Daily Archives

May 7, 2018

ଡି-ବ୍ରଦର୍ସ ଲିଙ୍କରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଜେରା କଲା ଇଡି । ୩ ଘଂଟାର ଜେରା ପରେ ଗଣମାଧ୍ୟମକୁ ବୟାନ…

କନକ ବ୍ୟୁରୋ: ୩ ଘଂଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମାଗିଥିବା ସମସ୍ତ କାଗଜପତ୍ର, ସେ ଦେଇଥିବା ପ୍ରଣବ କହିଛନ୍ତି । ଏଥିସହ ଡି ବ୍ରଦର୍ସ ସହ ତାଙ୍କର କୌଣସି ଲିଙ୍କ୍ ନଥିବା ସେ ପ୍ରତିକ୍ରିୟା ରଖିଛନ୍ତି । କଟକର…

ବଦଳିଯିବ ବସ୍ତିର ଚେହେରା । ସ୍ୱପ୍ନର ଘର ପାଇବେ ବସ୍ତିବାସିନ୍ଦା । ସହରାଂଚଳ ବସ୍ତି ଲୋକଙ୍କ ପାଇଁ ଛତ୍ରପୁରରୁ ଆରମ୍ଭ…

କନକ ବ୍ୟୁରୋ: ବଦଳିଯିବ ବସ୍ତିର ଚେହେରା । ସ୍ୱପ୍ନର ଘର ପାଇବେ ବସ୍ତିବାସିନ୍ଦା । ସହରାଂଚଳ ବସ୍ତିବାସିନ୍ଦାଙ୍କୁ ବିସ୍ଥାପନ ନକରି ସେମାନଙ୍କୁ ସେହିସ୍ଥାନରେ ଥଇଥାନ ପାଇଁ ଓଡ଼ିଶା ସରକାର ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହାତକୁ ନେଇଛନ୍ତି । ବସ୍ତିବାସିନ୍ଦାଙ୍କୁ ଜମିର ଅଧିକାର ଦେବା ନେଇ ଆଇନ୍…

କାହିଁକି କମିଲା ପାସ୍ ହାର ? ଶିକ୍ଷକ ଆନ୍ଦୋଳନର ପଡ଼ିଲା କି ପ୍ରଭାବ ? ତେବେ ପରୀକ୍ଷାର୍ଥୀଙ୍କ ପ୍ରଦର୍ଶନରେ ଅବନ୍ନତି…

କନକ ବ୍ୟୁରୋ: ଅନେକ ବାଧାବିଘ୍ନ ଭିତରେ ଆଜି ପ୍ରକାଶ ପାଇଛି ମାଟ୍ରିକ୍ ଫଳ । ହେଲେ ଗତବର୍ଷ ତୁଳନାରେ ଚଳିତବର୍ଷର ପରୀକ୍ଷା ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଗତବର୍ଷ ଅପେକ୍ଷା ଚଳିତବର୍ଷର ପାସ୍ ହାର କମିଥିବା ବେଳେ ଏ-ୱାନ୍ ଗ୍ରେଡ୍ରେ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ଢ଼େର…

ବମିଖାଲରୁ ବାଦ୍ ପଡିଲା ପଣ୍ଡା ଇନଫ୍ରା ! ଆଉ ଓଭରବ୍ରିଜ୍ କାମ କରିବନି ଠିକା ସଂସ୍ଥା ।

କନକ ବ୍ୟୁରୋ : ଦୁଇ ଦୁଇଟି ଜୀବନ ନେଇଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ବମିଖାଲ ଓଭରବ୍ରିଜ୍ ନିର୍ମାଣ କାମରୁ ବାଦ ଦିଆଯାଇଛି । ଓଭରବ୍ରିଜର ବଳକା ନିର୍ମାଣ କାମରୁ ଆଜି ଠିକା ସଂସ୍ଥାକୁ ବାଦ ଦେଇଛି ପୂର୍ତ ବିଭାଗ । ଓଭରବ୍ରିଜର ବାକି ଥିବା କାମ, ଆଉ କରିବନି ପଣ୍ଡା ଇନଫ୍ରା । ୭ ମାସ ତଳେ…

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ । କମିଲା ପାସ୍, ବଢିଲା ଫେଲ୍ । ପୁଣି ଛାତ୍ରଙ୍କୁ ପଛରେ ପକାଇଲେ ବାଜିମାରିନେଲେ…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସ୍କୁଲ ଜୀବନରେ ସବୁଠାରୁ ବଡ ପରୀକ୍ଷା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ମଧ୍ୟ ସଫଳତାରା ଧାରା ବଜାୟ ରଖି ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ରୀ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ରହିଛି ୭୬ ଦଶମିକ ୨୩ ପ୍ରତିଶତ । ୨୯ଟି ସ୍କୁଲରେ ଶତ…

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନୂଆ ଦାୟିତ୍ୱ ! ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ।

କନକ ବ୍ୟୁରୋ : ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା । ଏ ସଂକ୍ରାନ୍ତରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖି ଜଣାଇଛନ୍ତି । ରାଜ୍ୟସଭାରେ ସର୍ବସମ୍ମତି କ୍ରମେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ…