Daily Archives

May 16, 2018

କଥା ରଖିଲେ କେନ୍ଦ୍ର ସରକାର । ରମଜାନରେ ଜମ୍ମୁ-କାଶ୍ମୀରରେ ହେବ ନାହିଁ ଆତଙ୍କବାଦୀ ବିରୋଧୀ ଅପରେସନ

କନକ ବ୍ୟୁରୋ : ଶେଷରେ କଥା ରଖିଲେ କେନ୍ଦ୍ର ସରକାର । ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରସ୍ତାବକୁ ସହମତି ଦେଇଛନ୍ତି । ପବିତ୍ର ରମଜାନ ସମୟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବା ଅପରେସନ କରାଯିବ ନାହିଁ । ଚଳିତ…

ଶୁଖିଲା ମହାନଦୀ ପାଇଁ ଶୁଖାସୋଢାରୁ ବିଜେଡିର ମହାସଂଗ୍ରାମ ! ମୁଖ୍ୟମନ୍ତ୍ରୀ କହିଲେ, ଓଡିଶା ପାଇଁ ଦରଦ ଥିଲେ ଛିତିଶଗଡକୁ…

କନକ ବ୍ୟୁରୋ : ମହାନଦୀ ପାଇଁ ମହାସଂଗ୍ରାମ । ବିଜେଡି ଆରମ୍ଭ କଲା ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଯାତ୍ରା । ମୁଖ୍ୟମନ୍ତ୍ରୀ କହିଛନ୍ତି ମହାନଦୀ ଆମର ମାଆ । ତେଣୁ ଏହାର ସୁରକ୍ଷା ପାଇଁ ଛତିଶଗଡ ଉପରମୁଣ୍ଡରେ ବନ୍ଧ ବାନ୍ଧିବା ବନ୍ଦ କରୁ । ଏପରିକି ଓଡିଶାବାସୀଙ୍କ ପ୍ରତି ଦରଦ ଥିଲେ କାମ…

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ : ଅସ୍ତ୍ର ଛାଡି ସମାଜ ସ୍ରୋତରେ ସାମିଲ ହେବା ପାଇଁ…

କନକ ବ୍ୟୁରୋ : ମାଓ ଦମନର ସଫଳତା ପାଇଁ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଟୁଇଟ ଜରିଆରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥାବାର୍ତ୍ତା ନେଇ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାରେ ହିଂସାର ସ୍ଥାନ ନାହିଁ । ତେଣୁ ଅସ୍ତ୍ର ଛାଡି…

କର୍ଣ୍ଣାଟକ ନିର୍ବାଚନ କସରତ୍ : କିଏ ଗଢ଼ିବ ସରକାର ଲାଗିଛି ଛକାପଞ୍ଝା ?

କର୍ଣ୍ଣାଟକ ନିର୍ବାଚନରେ ହାଇଭୋଲଟେଜ ଡ୍ରାମା ଜାରି । ୟେଦୁୟୁରପ୍ପାଙ୍କ ସରକାର ଗଢ଼ିବା ଦୃଢ଼ୋକ୍ତି ପରେ କଂଗ୍ରେସ ଓ ଜେଡିଏସ ମଧ୍ୟ ରାଜଭନରେ ପହଁଚି ରାଜ୍ୟପାଳଙ୍କୁ ୧୧୬ ବିଧାୟକଙ୍କ ତାଲିକା ଦେଇଛି । ତେବେ ୧୧୬ ବିଧାୟକଙ୍କୁ ପରେଡ ମଧ୍ୟ କରାଇଲେ କଂଗ୍ରେସ ଓ ଜେଡିଏସ । ତେବେ କର୍ଣ୍ଣାଟକକୁ…

ହୀରାକୁଦ ଜଳଭଣ୍ଡାରରେ ଅସୁରକ୍ଷିତ ଅତିଥି ! ନଷ୍ଟ ହେଉଛି ବଂଶବିସ୍ତାର ପାଇଁ ଆସିଥିବା ବିଦେଶୀ ପକ୍ଷୀଙ୍କ ଅଣ୍ଡା

କନକ ବ୍ୟୁରୋ : ହୀରାକୁଦ ଜଳ ଭଣ୍ଡାରକୁ ହଜାର ହଜାର କିଲୋମିଟର ଅତିକ୍ରମ କରି ବିଦେଶୀ ପକ୍ଷୀମାନେ ଖରାଦିନେ ଅଣ୍ଡା ଦେଇ ଛୁଆ ଫୁଟାଇବା ପାଇଁ ଆସୁଥିବା ବେଳେ ସୁରକ୍ଷା ଅଭାବରୁ ବିପଦରେ ପଡୁଛନ୍ତି । ନିଶେଦ୍ଧାଞ୍ଚଳ ହୋଇଥିଲେ ମଧ୍ୟ ସୁରକ୍ଷା ଅଭାବରୁ ଲୋକମାନେ ଚଳପ୍ରଚଳ କରୁଥିବାରୁ ପକ୍ଷୀମାନଙ୍କ…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ମାଡ ସମ୍ଭାବନା ! ଆଞ୍ଚଳିକ ପାଣିପାଗ କେନ୍ଦ୍ର…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମୟରେ ଘରୁ ବାହାରିବା…