Daily Archives

May 5, 2018

ଦଳିତ ପରିବାରର ବିବାହ ଉତ୍ସବରେ ଲାଗିଲା ଲଗାମ ! ୩ ଦିନ ପୂର୍ବରୁ ପୁଲିସ ଠାରୁ ନେବାକୁ ପଡିବ ଅନୁମତି, ମଧ୍ୟପ୍ରଦେଶରେ…

ମଧ୍ୟପ୍ରଦେଶ ଉଜ୍ଜେନ ଜିଲ୍ଲାର ମହିଦପୁର ଏସଡିଏମ ଦଳିତଙ୍କୁ ନେଇ କିଛି ନିଷ୍ପତ୍ତି ଜାରି କରିଛନ୍ତି । ମହିଦପୁର ତହସିଲରେ ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଅବଗତ କରିଦିଆଯାଇଛି ଯେ, ଯଦି ଗାଁରେ କୌଣସି ଦଳିତ ପରିବାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୁଏ ତେବେ ବାହାଘରର ୩ଦିନ ପୂର୍ବରୁ…

ଭାରତୀୟ ରେଳର ଏ କି ଅବସ୍ଥା ! ଅଧିକ ଯାତ୍ରୀ ଚଢ଼ିଲେ ବୋଲି ବୋଝ ସମ୍ଭାଳିପାରିଲାନି ଇଞ୍ଜିନ, ଯାତ୍ରୀଙ୍କୁ ଗୋଟି ଗୋଟି…

ଟ୍ରେନର ସାଧାରଣ ବଗିରେ ଯିଏ ଯାତ୍ରା କରିଛି ସେ ଜାଣିଛି ଟ୍ରେନ ଯାତ୍ରା କେତେ ସଂର୍ଘଷପୂର୍ଣ୍ଣ । ସାଧାରଣ ବଗିରେ ଗୋଟିଏ ଗୋଟିଏ ସିଟ୍ ପାଇବା ପାଇଁ କେତେ ଯେ କସରତ କରିବାକୁ ପଡ଼େ ତାହା ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ଜାଣିଥିବ । କିନ୍ତୁ ଅଧିକ ଯାତ୍ରୀଙ୍କ ପାଇଁ ରେଳବଗି ଦବିଯିବା ଭଳି ଘଟଣା…

ସରକାରୀ ସ୍କୁଲକୁ ଦୂରୁ ଜୁହାର ! ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଅଭିଭାବକଙ୍କ ମନ ।

ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ବହି , ପିନ୍ଧିବା ପାଇଁ ୟୁନିଫର୍ମ ଏବଂ ଭୋଜନ ମିଳିବା ସତ୍ୱେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏହାର ସବୁଠୁ ବଡ କାରଣ ହେଉଛି ଅଭିଭାବକ ମାନେ ପିଲା ମାନଙ୍କୁ ଭଲ ଇଂରାଜୀ ଶିକ୍ଷା ଦେବା ପାଇଁ ସରକାରୀ…

ଘରେ ପ୍ରସ୍ତୁତ କରନ୍ତୁ ଏହି ଜିନିଷ । ୩୦ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ପସି ପାରିବେନି ଗୋଟିଏ ବି ମଶା, ଖର୍ଚ୍ଚ ହେବ…

ମ୍ୟାଲେରିଆରୁ ରକ୍ଷା ପାଇବା ହେଉଛି ମଶାଙ୍କ ଦାୟରୁ ନିଜକୁ ରକ୍ଷା କରିବା । ମ୍ୟାଲେରିଆରୁ ବଂଚିବା ପାଇଁ ଏବେ ଟୀକା ବାହାର କରାଯିବା ନେଇ ଆଲୋଚନା ଜାରି ରହିଛି । କିନ୍ତୁ ଏହା ସାଧାରଣ ଲୋକଙ୍କ ନିକଟରେ ପହଂଚିବାକୁ ଏବେ ଅନେକ ସମୟ ଲାଗିପାରେ । ଏଭଳି ପରିସ୍ଥିତିରେ ମଶାଙ୍କ ଦାୟରୁ ରକ୍ଷା…

୮ ଘଣ୍ଟା ଡ଼େରିରେ ଆସିଲେ ମନ୍ତ୍ରୀ , ଭୋକରେ କାନ୍ଦି କାନ୍ଦି ଘରକୁ ଫେରିଲେ ଛାତ୍ରଛାତ୍ରୀ !

ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ସରକାର ଅନେକ ଯୋଜନା କରୁଛନ୍ତି । ମାଗଣା ଖାତା, ବହି ଠାରୁ ଆରମ୍ଭ କରି ମାଗଣା ଖାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଯୋଗାଇଦେଉଛନ୍ତି ସରକାର । କିନ୍ତୁ ଉତ୍ତର ପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପୂରା ଶିକ୍ଷା…

ମୃତ୍ୟୁର କିଛି ଦିନ ପରେ ଘରକୁ ଫେରିଲେ ମହିଳା ! ପରିବାର ଲୋକେ କରିସାରିଥିଲେ ଅନ୍ତିମ ସଂସ୍କାର ।

ନୋଏଡାରେ ଜଣେ ୨୫ ବର୍ଷୀୟ ମହିଳାଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ । କିନ୍ତୁ ୨୭ ଦିନ ପରେ ମହିଳାଜଣଙ୍କ ନିଜ ଗୋଡରେ ଚାଲି ଚାଲି ଘରକୁ ଫେରିଆସିଥିଲେ । ପରିବାର ଲୋକଙ୍କ ପାଇଁ ଏହା ଏକ…