅଭାବ ଏବଂ ଲମ୍ବା ସମୟ ପ୍ରତୀକ୍ଷା ସୂଚୀକୁ ଧ୍ୟାନରେ ରଖି ଏବେ ଘରୋଇ ହସପିଟାଲରେ ମାଗଣା ଡାଏଲିସିସର ସୁବିଧା କରାଯିବ । ଏଥିପାଇଁ ସାର୍ବଜନିକ ବ୍ୟକ୍ତିଗତ ଭାଗିଦାରୀ(ପିପିପି ) ଅଧିନରେ ଦିଲ୍ଲୀ ସରକାର ଘରୋଇ ହସପିଟାଲ ସହିତ ଚୁକ୍ତି କରିବ…

ପକୁଡ଼ି ପଲିଟିକ୍ସ ! କଟକରେ ପକୁଡ଼ି ଷ୍ଟଲ ଖୋଲିବ କଂଗ୍ରେସ, ଉଦଘାଟନ କରିବାକୁ ମୋଦିଙ୍କୁ କରିବେ ନିବେଦନ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତା କାର୍ଯ୍ୟକ୍ରମକୁ ଆଉ ମାତ୍ର ଦିନ ଟିଏ ବାକି ଥିବା ବେଳେ ରାଜ୍ୟରେ ଜୋରଧରିଛି ପକୋଡା ପଲିଟିକ୍ସ । ମୋଦିଙ୍କ ଗସ୍ତକୁ ନେଇ କଟକ ବାଲିଯାତ୍ରା ପଡିଆରେ ବିଜେପି ପ୍ରସ୍ତୁତି ଜୋରଦାର କରିଛିି । ଏହାରି ଭିତରେ କଂଗ୍ରେସ ଆସନ୍ତା ୨୬ ତାରିଖ…

ଚାହାରୁ ମିଳିବ ଚିକେନର ସ୍ୱାଦ! ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ତନ୍ଦୁରୀ ଚାହା ବିକ୍ରିର ଦୃଶ୍ୟ

ତନ୍ଦୁରୀ ଚା । ଏହି ନାଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପୁଣେରେ ଏହାର ବେଶ ଚାହିଦା ରହିଛି । ମହାରାଷ୍ଟର ପୁଣେ ସହରରେ ଜଣେ ଦୋକାନୀ ଏଭଳି ନିଆରା ଢ଼ଙ୍ଗରେ ଚା ତିଆରି କରୁଛନ୍ତି । ଆଉ ଏହି ଚାରେ ରହିଛି ତନ୍ଦୁରୀର ସ୍ୱାଦ । ସବୁ ଲୋକଙ୍କ ଚା ପିଇବାର ଅଲଗା ଅଲଗା ଟେଷ୍ଟ ରହିଥିବା ବେଳେ…

ମୋଦି ସରକାରଙ୍କ ୪ର୍ଥ ପାଳିକୁ “ବିଶ୍ୱାସଘାତ ଦିବସ” ଭାବେ ପାଳିବ କଂଗ୍ରେସ ।

ଆସନ୍ତା ୨୬ ତାରିଖରେ ମୋଦି ସରକାରକୁ ପୁରୁଛି ଚତୁର୍ଥ ବର୍ଷ । ଆଉ ଏହାକୁ ନେଇ ବିଜେପି ଶିବିରରେ ଦେଖାଦେଇଛି ଅନେକ ଉତ୍ସାହ । ୪ବର୍ଷ ମଧ୍ୟରେ କେନ୍ଦ୍ରରେ ନିଜର ଦବଦବା ଜାହିର କରି ଦେଶର ୨୧ଟି ରାଜ୍ୟରେ ନିଜର ସରକାର ଗଢ଼ିବାରେ ସମର୍ଥ ହୋଇଛି ବିଜେପି । ତେଣୁ ଦେଶସାରା ମୋଦି ମ୍ୟାଜିକ ସହିତ…

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ମାରୁଛି କିଏ ? ଏଣିକି ସିସିଟିଭିରେ କଏଦ ହେବ ଭକ୍ତ ଓ ସେବାୟତଙ୍କ କାର୍ଯ୍ୟକଳାପ

କନକ ବ୍ୟୁରୋ : ଶ୍ରୀମନ୍ଦିର ଜଗମୋହନରେ ସେବାୟତଙ୍କୁ ଜଗିବ କ୍ୟାମେରା । ଜଗମୋହନରେ ଲାଗିଛି ୨ଟି ସିସିଟିଭି । ଜୟବିଜୟ ଦ୍ୱାରକୁ ମୁହଁ କରି ଗୋଟିଏ ସିସିଟଭି ଲାଗିଥିବାବେଳେ ବେହରଣ ଦ୍ୱାରକୁ ମୁହଁକରି ଆଉ ଏକ ସିସିଟିଭି ଲାଗିଛିା ଭକ୍ତମାନେ ଯେଉଁସମୟରେ ଜଗମୋହନରେ ପ୍ରବେଶ କରିବେ ସେହି ସମୟରେ…

ସ୍ୱାମୀଙ୍କ ମୃତ୍ୟୁ ପରେ ରାଧିକା ଚଲାଉଥିଲେ ଆମ୍ବୁଲାନ୍ସ ! ଏବେ ହାସଲ କଲେ ବଡ ସଫଳତା ।

ଏପରି ଜଣେ ମହିଳା ଯିଏ ପ୍ରମାଣ କରିଛନ୍ତି କଠିନ ପରିଶ୍ରମ ଦ୍ୱାରା ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରାଯାଇପାରିବ । ମଙ୍ଗଲୋରରେ ବାସ କରୁଥିବା ରାଧିକା ଦୁଇଜଣ ଛୁଆଙ୍କର ମା’ ଅଟନ୍ତି । ୨୦୦୨ ମସିହାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ…