Daily Archives

May 5, 2018

ହେଲମେଟ ଅଭିଯାନକୁ ନେଇ ଆଉ ପାଦେ ଆଗେଇଲା ପୋଲିସ ! ଆପଣ ହେଲମେଟ ପିନ୍ଧିଥିଲେ କି ନାହିଁ, ଦୁର୍ଘଟଣା ଜନିତ ମୃତ୍ୟୁରେ…

ହେଲମେଟ ଅଭିଯାନକୁ ଆଉ ଏକ ପାଦ ଆଗକୁ ବଢାଇଛି ପଞ୍ଜାବ ପୋଲିସ ପ୍ରଶାସନ । ଏବେ ଟ୍ରାଫିକ ନିୟମ ଉଲ୍ଲଘଂନ କରିବା ଆହୁରି ମହଙ୍ଗା ପଡିବ । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ପୋଲିସ ଆଉ କେବଳ ଫାଇନ କାଟି ଛାଡିଦେବନି । ଯଦି ସଡକ ଦୁର୍ଘଟଣାରେ ଦୁଇ ଚକିଆ ଯାନ ଚାଳକର ମୃତ୍ୟୁ ହୋଇଯାଏ ତେବେ…

କାହିିଁକି ଭୁଶୁଡ଼ିଥିଲା ବମିଖାଲ ଓଭରବ୍ରିଜ ! ବିରୋଧୀ ବଖାଣିଲେ ପୂରା କାହାଣୀ, ଦାମ ମାରିଲେ ତେରଛା ବାଣ

କନକ ବ୍ୟୁରୋ : ବମିଖାଲ ଓଭରବ୍ରିଜ୍ ଭୁଶୁଡିିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ଆଜି ଦୁର୍ଘଟଣାସ୍ଥଳରେ ପହଂଚି ବୁଲି ଦେଖିବା ସହ ନବୀନ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ସରକାରଙ୍କ ଏହି ନୂଆ ସ୍କିମରେ ନିବେଶ କରନ୍ତୁ, ବିବାହ ବୟସରେ ଝିଅଙ୍କୁ ମିଳିବ ୬୪ ଲକ୍ଷ ଟଙ୍କା!

ଝିଅଙ୍କ ପାଠପଢ଼ା ଓ ବାହାଘର ଖର୍ଚ୍ଚ ନେଇ ଅଧିକାଂଶ ବାପା ମା ଚିନ୍ତାରେ ରହିଥାନ୍ତି ।ଖାସର ଝିଅର ଭବିଷ୍ୟତ ପାଇଁ ଜନ୍ମ ସମୟରୁ ହିଁ ତତ୍ପର ହୋଇ ଉଠିଥାନ୍ତି ବାପା ମା । ଏଥିପାଇଁ ପ୍ରତିମାସରେ କିଛି କିଛି ଟଙ୍କା ସଞ୍ଚୟ କରି ରଖିଥାନ୍ତି । ଯାହାଫଳରେ ଭବିଷ୍ୟତ ସୁରକ୍ଷିତ ରହିପାରିବ । ତେବେ…

୩ ଶହ ପରିବାରର ଶୋଷ ମେଣ୍ଟାଉଛନ୍ତି ଢ଼େଙ୍କାନାଳର ବିଭୂ ପ୍ରସାଦ ! ଜଳକଷ୍ଟ ଦୂର କରିବା ପାଇଁ ଶଗଡ଼ରେ ବୁଲି ବୁଲି…

କନକ ବ୍ୟୁରୋ : ଖରା ଦିନରେ ଜଳକଷ୍ଟର ଅନେକ ଚିତ୍ର ଆପଣ ଦେଖିଥିବେ । କେତେବେଳେ ଚୁଆ ଖୋଳି ଲୋକ ପାଣି ନେଉଛନ୍ତି ତ ଆଉ କେତେବେଳେ ପାଣି ପାଇଁ ଜଳଯାତ୍ରା କରୁଛନ୍ତି । ଆଜି ଆପଣଙ୍କୁ ଏମିତି ଏକ ଘଟଣା କହିବୁ ଯାହା ଶୁଣିଲେ ଆପଣ ବି ଥରେ ଚିନ୍ତା କରିବା ପାଇଁ ବାଧ୍ୟ ହୋଇଯିିବେ ଯେ, ଆମ ବ୍ୟବସ୍ଥା…

ବାଙ୍ଗାଲୋରକୁ ୬ ୱିକେଟରେ ମାତ ଦେଇ ପଏଣ୍ଟ ଟେବୁଲର ଶୀର୍ଷରେ ଚେନ୍ନାଇ ସୁପରକିଙ୍ଗସ ।

ଆଇପିଏଲର ୩୫ ତମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଚେନ୍ନାଇ ସୁପରକିଙ୍ଗସ । ଚେନ୍ନାଇ ସୁପର କିଙ୍ଗସ୍ ୬ ଓ୍ଵିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ୧୨୮ ରନ୍ ଟାର୍ଗେଟ ନେଇ ୨ୟ ଇନିଂସରେ ବ୍ୟାଟିଂ କରି ଚେନ୍ନାଇ ୧୮ ଓଭରରେ ୪ଟି ଓ୍ଵିକେଟ୍ ହରାଇ ଏହି ରନ୍ ପୂରା କରିଛି।…

ଟ୍ରେନ ଗେଟ ପାଖରେ ଛିଡ଼ା ହେବା ମହଙ୍ଗା ପଡ଼ିଲା ! ବାହାଘର ପୂର୍ବରୁ ଯୁବତୀଙ୍କୁ ଲୁଟିଲେ ଦୁର୍ବୃତ

କନକ ବ୍ୟୁରୋ : ଟ୍ରେନରେ ଯାତ୍ରା କରିବା ବେଳେ ଆପଣ ଗେଟ୍ ପାଖରେ ଠିଆ ହେଉଛନ୍ତି କି? ସାବଧାନ! କୌଣସି ମୁହୂର୍ତରେ ବି ଆପଣଙ୍କ ଠାରୁ ହୋଇପାରେ ଲୁଟ୍ । ଆଜି ଭୁବନେଶ୍ୱର ରେଳଷ୍ଟେସନ୍ ନିକଟରେ ଚଳନ୍ତା ଟ୍ରେନରୁ ଜଣେ ଯୁବତୀଙ୍କ ଠାରୁ ଏଭଳି ଲୁଟ୍ ହୋଇଛି । ତେବେ ପରେ ଷ୍ଟେସନ ନିକଟ ବସ୍ତି…