Daily Archives

May 21, 2018

ଯୁକ୍ତ ଦୁଇରେ ଫେଲ ହେବାରୁ ଆତ୍ମହତ୍ୟା କରିଦେଲେ ନବରଙ୍ଗପୁରର ଅର୍ଜୁନ୍ ସାନ୍ତା ! ଭଲ ନମ୍ବର ଆଶା ରଖିଥିଲେ, ହେଲେ…

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷାରେ ଫେଲ ହେବାରୁ ଜୀବନ ହାରିଦେଲେ ଛାତ୍ର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଗାଇଧଡି ଗାଁରେ ଘଟିଛି ଏପରି ଦୁଃଖଦ ଘଟଣା । ଭଲ ନମ୍ବରର ଆଶା ରଖିଥିଲେ ହେଲେ ପରୀକ୍ଷା ଫଳ ଖରାପ ହେବାରୁ ଆତ୍ମହତ୍ୟା କରିଦେଇଥିବା କହିଛନ୍ତି ପରିବାର ଲୋକ । ପରୀକ୍ଷା ଓ…

ଚତୁର୍ଥ ପାଳିର ୪ବର୍ଷ ପୁରଣରେ ୧୦ଟି ସଫଳତା ବଖାଣିଲେ ନବୀନ ! ସେପଟେ ୧୮ବର୍ଷରେ ୩୬ଟି ଦୁର୍ନୀତିର ତାଲିକା ନେଇ…

କନକ ବ୍ୟୁରୋ : ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ପୁରିଛି ୪ବର୍ଷ । ଏହି ଚାରି ବର୍ଷ ଭିତରେ ସରକାର କଣ ସବୁ ସଫଳତା ପାଇଛନ୍ତି ତାହାକୁ ବର୍ଣ୍ଣନା କରି ୧୦ଟି ପ୍ରମୁଖ ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସରକାରରେ ଅଧିକ ପାରଦର୍ଶିତା ପାଇଁ ଆଜି ଥ୍ରୀ-ଡିର…

ଆକାଉଣ୍ଟରେ ଥିଲା ୯ କୋଟିରୁ ଅଧିକ ଟଙ୍କା ! କିନ୍ତୁ ପ୍ରତିଦିନ ମାଗୁଥିଲେ ଭିକ, ମୃତ୍ୟୁ ପରେ ଖୋଲିଲା ରହସ୍ୟ ।

କୁହାଯାଏ ଟଙ୍କା ଥିଲେ ଦୁନିଆର ସବୁ ଖୁସି କିଣିହୁଏ । କିନ୍ତୁ ଶାରୀରିକ ଭାବରେ ଅକ୍ଷମ ଜଣେ ମହିଳା ଭିକାରିଣୀଙ୍କର ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥାଇ ମଧ୍ୟ ସେ ରୋଗ ଗ୍ରସ୍ତ ହୋଇ ମୃତ୍ୟୁବରଣ କରିିଛନ୍ତି । ମୃତ୍ୟୁ ବଡ କି ଛୋଟ ଲୋକ ବାଛି ନଥାଏ । ତେଣୁ ମଣିଷ ପାଖରେ ଯେତେ ଟଙ୍କା…

ଗ୍ରାହକଙ୍କୁ ଝଟକା ! ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ପାଣିର ମନଇଛା ଦାମ ଆଦାୟ କରିପାରିବେ ହୋଟେଲ ଓ…

ହୋଟେଲ ଓ ରେଷ୍ଟୁରାଟରେ ବୋତଲବନ୍ଦ ପାଣି କିମ୍ବା ପ୍ୟାକ୍ ହୋଇଥିବା ପାଣି ପାଇଁ ଅଧିକ ଟଙ୍କା ମାଗିଲେ ଆପଣ ଆଉ ଅଭିଯୋଗ କରିପାରିବେ ନାହିଁ । ଅଭିଯୋଗ କରିବା ପରିବର୍ତ୍ତେ ସେମାନ କହୁଥିବା ଦାମ ଦେବାକୁ ବାଧ୍ୟ ହେବେ ଆପଣ । ସୁପ୍ରମକୋର୍ଟର ନିଷ୍ପତ୍ତି ଅନୁସାରେ ପ୍ୟାକିଂ ହୋଇଥିବା ଖାଦ୍ୟ ପାଇଁ…

ପର କରିଦେଲା ଛାଇ ! ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଖରାରେ ଛିଡା ହେଲେ ବି ଦେଖାଗଲାନି ଛାଇ, ଗୋଟିଏ ସମୟରେ ଅକ୍ଷାଂଶ ଓ…

କନକ ବ୍ୟୁରୋ : କିଛି ସମୟ ପାଇଁ ପର କରିଦେଲା ଛାଇ । ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରେ ଦେଖିବାକୁ ମିଳିଥିଲା କିଛି ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ସିଧା ଭାବରେ ଠିଆ ହେଲେ ଛାଇ ଦେଖାଯାଇ ନଥିଲା । ମୁଣ୍ଡ ଉପରେ ସୂର୍ଯ୍ୟ ଥିଲା । ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା । ହେଲେ ରାଜଧାନୀ…

ଭାରତ ଚାଉଳର ସ୍ୱାଦ ଚାଖିବ ଚୀନ ! ଆରମ୍ଭ ହେଲା ରାଇସ ମିଲ୍ ପଞ୍ଜୀକରଣ ପ୍ରକ୍ରିୟା  ।

ଖୁବ୍ ଶୀଘ୍ର ଭାରତ ଚାଉଳର ସ୍ୱାଦ ଚାଖିବ ଚୀନ୍ । ଦୁନିଆର ସବୁଠାରୁ ବଡ ଚାଉଳ ଉପଭୋକ୍ତା ଦେଶ କୁହାଯାଉଥିବା ଚୀନକୁ ଭାରତ ଦେବ ଚାଉଳ । ଏନେଇ ଭାରତ ସରକାର ଏବଂ ଚୀନ୍ କଷ୍ଟମ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟର ସଂସ୍ଥା ଏ.ପି.ଡା ତରଫରୁ ସୂଚନା ମିଳିଛି…